ବିମାନ ବନ୍ଦରରୁ ଜନତା ମଇଦାନ: ମୋଦି କେଉଁଠି କେତେବେଳେ...

ଭୁବନେଶ୍ୱର: ଏପ୍ରିଲ୍ ୧୫ ଓ ୧୬ ଦୁଇ ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବିଜେପିର ଜାତୀୟ କାର୍ଯ୍ୟକାରିଣୀ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗ ଦେବେ। ସେ ଆସନ୍ତାକାଲି ଆସି ଭୁବନେଶ୍ୱରରେ ପହଞ୍ଚିବେ। ଏହା ପୂର୍ବରୁ ଆଜି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଓଡ଼ିଶା ଆସିବାକୁ ବ୍ୟଗ୍ର। ଠିକ୍ ସେହିଭଳି ଏଠାରେ ଅନେକ ମୋଦି ପ୍ରଶଂସକ ମଧ୍ୟ ତାଙ୍କର ଏକ ଝଲକ […]

modi

modi

Rakesh Mallick
  • Published: Friday, 14 April 2017
  • Updated: 14 April 2017, 03:14 PM IST

Sports

Latest News

ଭୁବନେଶ୍ୱର: ଏପ୍ରିଲ୍ ୧୫ ଓ ୧୬ ଦୁଇ ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବିଜେପିର ଜାତୀୟ କାର୍ଯ୍ୟକାରିଣୀ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗ ଦେବେ। ସେ ଆସନ୍ତାକାଲି ଆସି ଭୁବନେଶ୍ୱରରେ ପହଞ୍ଚିବେ। ଏହା ପୂର୍ବରୁ ଆଜି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଓଡ଼ିଶା ଆସିବାକୁ ବ୍ୟଗ୍ର। ଠିକ୍ ସେହିଭଳି ଏଠାରେ ଅନେକ ମୋଦି ପ୍ରଶଂସକ ମଧ୍ୟ ତାଙ୍କର ଏକ ଝଲକ ପାଇବାକୁ ନିଶ୍ଚତ ବ୍ୟଗ୍ର ଥିବେ। କିନ୍ତୁ ସମସ୍ତେ ଜନତା ମଇଦାନରେ ଆୟୋଜିତ ହୋଇଥିବା ବିଜେପି କାର୍ଯ୍ୟକାରିଣୀ ସଭାସ୍ଥଳକୁ ଯାଇପାରିବେ ନାହିଁ। ତେଣୁ ମୋଦି ରାସ୍ତାରେ ଗଲା ବେଳେ ତାଙ୍କୁ ଦେଖିପାରିବେ। ତେବେ କେଉଁ ରାସ୍ତାରେ ଛିଡ଼ା ହେଲେ ଆପଣ ପ୍ରଧାନମନ୍ତ୍ରୀଙ୍କୁ ଦେଖିପାରିବେ ସେଥିପାଇଁ ଜାଣି ନିଅନ୍ତୁ ତାଙ୍କର ଯିବାଆସିବାର ରୁଟ୍ ଓ ସମୟ ସଂପର୍କରେ।

କାଲି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିନ ୧.୩୦ରେ ନୂଆଦିଲ୍ଲୀରୁ ବାହାରିବେ। ଅପରାହ୍ନ ୩.୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ୩.୩୫ରୁ ୩.୪୫ ପର୍ଯ୍ୟନ୍ତ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ।

ବିମାନବନ୍ଦରରୁ ଯିବେ ରାଜଭବନ

ସମ୍ବର୍ଦ୍ଧନା ପରେ ୩.୫୦ରୁ ସେ ବିମାନବନ୍ଦରରୁ ଏଜି ଦେଇ ରାଜଭବନ ଯିବେ। ୩.୫୫ରେ ସେ ରାଜଭବନରେ ପହଞ୍ଚିବେ। ୩.୫୫ରୁ ୪ଟା ପର୍ଯ୍ୟନ୍ତ ରାଜଭବନ ଗେଟ୍ ନିକଟରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ତାଙ୍କୁ ସ୍ୱାଗତ କରାଯିବ। ୪ଟା ୩୫ ପର୍ଯ୍ୟନ୍ତ ସେ ରାଜଭବନରେ ରହିବେ।

ରାଜଭବନରୁ ଯିବେ ଜନତା ମଇଦାନ

୪.୪୦ରେ ପ୍ରଧାନମନ୍ତ୍ରୀ ରାଜଭବନରୁ ଜନତା ମଇଦାନ ଅଭିମୁଖେ ଯିବେ। ସେ ଜୟଦେବ ବିହାର ଦେଇ ସେଠାକୁ ଯିବେ। ୪.୪୫ରେ ସେ ଜୟଦେବ ବିହାରରେ ପହଞ୍ଚିବେ। ସେଠାରେ ସେ ୫ ମିନିଟ୍ ଅଟକିବେ। ଆଦିବାସୀ ଛୁଆମାନେ ତାଙ୍କୁ ସେଠାରେ ସ୍ୱାଗତ କରିବେ। ୪.୫୦ରେ ସେ ଜନତା ମଇଦାନ ଅଭିମୁଖେ ଯିବେ। ସେଠାରେ ୫ଟାରେ ପହଞ୍ଚିବେ।

ଜନତା ମଇଦାନରେ ରହିବେ ସାଢ଼େ ୩ ଘଣ୍ଟା

ପ୍ରଧାନମନ୍ତ୍ରୀ ଜନତା ମଇଦାରେ ଅପରାହ୍ନ ୫ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ରହିବେ ଓ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବେ।

ରାତି କାଟିବେ ରାଜଭବନରେ

୮ଟା୩୫ରେ ସେ ଜନତା ମଇଦାନରୁ ରାଜଭବନ ଆସିବେ ଏବଂ ସେଠାରେ ରାତ୍ରୀ ଯାପନ କରିବେ।

ଏପ୍ରିଲ ୧୬

ଲିଙ୍ଗରାଜ ମନ୍ଦିର ଯିବେ

ରହଣୀର ଶେଷ ଦିନ ସକାଳେ ମୋଦି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯିବେ। ସେ ୮.୫୦ରେ ରାଜଭବନରୁ ବାହାରିବେ ଓ ୯ଟାରେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିବେ।

ଫେରିବେ ଜନତା ମଇଦାନ

ସକାଳ ସାଢ଼େ ନଅରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜନତା ମଇଦାନରେ ସେ ଉପସ୍ଥିତ ରହି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବେ। ୪ଟା ୨୦ରେ ସେ ସୁରଟ ଅଭିମୁଖେ ଯାତ୍ରା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story