‘ପଙ୍ଗୁ ଲଙ୍ଘୟତେ ଗିରି’କୁ ଯଥାର୍ଥ କଲେ ଭାବନା

ନୂଆଦିଲ୍ଲୀ: ଇଚ୍ଛାଶକ୍ତି ଆଗରେ ସବୁ ଅସାଧ୍ୟ ସାଧ୍ୟ ହୋଇଥାଏ। ଏଥିପାଇଁ ଏକ ଲୋକ କଥା ରହିଛି ‘ପଙ୍ଗୁ ଲଙ୍ଘୟତେ ଗିରି’। ଯାହାକୁ ସାର୍ଥକ କରିଛନ୍ତି ଛତିଶଗଡ଼ ଫରସ ଗାଁର କୁନି ଝିଅ ଭାବନା ସାହୁ। ଭିନ୍ନକ୍ଷମ ହୋଇ ମଧ୍ୟ ନିଜ ଶାରୀରିକ ଦୁର୍ବଳତାକୁ ପଛରେ ପକାଇ ପାଠ ପଢୁଛନ୍ତି। ବଡ଼ କଥା ହେଲେ ଦୁଇ ହାତ କାମ କରୁ ନ ଥିବାରୁ ସେ ତାଙ୍କ ଦୁଇ ଗୋଡକୁ ହାତ କରି ଦେଇଛନ୍ତି। ଭାବନା ଜନ୍ମରୁ ଭିନ୍ନକ୍ଷମ। ଅର୍ଥିକ […]

disabled-girl

disabled-girl

Rakesh Mallick
  • Published: Thursday, 11 May 2017
  • Updated: 11 May 2017, 11:52 AM IST

Sports

Latest News

ନୂଆଦିଲ୍ଲୀ: ଇଚ୍ଛାଶକ୍ତି ଆଗରେ ସବୁ ଅସାଧ୍ୟ ସାଧ୍ୟ ହୋଇଥାଏ। ଏଥିପାଇଁ ଏକ ଲୋକ କଥା ରହିଛି ‘ପଙ୍ଗୁ ଲଙ୍ଘୟତେ ଗିରି’। ଯାହାକୁ ସାର୍ଥକ କରିଛନ୍ତି ଛତିଶଗଡ଼ ଫରସ ଗାଁର କୁନି ଝିଅ ଭାବନା ସାହୁ। ଭିନ୍ନକ୍ଷମ ହୋଇ ମଧ୍ୟ ନିଜ ଶାରୀରିକ ଦୁର୍ବଳତାକୁ ପଛରେ ପକାଇ ପାଠ ପଢୁଛନ୍ତି। ବଡ଼ କଥା ହେଲେ ଦୁଇ ହାତ କାମ କରୁ ନ ଥିବାରୁ ସେ ତାଙ୍କ ଦୁଇ ଗୋଡକୁ ହାତ କରି ଦେଇଛନ୍ତି।

ଭାବନା ଜନ୍ମରୁ ଭିନ୍ନକ୍ଷମ। ଅର୍ଥିକ ଦୁର୍ବଳ ବାପାମାଆ ତାଙ୍କର ଚିକିତ୍ସା କରାଇ ପାରି ନ ଥିଲେ। ଦୁଇ ହାତ କାମ କରୁ ନ ଥିବାରୁ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ ଭାବନା। ହେଲେ ସେ ହାର ମାନି ନ ଥିଲେ। ଅନ୍ୟ ଉପରେ ନିର୍ଭର କରିବା ଅପେକ୍ଷା ନିଜ କାମ ନିଜେ କରିବାକୁ ପଣ କରିଥିଲେ। ଏହି ଦୃଢ ଆତ୍ମ ବିଶ୍ୱାସ ଓ ଧର୍ଯ୍ୟ ବଳରେ ଆଜି ସେ ଅସାଧ୍ୟ କାମକୁ ସାଧ୍ୟ କରି ଦେଖାଇଛନ୍ତି। ଏବେ ସେ ଷଷ୍ଠ ଶ୍ରେଣୀର ଛାତ୍ରୀ। ନିୟମିତ ସ୍କୁଲ ଯାଉଛନ୍ତି। ଆଉ ନିଜର ସବୁ କାମ ଯାହା ହାତ କରିବା କଥା ତାକୁ ସେ ନିଜ ଗୋଡ଼ରେ କରୁଛନ୍ତି।

ସୌଜନ୍ୟ-ଆଜ୍‌ତକ୍‌

ଫଟୋ-ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos