କ୍ରାଇଂ କ୍ଲବ ଯାଆନ୍ତୁ, କାନ୍ଦି କାନ୍ଦି ମନରୁ ବିଷାଦ ଦୂର କରନ୍ତୁ

କୁହାଯାଏ ଜୀବନ ସୁଖଦୁଃଖର ସମାହାର। ସୁଖ ସମୟରେ ହସଖୁସିରେ ସମୟ କଟିଥାଏ, ଆଉ ଦୁଃଖ ସମୟରେ ବିଷାଦରେ। କଥାରେ ଅଛି, ମନରେ ଥିବା କୋହକୁ ସାଙ୍ଗସାଥୀ କିମ୍ବା ପରିବାର ଲୋକଙ୍କ ସହ ବାଣ୍ଟିବା ସହ ଟିକେ କାନ୍ଦି ପକାଇଲେ ମନ ହାଲକା ହୋଇଯାଇଥାଏ। ହେଲେ ବ୍ୟସ୍ତମୟ ଜୀବନରେ ଆମକୁ ଏତିକି ବି କରିବାକୁ ସମୟ ମିଳୁନାହିଁ। ମନର କୋହ, ମନରେ ରହି ଯାଉଛି। ଯାହା ଫଳରେ ଡିପ୍ରେସନ୍‌ ପରି ସମସ୍ୟା ବଢିବାରେ ଲାଗିଛି। ଯଦି ଆପଣ ଏପରି […]

eyes

eyes

Rakesh Mallick
  • Published: Thursday, 29 June 2017
  • Updated: 29 June 2017, 11:35 AM IST

Sports

Latest News

କୁହାଯାଏ ଜୀବନ ସୁଖଦୁଃଖର ସମାହାର। ସୁଖ ସମୟରେ ହସଖୁସିରେ ସମୟ କଟିଥାଏ, ଆଉ ଦୁଃଖ ସମୟରେ ବିଷାଦରେ। କଥାରେ ଅଛି, ମନରେ ଥିବା କୋହକୁ ସାଙ୍ଗସାଥୀ କିମ୍ବା ପରିବାର ଲୋକଙ୍କ ସହ ବାଣ୍ଟିବା ସହ ଟିକେ କାନ୍ଦି ପକାଇଲେ ମନ ହାଲକା ହୋଇଯାଇଥାଏ। ହେଲେ ବ୍ୟସ୍ତମୟ ଜୀବନରେ ଆମକୁ ଏତିକି ବି କରିବାକୁ ସମୟ ମିଳୁନାହିଁ। ମନର କୋହ, ମନରେ ରହି ଯାଉଛି। ଯାହା ଫଳରେ ଡିପ୍ରେସନ୍‌ ପରି ସମସ୍ୟା ବଢିବାରେ ଲାଗିଛି। ଯଦି ଆପଣ ଏପରି ସମସ୍ୟାରେ ଅଛନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ। ଏପରି ସମସ୍ୟାର ସମାଧାନ ପାଇଁ ଏକ କ୍ଲବ ଖୋଲିଛି। ଏଠାକୁ ଆସୁଥିବା ଲୋକେ କାନ୍ଦି କାନ୍ଦି ନିଜ କୋହ ଓ ଦୁଃଖ ଦୂର କରୁଛନ୍ତି ଏବଂ ହସି ହସି ଘରକୁ ଫେରୁଛନ୍ତି।

cryingଆମେ କହୁଛୁ ଗୁଜରାଟର ସୁରତ ସହରରେ ଖୋଲିଥିବା କ୍ରାଇଂ କ୍ଲବ ସମ୍ପର୍କରେ। କ୍ଲବରେ ପ୍ରତି ରବିବାରକୁ କ୍ରାଇଂ ଥେରାପିର କ୍ଲାସ୍‌ ମଧ୍ୟ ଦିଆଯାଉଛି।

ଏଠାରେ ଲୋକଙ୍କୁ କନ୍ଦାଇବା ପାଇଁ ସେମାନଙ୍କ ଖରାପ ସମୟ ଓ ଦୁଃଖଦ ଘଟଣାକୁ ମନେ ପକାଇବାକୁ କୁହାଯାଇଥାଏ। ଏହାସହ ଏପରି କିଛି କଥା ଭାବିବାକୁ କୁହାଯାଇଥାଏ, ଯାହା ତାଙ୍କୁ ଅଧିକ ଭାବୁକ କରି ଦେଇଥାଏ। ଏହାକୁ ଦେଶର ପ୍ରଥମ କ୍ରାଇଂ କ୍ଲବ କୁହାଯାଉଛି।

ଲାଫ୍ଟର ଥେରାପିଷ୍ଟ ଓ ସାଇକୋଲୋଜିଷ୍ଟ କମଲେଶ ମସାଲାୱାଲା ଏହାକୁ ସ୍ଥାପନ କରିଛନ୍ତି। ପ୍ରଥମ ଦିନରେ ଏଠାରେ ୮୦ ଜଣଙ୍କ କ୍ରାଇଂ ଥେରାପି କ୍ଲାସ୍‌ ନେଇଥିଲେ କମଲେଶ। ଲୋକଙ୍କ ସମସ୍ୟାକୁ ନେଇ ଭିନ୍ନ ଭିନ୍ନ ଉପାୟରେ ସେ ସେମାନଙ୍କୁ କନ୍ଦାଇବାକୁ ଚେଷ୍ଟା କରିଥାନ୍ତି।

କ୍ରାଇଂ ଥେରାପିକୁ ଭେଣ୍ଟିଲେଟର ଥେରାପି ବି କୁହାଯାଇଥାଏ। ଲୁହ ବାହାରିଲେ ଆଖିକୁ କଷ୍ଟ ଦେଉଥିବା ହାନୀକାରକ ପଦାର୍ଥ ବାହାରି ଯାଇଥାଏ। ଡାକ୍ତରଙ୍କ ଆନୁଯାୟୀ କାନ୍ଦିବା ଦ୍ୱାରା ମନରୁ ଚିନ୍ତା ଓ ଉତ୍ତେଜନା ଦୂର ହୋଇଥାଏ। ରକ୍ତଚାପ ନିୟନ୍ତ୍ରିତ ହେବା ସହ ରକ୍ତ ସଞ୍ଚାଳନ ଠିକ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story