ଯାହାଙ୍କ ନାଁ ଶୁଣି ଇଂରେଜମାନେ ଥରୁଥିଲେ, ଜାଣନ୍ତି ତାଙ୍କର ୫ଟି ସ୍ଲୋଗାନ

ବାଲ୍‌ ଗଙ୍ଗାଧର ତିଲକ। ଯାହାଙ୍କ ନାଁ ଶୁଣିଲେ ଇଂରେଜଙ୍କ ହୃତକମ୍ପନ ବଢି ଯାଉଥିଲା। ସେ ଦେଉଥିବା ସ୍ଲୋଗାନ ଇଂରେଜଙ୍କ ନିଦ ହଜାଇ ଦେଉଥିଲା। ଗୋଟେ ଡାକରେ କୋଟି କୋଟି ଭାରତୀୟ ହୋଇଯାଉଥିଲେ ଏକାଠି। ପୂର୍ଣ୍ଣ ସ୍ୱରାଜର ନାରା ଦେଇଥିବା ଏହି ମହାପୁରୁଷଙ୍କର ଆଜି ହେଉଛି ଶ୍ରାଦ୍ଧ ଦିବସ। ୧୯୨୦ ଅଗଷ୍ଟ ୧ ତାରିଖ ଆଜିର ଦିନରେ ମୁମ୍ବାଇରେ ଏହି ମହାପୁରୁଷ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଇଂରେଜଙ୍କ ବିରୋଧରେ ଲୋକଙ୍କୁ ଏକଜୁଟ କରିବା ପାଇଁ ମୁମ୍ବାଇରେ ଗଣେଶ […]

Bal-Gangadhar-Tilak

Bal-Gangadhar-Tilak

Rakesh Mallick
  • Published: Tuesday, 01 August 2017
  • Updated: 01 August 2017, 05:43 PM IST

Sports

Latest News

ବାଲ୍‌ ଗଙ୍ଗାଧର ତିଲକ। ଯାହାଙ୍କ ନାଁ ଶୁଣିଲେ ଇଂରେଜଙ୍କ ହୃତକମ୍ପନ ବଢି ଯାଉଥିଲା। ସେ ଦେଉଥିବା ସ୍ଲୋଗାନ ଇଂରେଜଙ୍କ ନିଦ ହଜାଇ ଦେଉଥିଲା। ଗୋଟେ ଡାକରେ କୋଟି କୋଟି ଭାରତୀୟ ହୋଇଯାଉଥିଲେ ଏକାଠି। ପୂର୍ଣ୍ଣ ସ୍ୱରାଜର ନାରା ଦେଇଥିବା ଏହି ମହାପୁରୁଷଙ୍କର ଆଜି ହେଉଛି ଶ୍ରାଦ୍ଧ ଦିବସ। ୧୯୨୦ ଅଗଷ୍ଟ ୧ ତାରିଖ ଆଜିର ଦିନରେ ମୁମ୍ବାଇରେ ଏହି ମହାପୁରୁଷ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ଇଂରେଜଙ୍କ ବିରୋଧରେ ଲୋକଙ୍କୁ ଏକଜୁଟ କରିବା ପାଇଁ ମୁମ୍ବାଇରେ ଗଣେଶ ଉତ୍ସବର ଆରମ୍ଭ କରିଥିଲେ ବାଲ୍‌ ଗଙ୍ଗାଧର ତିଲକ। ପତ୍ର ପତ୍ରିକାରେ ଲେଖା ମାଧ୍ୟରେ ଦେଶବାସୀଙ୍କୁ ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରେରିତ କରିଥିଲେ। ଆସନ୍ତୁ ଜାଣିବା ତିଲକ ଦେଇଥିବା ୫ଟି ନାରା ବା ସ୍ଲୋଗାନ, ଯାହା ସାରା ଦେଶକୁ ଇଂରେଜଙ୍କ ବିରୋଧରେ ଏକାଠି ହେବାକୁ ପ୍ରରଣା ଯୋଗାଇଥିଲା।

୧. ସ୍ୱରାଜ ମୋର ଜନ୍ମସିଦ୍ଧ ଅଧିକାର, ଏହାକୁ ଆମେ ହାସଲ କରିକି ରହିବୁ।

୨. ଧର୍ମ ଓ ବ୍ୟାବହାରିକ ଜୀବନ ଅଲଗା ନୁହେଁ। ସନ୍ନ୍ୟାସ ନେବାର ଅର୍ଥ ଜୀବନକୁ ପରିତ୍ୟାଗ କରିବା ନୁହେଁ। ପ୍ରକୃତ ଭାବନା ହେଲା, କେବଳ ନିଜ ପାଇଁ କାମ କରିବା ବଦଳରେ ଦେଶକୁ ନିଜ ପରିବାର ଭାବି ମିଳିମିଶି କାମ କରିବା।

୩. ପ୍ରଗତି ସ୍ୱତନ୍ତ୍ରତାରେ ନିହିତ ଅଛି। ବିନା ସ୍ୱ-ଶାସନରେ ନା ଔଦ୍ୟୋଗିକ ବିକାଶ ହୋଇଥାଏ ନା ରାଷ୍ଟ୍ର ପାଇଁ ଶିକ୍ଷଣୀୟ ଯୋଜନାର ଉପଯୋଗିତା ହୋଇଥାଏ। ଦେଶର ସ୍ୱାଧୀନତା ପାଇଁ ଚେଷ୍ଟା କରିବା ସାମାଜିକ ସୁଧାରଠାରୁ ଅଧିକ ମହତ୍ୱପୂର୍ଣ୍ଣ।

୪. ଭୂବିଜ୍ଞାନୀ ପୃଥିବୀର ଇତିହାସ ସେଉଠୁ ନେଇଥାନ୍ତି, ଯେଉଁଠି ପ୍ରତ୍ନତତ୍ତ୍ୱ ଏହାକୁ ଛାଡିଥାଏ। ଏହାକୁ ଆହୁରି ପୁରୁଣା କାଳକୁ ନେଇଯାଇଥାନ୍ତି।

୫. ଏହା ସତ ଯେ, ବର୍ଷା ଅଭାବରୁ ମରୁଡି ପଡ଼େ। କିନ୍ତୁ ଏହା ବି ସତ ଯେ, ଭାରତର ଲୋକଙ୍କ ମଧ୍ୟରେ ଏହି ସମସ୍ୟାକୁ ସାମ୍ନା କରିବାକୁ ଶକ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story