ମଝିରାତିରେ ନ୍ୟାୟ ମାଗୁଛି ଫାଶି ପାଇଥିବା ମହିଳାଙ୍କ ଆତ୍ମା: କହୁଛି- ଆଇ ନେଭର୍... ଆଇ ନେଭର୍...

ରାତି ଅଧରେ ନ୍ୟାୟ ମାଗୁଛି ଅତୃପ୍ତ ଆତ୍ମା କୋର୍ଟର ଏକ କୋଠରୀରେ ବନ୍ଦୀ ହୋଇ ଚିତ୍କାର କରି କହୁଛି- ଆଇ ନେଭର୍, ଆଇ ନେଭର୍। ଅର୍ଥାତ- ମୋର କିଛି ଭୁଲ ନାହିଁ, ମୋର କିଛି ଭୁଲ୍ ନାହିଁ। ପ୍ରେତାତ୍ମାର ଏ କରୁଣ ଚିତ୍କାର ରେକର୍ଡ ମଧ୍ୟ ହୋଇଛି। ଭୁତପ୍ରେତକୁ ନେଇ ଆମ ସମାଜରେ ଏକ ମିଶ୍ର ପ୍ରତିକ୍ରିୟା ରହିଛି। କିଏ ଏଥିରେ ବିଶ୍ୱସ କରେ ତ କିଏ କରେନି। କିନ୍ତୁ ଏହି ଘଟଣାଟି ସାରା ବିଶ୍ୱରେ ଚର୍ଚ୍ଚାର […]

GHOST

GHOST

Rakesh Mallick
  • Published: Thursday, 03 August 2017
  • Updated: 04 August 2017, 04:51 PM IST

Sports

Latest News

ରାତି ଅଧରେ ନ୍ୟାୟ ମାଗୁଛି ଅତୃପ୍ତ ଆତ୍ମା କୋର୍ଟର ଏକ କୋଠରୀରେ ବନ୍ଦୀ ହୋଇ ଚିତ୍କାର କରି କହୁଛି- ଆଇ ନେଭର୍, ଆଇ ନେଭର୍। ଅର୍ଥାତ- ମୋର କିଛି ଭୁଲ ନାହିଁ, ମୋର କିଛି ଭୁଲ୍ ନାହିଁ। ପ୍ରେତାତ୍ମାର ଏ କରୁଣ ଚିତ୍କାର ରେକର୍ଡ ମଧ୍ୟ ହୋଇଛି।

ଭୁତପ୍ରେତକୁ ନେଇ ଆମ ସମାଜରେ ଏକ ମିଶ୍ର ପ୍ରତିକ୍ରିୟା ରହିଛି। କିଏ ଏଥିରେ ବିଶ୍ୱସ କରେ ତ କିଏ କରେନି। କିନ୍ତୁ ଏହି ଘଟଣାଟି ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପୂରା କାହାଣୀଟି ଏହିପରି।

ghostଆମେରିକାର ମାଞ୍ଚେଷ୍ଟର ଅଲ୍ଟ୍ରିଞ୍ଚାମ୍ ସହରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ନ୍ୟାୟ ମାଗୁଥିବା ଏହି ପ୍ରେତାତ୍ମାଟି ହେଉଛି ଜଣେ ମହିଳାଙ୍କର। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଯେଉଁ ଘରେ ପ୍ରେତାତ୍ମାଟି ରହୁଛି ତାହା ଏକ କୋର୍ଟ ଥିଲା। ୯୦ ଦଶକରେ ଏହି କୋର୍ଟରେ ମହିଳା ଜଣଙ୍କୁ ଫାସି ନିର୍ଦ୍ଦେଶ ଦିଆ ଯାଇଥିଲା। ସେତେବେଳେ କାଳେ ମହିଳା ଜଣକ ନିଜକୁ ବାରମ୍ବାର ନିର୍ଦ୍ଦୋଶ ବୋଲି କହୁଥିଲେ। କିନ୍ତୁ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଫାସି ଦଣ୍ଡ ଦେଇଥିଲେ।

କୁହାଯାଏ, ସେବେଠାରୁ ମହିଳାଙ୍କ ପ୍ରେତାତ୍ମା ଏହି କୋଠରୀରେ ରହୁଛି। ଭୁତପ୍ରେତ ଉପରେ ଗବେଷଣା କରୁଥିବା ଜଣେ ବ୍ୟକ୍ତି ପ୍ରସ୍ତୁତ କରିଥିବା ଭିଡ଼ିଓରୁ ଜଣା ପଡୁଛି, ଘରଟି ସଂପୂର୍ଣ୍ଣ ପରିତ୍ୟକ୍ତ ହୋଇ ରହିଛି। ଘରଟି ପରିତ୍ୟକ୍ତ ହେବାପରେ ମହିଳାଙ୍କ ପ୍ରେତାତ୍ମା ସେଠାରେ ରହୁଛି ନା ମହିଳାଙ୍କ ପ୍ରେତାତ୍ମା ରହୁଥିବା ଜଣାପଡ଼ିବା ପରେ ଲୋକେ ଆଉ ସେଠି ରହୁନାହାଁନ୍ତି ତାହା ଜଣାପଡ଼ିନାହିଁ।

କିନ୍ତୁ ପ୍ରାୟ ରାତି ଅଧରେ ମହିଳାଙ୍କ ପ୍ରେତାତ୍ମା କୋର୍ଟର ଏକ କୋଠରୀ ଭିତରୁ ବାରମ୍ବାର ନିଜକୁ ନିର୍ଦ୍ଦୋଶ ନିର୍ଦ୍ଦେଶ ବୋଲି ପାଟି କରୁଛି। ସିନ୍ ରୋନାଲ୍ଡସ୍ ନାମକ ଆମେରିକାର ଜଣେ ଭୂତ ଗବେଷକଙ୍କ କ୍ୟାମେରାରେ ପ୍ରେତାତ୍ମାର ଦେହ ଓ ଏହାର ସ୍ୱର ରେକର୍ଡ ହୋଇଛି।

ତେବେ ଭୁତପ୍ରେତରେ ବିଶ୍ୱାସ କରୁ ନଥିବା ହେତୁବାଦୀମାନେ ଏହାକୁ ମିଛ ବୋଲି କହିଛନ୍ତି। ସେମାନଙ୍କ କହିବା କଥା, ବାସ୍ତବ ଦୁନିଆରେ ଭୁତପ୍ରେତଙ୍କ ଅବସ୍ଥିତି କେବଳ ଏକ କୁହେଳିକା। ତେଣୁ ସେମାନଙ୍କ ଭିଡିଓ ଏବଂ ଅଡିଓ ରେକର୍ଡ ହେବା ଅସମ୍ଭବ। ଆମେରିକୀୟ ଭୁତ ଗବେଷକ ଜଣକ ମିଛ କହୁଛନ୍ତି। ତେବେ ସେ ଯାହା ବି ହେଉ, ଏହି ଖବରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଛି ଏବଂ ୟା ଭିତରେ ସଂପୃକ୍ତ ଭୁତ ଗବେଷକ ମଧ୍ୟ ପ୍ରସିଦ୍ଧ ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story