ଭାରି ପଡ଼ିଲା ମାଛ ଧରିବାର ମଜା; କ’ଣ ହେଲା ପଢ଼ନ୍ତୁ ଓ ଦେଖନ୍ତୁ

ଫ୍ଳୋରିଡା: ଆପଣ କେବେ ମାଛ ଧରିବାକୁ ଚେଷ୍ଟା କରିଛନ୍ତି? ଯଦି ନୁହେଁ, ଏହି ଖବର ପଢ଼ିବା ପରେ ଆପଣ ହୁଏତ ଆଉ କେବେବି ମାଛ ଧରିବାକୁ ଚେଷ୍ଟା କରିବେ ନାହିଁ। ଫ୍ଲୋରିଡ଼ାର ଜଣେ ବ୍ୟକ୍ତି ମାଛ ଧରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ବଡ଼ ମାଛ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ମାଛଟି ଏକାଥରକେ ତାଙ୍କ ହାତଟିକୁ ତା’ ପାଟିରେ କାମୁଡ଼ି ଧରିଥିଲା। ସେ ଜୋରରେ ଚିତ୍କାର କରିଥିଲେ। ବ୍ୟକ୍ତି ଜଣଙ୍କ ତାଙ୍କ ହାତଟିକୁ ମାଛ ମୁହଁରୁ […]

fishattack

fishattack

Rakesh Mallick
  • Published: Saturday, 29 April 2017
  • Updated: 29 April 2017, 02:04 PM IST

Sports

Latest News

ଫ୍ଳୋରିଡା: ଆପଣ କେବେ ମାଛ ଧରିବାକୁ ଚେଷ୍ଟା କରିଛନ୍ତି? ଯଦି ନୁହେଁ, ଏହି ଖବର ପଢ଼ିବା ପରେ ଆପଣ ହୁଏତ ଆଉ କେବେବି ମାଛ ଧରିବାକୁ ଚେଷ୍ଟା କରିବେ ନାହିଁ।

ଫ୍ଲୋରିଡ଼ାର ଜଣେ ବ୍ୟକ୍ତି ମାଛ ଧରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ବଡ଼ ମାଛ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ମାଛଟି ଏକାଥରକେ ତାଙ୍କ ହାତଟିକୁ ତା’ ପାଟିରେ କାମୁଡ଼ି ଧରିଥିଲା। ସେ ଜୋରରେ ଚିତ୍କାର କରିଥିଲେ। ବ୍ୟକ୍ତି ଜଣଙ୍କ ତାଙ୍କ ହାତଟିକୁ ମାଛ ମୁହଁରୁ ବାହାର କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସଫଳ ହୋଇପାରି ନ ଥିଲେ।  ସେଠାରେ ଉପସ୍ଥିତ ଥିବା ଲୋକେ ମାଛ ମୁହଁରୁ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ଶେଷରେ ବହୁ ଚେଷ୍ଟା ପରେ ମାଛଟି ପାଣି ଭିତରକୁ ଚାଲି ଯାଇଥିଲା।  ମାଛଟିର ଲମ୍ୱ ପ୍ରାୟ ୫ ଫୁଟ୍‌ ଥିଲା।

https://www.youtube.com/watch?v=Nv1MG_ya7lY

ଏକ ଟିଭି ଚ୍ୟାନେଲ୍‌ ଏହି ଭିଡିଓକୁ ୟୁଟ୍ୟୁବ୍‌ରେ ପୋଷ୍ଟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story