ଆପଣଙ୍କ ଫୋନରେ ନେଟ୍‌ ସ୍ଲୋ ଚାଲୁଛି କି? ହାଇସ୍ପିଡ୍‌ ପାଇଁ ଡାଉନଲୋଡ୍‌ କରନ୍ତୁ ଏହି ଆପ୍‌ଗୁଡିକୁ

ଯଦି ଆପଣ ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଛନ୍ତି ତେବେ ଅନେକ ସମୟରେ ଆପଣ ବିଭିନ୍ନ ସମସ୍ୟାର ସାମ୍ନା କରୁଥିବେ। ବେଳେବେଳେ ଫୋନ୍‌ର ସ୍ପିଡ୍‌କୁ ନେଇ ଆପଣ ବିରକ୍ତି ପ୍ରକାଶ ବି କରୁଥିବେ। ଅନେକ ସମୟରେ 4G ଇଣ୍ଟରନେଟ୍‌ କନେକ୍ସନ 2G ପରି ସ୍ଲୋ ରହିଥାଏ। ଏପରି ସ୍ଥିତିରେ ଆମେ ସର୍ଭିସ୍ ପ୍ରୋଭାଇଡର୍‌ କମ୍ପାନୀକୁ ଦାୟୀ କରିଥାଉ। ଆପଣ ଜାଣନ୍ତି କି ଏପରି କିଛି ଆପ୍ ଅଛି ଯାହା ଆପଣଙ୍କ ସ୍ମାର୍ଟ ଫୋନ୍‌ର ଇଣ୍ଟରନେଟ ସ୍ପିଡ୍‌କୁ ବଢାଇଥାଏ। ଏହି […]

Mobile-Internet-users-accessed-FacebookYahoo-Google

Rakesh Mallick
  • Published: Tuesday, 20 June 2017
  • Updated: 20 June 2017, 08:59 PM IST

Sports

Latest News

ଯଦି ଆପଣ ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଛନ୍ତି ତେବେ ଅନେକ ସମୟରେ ଆପଣ ବିଭିନ୍ନ ସମସ୍ୟାର ସାମ୍ନା କରୁଥିବେ। ବେଳେବେଳେ ଫୋନ୍‌ର ସ୍ପିଡ୍‌କୁ ନେଇ ଆପଣ ବିରକ୍ତି ପ୍ରକାଶ ବି କରୁଥିବେ। ଅନେକ ସମୟରେ 4G ଇଣ୍ଟରନେଟ୍‌ କନେକ୍ସନ 2G ପରି ସ୍ଲୋ ରହିଥାଏ। ଏପରି ସ୍ଥିତିରେ ଆମେ ସର୍ଭିସ୍ ପ୍ରୋଭାଇଡର୍‌ କମ୍ପାନୀକୁ ଦାୟୀ କରିଥାଉ।

ଆପଣ ଜାଣନ୍ତି କି ଏପରି କିଛି ଆପ୍ ଅଛି ଯାହା ଆପଣଙ୍କ ସ୍ମାର୍ଟ ଫୋନ୍‌ର ଇଣ୍ଟରନେଟ ସ୍ପିଡ୍‌କୁ ବଢାଇଥାଏ।

ଏହି ଆପ୍‌ ଗୁଡିକ ଆପଣଙ୍କୁ ଗୁଗୁଲ୍‌ ପ୍ଲେ ଷ୍ଟୋରରେ ସହଜରେ ମିଳିଯିବ। ଏହି ଆପ୍‌ ଆପଣଙ୍କ ଫୋନରେ ଥିବା ଅନ୍ୟ ଆପଗୁଡିକୁ ଅପ୍ଟିମାଇଜ କରିଥାଏ। ଏବଂ ଫୋନର ବ୍ୟାକଗ୍ରାଉଣ୍ଡରେ ଚାଲିଥିବା ଆପ୍‌ ଗୁଡିକୁ  କ୍ଲୋଜ କରିଦେଇଥାଏ। ଯାହାଦ୍ୱାରା ଡାଟା ଲୋଡ କମ୍‌ ହୋଇଯାଏ। ଏବଂ ଆପଣଙ୍କ ଫୋନର ଇଣ୍ଟରନେଟ୍‌ ସ୍ପିଡ୍ ବଢିଯାଏ। ଏହି ଆପ୍‌ ଗୁଡିକ ଆପଣଙ୍କ ଫୋନର କ୍ୟାସ ମେମୋରିକୁ ମଧ୍ୟ କ୍ଲିୟର କରିବାରେ ସହାୟତା କରିଥାଏ। ଏହାସହ ଆପଣଙ୍କ ଫୋନରେ କନେକ୍ଟ ଥିବା ୱାଇଫାଇ ଏବଂ ମୋବାଇଲ ଇଣ୍ଟରନେଟ୍‌ ସ୍ପିଡ୍‌ ବଢାଇଥାଏ।

 ଆସନ୍ତୁ ଜାଣିବା ଏହି ଆପଗୁଡିକୁ

.ଇଣ୍ଟରନେଟ୍‌ ବୁଷ୍ଟର୍‌ ଆଣ୍ଡ ଅପଟିମାଇଜର୍‌

.ଫାଷ୍ଟର ଇଣ୍ଟରନେଟ୍‌ ଟୁଏକ୍ସ

.ଫ୍ରି ଇଣ୍ଟରନେଟ୍‌ ସ୍ପିଡ୍ ବୁଷ୍ଟର୍‌

.ଇଣ୍ଟରନେଟ୍‌ ସ୍ପିଡ ମିଟର ଲାଇଟ୍

.ଇଣ୍ଟରନେଟ୍‌ ସ୍ପିଡ୍ ବୁଷ୍ଟର୍‌

.ନେଟୱର୍କ ସିଗ୍ନାଲ ସ୍ପିଡ୍ ବୁଷ୍ଟର୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story