ୱାଇଫ।ଇ ଦୁନିଆ ଛାଡ଼ି ନୋ ନେଟୱର୍କ ଜୋନ୍: ସରକାରଙ୍କ ଇଂଜିନିୟର ଏବେ କୋଟିପତି କୃଷକ, କ୍ଳିକ୍ କରନ୍ତୁ ପ୍ରତିଷ୍ଠାର କାହାଣୀ ପଢନ୍ତୁ

ଜୟପୁର: ସମୟ ବଦଳିଛି। ଆଉ ଆଧୁନିକ ସମାଜର ତାଳେ ତାଳେ ଚାଲୁଛନ୍ତି ଆଜିର ଯୁବୀପୀଢ଼ି। କୃଷି ଠାରୁ ଏକରକମ ମୁହଁ ବୁଲାଇ ସାରିଛନ୍ତି ଶିକ୍ଷିତ ଯୁବସମାଜ। କିନ୍ତୁ ହରିଶ ଧନଦେବ ଏ କ୍ଷେତ୍ରରେ ବ୍ୟତିକ୍ରମ। ସରକାରୀ ଚାକିରୀ ପାଖରୁ ମୁହଁ ବୁଲାଇ ଫେରି ଆସିଛନ୍ତି ଗାଁକୁ।  କୃଷିକୁ ନିଜର ରୋଜଗାରର ମାଧ୍ୟମ କରିଛନ୍ତି। ରାଜସ୍ଥାନ ଜୈସଲମରର ହରିଶ ଧନଦେବ। ଜଣେ ସଫଳ ଚାଷୀ ଭାବେ ପୂରା ରାଜସ୍ଥାନରେ ପରିଚିତ। ଚାଷ ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ। […]

aloveraa_1

aloveraa_1

Rakesh Mallick
  • Published: Friday, 19 May 2017
  • Updated: 19 May 2017, 07:54 PM IST

Sports

Latest News

ଜୟପୁର: ସମୟ ବଦଳିଛି। ଆଉ ଆଧୁନିକ ସମାଜର ତାଳେ ତାଳେ ଚାଲୁଛନ୍ତି ଆଜିର ଯୁବୀପୀଢ଼ି। କୃଷି ଠାରୁ ଏକରକମ ମୁହଁ ବୁଲାଇ ସାରିଛନ୍ତି ଶିକ୍ଷିତ ଯୁବସମାଜ। କିନ୍ତୁ ହରିଶ ଧନଦେବ ଏ କ୍ଷେତ୍ରରେ ବ୍ୟତିକ୍ରମ। ସରକାରୀ ଚାକିରୀ ପାଖରୁ ମୁହଁ ବୁଲାଇ ଫେରି ଆସିଛନ୍ତି ଗାଁକୁ।  କୃଷିକୁ ନିଜର ରୋଜଗାରର ମାଧ୍ୟମ କରିଛନ୍ତି।

ରାଜସ୍ଥାନ ଜୈସଲମରର ହରିଶ ଧନଦେବ। ଜଣେ ସଫଳ ଚାଷୀ ଭାବେ ପୂରା ରାଜସ୍ଥାନରେ ପରିଚିତ। ଚାଷ ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ। ସମାଜରେ ତାଙ୍କୁ କରିଛି ପ୍ରତିଷ୍ଠିତ। ଚାଷ କରି କୋଟି କୋଟି ଟଙ୍କ।ର ମାଲିକ ହୋଇପାରିଛନ୍ତି ହରିଶ। ଏଭଳି ଏକ ଭିନ୍ନ କାହାଣୀର ଅୟମାରମ୍ଭ ହୋଇଥିଲା ଏକ ସରକାରୀ ଅଫିସରୁ। ଗାଁ ମାଟିର ବାସ୍ନା ତାଙ୍କୁ ଟାଣି ଆଣିଥିଲା ଚାଷ କ୍ଷେତକୁ।

aloevera 2ହରିଶ ୨୦୧୨ରେ ଜୟପୁରରୁ ଇଞ୍ଜିନିୟରିଙ୍ଗ୍ ପଢା ଶେଷ କରିଥିଲେ। ପରେ ଏମ୍‌ବିଏ ପଢିବା ପାଇଁ ଚାଲି ଆସିଥିଲେ ଦିଲ୍ଲୀ। ଏମ୍‌ବିଏ ପଢା ଶେଷ ହେବା ପୂର୍ବରୁ ସରକାରୀ ଚାକିରୀ ପାଇଥିଲେ ହରିଶ। ଦୁଇ ମାସ ପରେ ଇଚ୍ଛା ମରି ଯାଇଥିଲା ସରକାରୀ ଚାକିରୀ ଉପରୁ। ଚାକିରୀ ଛାଡି ନିଜେ କିଛି କରିବାକୁ ସଂକଳ୍ପ ନେଇଥିଲେ ହରିଶ। ବାସ୍ ଏଇଠୁ ଆରମ୍ଭ ହୋଇଥିଲା ହରିଶଙ୍କ ଜୟଯାତ୍ରା।

କିଛି ନୂଆ କରିବାର ଇଚ୍ଛା ହରିଶଙ୍କୁ ଟାଣି ଆଣିଥିଲା ଚାଷ ଜମିକୁ। ପ୍ରଥମେ ୧୦ ଏକର ଜମିରେ ଏଲୋଭେରା ବା ଘିକୁଆଁରୀ ଗଛ ଲଗାଇ ଆରମ୍ଭ କରିଥିଲେ ଚାଷୀ ଜୀବନ। ତେବେ ପ୍ରଥମେ ପ୍ରଥମେ ନିଜକୁ ସଫଳ ଚାଷୀ ରୂପେ ପ୍ରତିଷ୍ଠିତ କରିବା ପାଇଁ ବେଶ୍ କସରତ୍ କରିଥିଲେ। କିଛି ଲୋକ ମଧ୍ୟ ଏଥିରୁ ବାରଣ କରିଥିଲେ ତାଙ୍କୁ। ତେବେ ଦୃଢ ଇଚ୍ଛା ଶକ୍ତି ଯୋଗୁଁ ସଫଳତାର ଗୋଟିଏ ପରେ ଗୋଟିଏ ସିଢି ଚଢି ଚାଲିଥିଲେ ହରିଶ।

ହରିଶଙ୍କ ଚାଷ କ୍ଷେତରେ ବଢି ଚାଲିଥିଲା ଏଲୋଭେରା ଉତ୍ପାଦନ। ହେଲେ ଏହି ଏଲୋଭେରା ବିକ୍ରି ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ ହରିଶ। ଏହି ସମୟରେ ହରିଶଙ୍କ ଲାଇଫରେ ଆସିଥିଲା ଟଣ୍ଣିଂ ପଏଣ୍ଟ। ପତଞ୍ଜଳି ଅନୁଷ୍ଠାନ ଏଲୋଭେରା କିଣିବାକୁ ଚୁକ୍ତି କରିବା ପରେ ହରିଶଙ୍କ ଜୀବନରେ ଆସିଥିଲା ବିରାଟ ପରିବର୍ତ୍ତନ। ବାସ ତା ପରେ ଆଉ ପଛକୁ ଫେରି ନ ଥିଲେ ହରିଶ। ଏବେ ପାଖାପାଖି ୭୦୦ ଏକର ଜମିରେ ଏଲୋଭେରା ଚାଷ କରୁଛନ୍ତି ହରିଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story