ପେଟ୍ରୋଲ୍‌ ପମ୍ପରେ ମାଗଣାରେ ମିଳୁଛି ଖାଦ୍ୟ

ଆଜିର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରର ଯତ୍ନ ନେବାକୁ କାହା ପାଖରେ ସମୟ ନାହିଁ। ଏପରି କି ବ୍ୟସ୍ତତା ଭିତରେ ଲୋକଙ୍କ ଖାଦ୍ୟପେୟ ବି ଠିକ୍ ରହୁନାହିଁ। ବଡ଼ ବଡ଼ ସହର ଗୁଡ଼ିକରେ ସବୁଦିନ ଡ୍ରାଇଭିଂ କରି ଅଫିସ୍ ଯିବା ବଡ଼ ଚିନ୍ତାର ବିଷୟ। କାରଣ ହେଉଛି ଟ୍ରାଫିକ୍ ଜାମ୍‌। ବେଳେ ବେଳେ ଘଣ୍ଟା ଘଣ୍ଟା ବିତିଯାଏ ଟ୍ରାଫିକରେ। ଯେତେ ପ୍ଲାନିଂ କରି ଘରୁ ଶୀଘ୍ର ବାହାରିଲେ ବି ରାସ୍ତାରେ ଟ୍ରାଫିକ୍‌ରେ ଫସି ଡେରି ହୋଇଯାଏ। ତେଣୁ […]

Rakesh Mallick
  • Published: Thursday, 07 September 2017
  • Updated: 07 September 2017, 09:06 PM IST

Sports

Latest News

ଆଜିର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରର ଯତ୍ନ ନେବାକୁ କାହା ପାଖରେ ସମୟ ନାହିଁ। ଏପରି କି ବ୍ୟସ୍ତତା ଭିତରେ ଲୋକଙ୍କ ଖାଦ୍ୟପେୟ ବି ଠିକ୍ ରହୁନାହିଁ। ବଡ଼ ବଡ଼ ସହର ଗୁଡ଼ିକରେ ସବୁଦିନ ଡ୍ରାଇଭିଂ କରି ଅଫିସ୍ ଯିବା ବଡ଼ ଚିନ୍ତାର ବିଷୟ। କାରଣ ହେଉଛି ଟ୍ରାଫିକ୍ ଜାମ୍‌। ବେଳେ ବେଳେ ଘଣ୍ଟା ଘଣ୍ଟା ବିତିଯାଏ ଟ୍ରାଫିକରେ। ଯେତେ ପ୍ଲାନିଂ କରି ଘରୁ ଶୀଘ୍ର ବାହାରିଲେ ବି ରାସ୍ତାରେ ଟ୍ରାଫିକ୍‌ରେ ଫସି ଡେରି ହୋଇଯାଏ। ତେଣୁ ଘରୁ ଜଲଦି ବାହାରିବା ଚକ୍କରରେ ଅନେକ ସକାଳ ଜଳଖିଆ ଖାଇପାରନ୍ତି ନାହିଁ। ଆଉ ଏହା ଶରୀର ପକ୍ଷେ ହାନିକାରକ ହୋଇଥାଏ। ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁର ଏକ ପେଟ୍ରୋଲ ପମ୍ପ୍ ଏକ ଅଭିନବ ଉପାୟ ବାହାର କରିଛି। ପେଟ୍ରୋଲ ପମ୍ପ ଏପରି ଏକ ଉପାୟ ବାହାର କରିଛି ଯାହା ଦ୍ୱାରା ଡ୍ରାଇଭିଂ କରି ଅଫିସ୍‌ ଯିବା ସମୟରେ ଆଉ ଲୋକେ ଆଉ ଭୋକିଲା ରହିବେ ନାହିଁ। ଇଣ୍ଡିଆନ ଅଏଲ କର୍ପୋରେସନ୍ ସହଯୋଗରେ ଏହି ପ୍ରୋଜେକ୍ଟଟି ଆରମ୍ଭ ହୋଇଛି।

ସୂଚନା ଅନୂଯାୟା ଏହି ପାଇଲଟ୍‌ ପ୍ରୋଜେକ୍ଟଟି ଏକ ପ୍ରକାରର ଫିଡ୍ ସର୍ଭିସ୍‌। ଏହାର ସ୍ଲୋଗାନ ରହିଛି, ‘ଆପଣ ଆପଣଙ୍କ ଟାଙ୍କି ଭରନ୍ତୁ, ଆମେ ଆପଣଙ୍କ ପେଟ ଭରିବୁ’(u fill ur tank v fill ur tummy)। ସବୁ ସମୟରେ ସବୁ ଦିନେ ଏହି ସୁବିଧା ଉପଲବ୍ଧ। ଉଭୟ ଭେଜ୍ ଓ ନନ୍‌ଭେଜ୍ ବ୍ରେକ୍‌ଫାଷ୍ଟ୍, ସ୍ନାକ୍ସ ସହିତ ମିଲ୍ ଦିଆଯାଉଛି ଏଠାରେ।

ସର୍ଭିସ ସେଣ୍ଟରର ମାଲିକ ପ୍ରକାଶ ରାଓ କହିଛନ୍ତି, କାହା ପାଖରେ ସମୟ ଥାଉ କି ନଥାଉ ସମସ୍ତେ ନିଜ ଗାଡ଼ିରେ ତେଲ ଭରିବାକୁ ସର୍ଭିସ୍ ସେଣ୍ଟରରେ ନିଶ୍ଚିତ ଅଟକିଥାନ୍ତି। ଆମେ ସେହି ସମୟରେ ଗ୍ରାହକମାନଙ୍କ ପେଟ ଭରିବା ପାଇଁ କମ୍‌ରୁ କମ୍‌ ସମୟ ମଧ୍ୟରେ ସେମାନଙ୍କ ମନପସନ୍ଦର ଖାଦ୍ୟ ପ୍ୟାକ୍ କରି ଦେଇଥାଉ।
ଏହି ସର୍ଭିସ୍ ସେଣ୍ଟରରେ ବେଶ୍ ଭିଡ ଜମୁଛି। ତେଣୁ ପେଟ୍ରୋଲ୍ ପମ୍ପକୁ ମାଗଣାରେ ଖାଦ୍ୟ ଦେଇ କ୍ଷତି ସହିବାକୁ ପଡୁଛି। ହେଲେ ପ୍ରକାଶ ରାଓଙ୍କ ଅନୂଯାୟୀ ଏପରି କରିବା ଦ୍ୱାରା ପେଟ୍ରୋଲ ପମ୍ପରେ ଖାଇବା ସୁବିଧା ଅଧିକ ସୁଦୃଢ ହେବ।

ଏହି ପ୍ରୋଜେକ୍ଟଟି ଏକମାସ ଧରି ଏପରି ଜାରି ରହିବ। ହେଲେ ପରେ ଅତି କମ୍‌ ଦରରେ ଖାଦ୍ୟ ଯୋଗାଇ ଦିଆଯିବ। ଖବର ମିଳିଛି ଯେ ସହରର ୧୦୦ଟି ଇଣ୍ଡିଆନ ଅଏଲ୍ ପେଟ୍ରୋଲ ପମ୍ପରେ ଏହି ପ୍ରୋଜେକ୍ଚ ଆରମ୍ଭ କରାଯିବାର ଯୋଜନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story