ଈଶ୍ୱରଙ୍କ ପାଖରେ ପହଞ୍ଚିବାକୁ ଚାହାଁନ୍ତି, ହରିଦ୍ୱାର ଯାଆନ୍ତୁ

ଉତ୍ତରାଖଣ୍ଡର ପାହାଡ଼ି ଅଞ୍ଚଳରେ ରହିଛି ହିନ୍ଦୁ ଧର୍ମର ପ୍ରମୁଖ ତୀର୍ଥସ୍ଥଳ ହରିଦ୍ୱାର। ‘ସପ୍ତ ପୁରୀ’ ମଧ୍ୟରେ ହରିଦ୍ୱାର ଅନ୍ୟତମ। ମାୟାପୁରୀ, କପିଲା, ମୋକ୍ଷଦ୍ୱାରା ଏବଂ ଗଙ୍ଗାଦ୍ୱାର ନାମରେ ମଧ୍ୟ ହରିଦ୍ୱାରକୁ ଜଣାଯାଏ। ହରିଦ୍ୱାରକୁ ମାତା ସୀତାଙ୍କ ଘର ବୋଲି କୁହାଯାଇଥାଏ। ଏହି ତୀର୍ଥକ୍ଷେତ୍ର ଅନ୍ୟ ଏକ ବିଶେଷ କାରଣ ପାଇଁ ମଧ୍ୟ ଜଣାଯାଏ। ଭଗବାନଙ୍କ ପାଖକୁ ଯିବାକୁ ଦ୍ୱାର: ପୁରୀ ସ୍ୱର୍ଗଦ୍ୱାରରୁ ସ୍ୱର୍ଗକୁ ରାସ୍ତା ରହିଥିବା ଆମ ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି। ସେହିପରି ହରିଦ୍ୱାରରୁ ମଧ୍ୟ ସ୍ୱର୍ଗକୁ […]

hari

hari

Rakesh Mallick
  • Published: Wednesday, 21 June 2017
  • Updated: 21 June 2017, 10:41 AM IST

Sports

Latest News

ଉତ୍ତରାଖଣ୍ଡର ପାହାଡ଼ି ଅଞ୍ଚଳରେ ରହିଛି ହିନ୍ଦୁ ଧର୍ମର ପ୍ରମୁଖ ତୀର୍ଥସ୍ଥଳ ହରିଦ୍ୱାର। ‘ସପ୍ତ ପୁରୀ’ ମଧ୍ୟରେ ହରିଦ୍ୱାର ଅନ୍ୟତମ। ମାୟାପୁରୀ, କପିଲା, ମୋକ୍ଷଦ୍ୱାରା ଏବଂ ଗଙ୍ଗାଦ୍ୱାର ନାମରେ ମଧ୍ୟ ହରିଦ୍ୱାରକୁ ଜଣାଯାଏ। ହରିଦ୍ୱାରକୁ ମାତା ସୀତାଙ୍କ ଘର ବୋଲି କୁହାଯାଇଥାଏ। ଏହି ତୀର୍ଥକ୍ଷେତ୍ର ଅନ୍ୟ ଏକ ବିଶେଷ କାରଣ ପାଇଁ ମଧ୍ୟ ଜଣାଯାଏ।

ଭଗବାନଙ୍କ ପାଖକୁ ଯିବାକୁ ଦ୍ୱାର: ପୁରୀ ସ୍ୱର୍ଗଦ୍ୱାରରୁ ସ୍ୱର୍ଗକୁ ରାସ୍ତା ରହିଥିବା ଆମ ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି। ସେହିପରି ହରିଦ୍ୱାରରୁ ମଧ୍ୟ ସ୍ୱର୍ଗକୁ ବାଟ ଅଛି। ବିଶ୍ୱାସ ରହିଛି ଭଗବାନଙ୍କ ପାଖରେ ପହଞ୍ଚିବାକୁ ଏଠାରୁ ରାସ୍ତା ରହିଛି। ଏହା ମାତା ସୀତାଙ୍କ ଘର ହୋଇଥିବାରୁ ଏପରି ବିଶ୍ୱାସ ରହିଛି।

ଖାସ୍‌ କ’ଣ: ହରିଦ୍ୱାରର ଅନ୍ୟ ଏକ ବିଶେଷତ୍ୱ ହେଲା ମାତା ଗଙ୍ଗା ପାହାଡରୁ ବାହାରି ଏହିଠାରେ ଭୂମିସ୍ପର୍ଶ କରିଛନ୍ତି। ଏଠାରେ ଥିବା ଅଧିକାଂଶ ଧର୍ମସ୍ଥଳ ଗଙ୍ଗା ନଦୀ କୂଳରେ ରହିଛି। ହରିଦ୍ୱାରରେ ଯେଉଁଠିକୁ ଯିବେ ଶୁଣିବାକୁ ପାଇବେ ଭଜନକୀର୍ତ୍ତନ ଓ ଘଣ୍ଟର ଧ୍ୱନୀ। ହିନ୍ଦୁ ଧର୍ମର ବଡ଼ ମୋକ୍ଷ କ୍ଷେତ୍ର ଋଷିକେଶ, କେଦାରନାଥ ଏବଂ ବଦ୍ରିନାଥ ଏହାର ଆଖପାଖରେ ରହିଛି। ଏସବୁ କ୍ଷେତ୍ରକୁ ଯିବାକୁ ହରିଦ୍ୱାରରୁ ହିଁ ରାସ୍ତା ରହିଛି। ଏଠାରେ ଗଙ୍ଗା ନଦୀ କୂଳରେ ପ୍ରତିଦିନ ମହାଆଳତୀ ହୋଇଥାଏ। ଏହାସହ ୧୨ ବର୍ଷରେ ଥରେ ପଡ଼ୁଥିବା ମହାକୁମ୍ଭ ମେଳା ସବୁ ହିନ୍ଦୁଙ୍କ ପାଇଁ ବିଶେଷ ମହତ୍ୱ ରଖିଥାଏ। ଏହି ସମୟରେ ଗଙ୍ଗାରେ ସ୍ନାନ କଲେ ମୋକ୍ଷ ପ୍ରାପ୍ତି ହେବା ସହ ସ୍ୱର୍ଗରେ ସ୍ଥାନ ମିଳିଥାଏ ବୋଲି ବିଶ୍ୱାସ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story