ଡାକ୍ତର ସାଜିବ ଚୁଡ଼ି: ପ୍ରସୂତିଙ୍କୁ ଦେବ ଗର୍ଭ ସଂପର୍କିତ ପରାମର୍ଶ

ଏବେ ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର। ଗର୍ଭଧାରଣ ସମୟରେ କଣ କରିବେ ଆଉ କଣ ନ କରିବେ ସେ ସବୁ ଟିକିନିଖି ପରାମର୍ଶ ପାଇଁ ସେମାନଙ୍କୁ ଆଉ ଡାକ୍ତରଖାନା ଯିବାକୁ ପଡିବ ନାହିଁ। କାରଣ ସେମାନଙ୍କ ଯତ୍ନ ନେବ ସେମାନଙ୍କର ହାତ ପିନ୍ଧା ଚୁଡ଼ି। ଗର୍ଭାବସ୍ଥାରେ ଜଣେ ମହିଳା ପାଇଁ ସ୍ୱାସ୍ଥ୍ୟର ଯତ୍ନ ନେବା ଚିନ୍ତାର କାରଣ ହୋଇଥାଏ। ସେ କିପରି ବସିବ, କିପରି ଶୋଇବ, କଣ ଖାଇବ ଏବଂ କେବେ ଡାକ୍ତରଙ୍କ ପରାମର୍ଶ ନେବ, […]

BANGLE

BANGLE

Rakesh Mallick
  • Published: Thursday, 18 May 2017
  • Updated: 18 May 2017, 09:09 PM IST

Sports

Latest News

ଏବେ ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର। ଗର୍ଭଧାରଣ ସମୟରେ କଣ କରିବେ ଆଉ କଣ ନ କରିବେ ସେ ସବୁ ଟିକିନିଖି ପରାମର୍ଶ ପାଇଁ ସେମାନଙ୍କୁ ଆଉ ଡାକ୍ତରଖାନା ଯିବାକୁ ପଡିବ ନାହିଁ। କାରଣ ସେମାନଙ୍କ ଯତ୍ନ ନେବ ସେମାନଙ୍କର ହାତ ପିନ୍ଧା ଚୁଡ଼ି।

ଗର୍ଭାବସ୍ଥାରେ ଜଣେ ମହିଳା ପାଇଁ ସ୍ୱାସ୍ଥ୍ୟର ଯତ୍ନ ନେବା ଚିନ୍ତାର କାରଣ ହୋଇଥାଏ। ସେ କିପରି ବସିବ, କିପରି ଶୋଇବ, କଣ ଖାଇବ ଏବଂ କେବେ ଡାକ୍ତରଙ୍କ ପରାମର୍ଶ ନେବ, ଏସବୁ ପାଇଁ ସେ ସବୁବେଳେ ଚିନ୍ତିତ ଥାଏ। ଏଥର କିନ୍ତୁ ଆଉ ଚିନ୍ତା କରିବାକୁ ପଡିବ ନାହିଁ।  କାରଣ ଏହି ସବୁ  ସମସ୍ୟକୁ ଆଖି ଆଗରେ ରଖି ଇଣ୍ଟେଲ କୋର କମ୍ପାନୀ ଏଭଳି ଏକ ଚୁଡ଼ି ଉଦ୍ଭାବନ କରିଛି, ଯାହା ପ୍ରସୂତୀଙ୍କୁ ନିଜ ଯତ୍ନ ନେବାରେ ଗାଇଡ୍ କରିବ।

ହସପିଟାଲ ଠାରୁ ଦୂରରେ ଗାଁ ଗହଳିରେ ରହୁଥିବା ମହିଳାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଚୁଡ଼ି ପ୍ରସ୍ତୁତ କରାଯାଇଛି। କାରଣ ସହରରେ ରହୁଥିବା ମହିଳାମାନଙ୍କ ଚଳଣି ଅଲଗା ହୋଇଥିବା ବେଳେ ଗାଁରେ ରହୁଥିବା ମହିଳାଙ୍କ ଚଳଣି ସମ୍ପୁର୍ଣ୍ଣ ଭିନ୍ନ। ଗାଁର ମହିଳାମାନେ ରୋଷେଇ ପାଇଁ କାଠକୁ ଜାଳେଣି ଭାବେ ବ୍ୟବହାର କରିବା ସହିତ ମାଟି ଗୋବରରେ କାମ କରିଥାଆନ୍ତି। ତେଣୁ ଏସବୁ ଧ୍ୟାନରେ ରଖି ଏହି ଚୁଡ଼ି ପ୍ରସ୍ତୁତ କରାଯାଇଛି।

ଏହା ପିନ୍ଧିବା ପାଇଁ ସମ୍ପୁର୍ଣ୍ଣ ଉପଯୋଗୀ ହୋଇଥିବା ବେଳେ ନିତିଦିନିଆ କାମ ବେଳେ ଯେପରି ଚୁଡ଼ିଟି ଭାଙ୍ଗି ନ ଯାଏ ସେଥିପାଇଁ ଏହାକୁ ହାଲୁକା ଏବଂ ପ୍ଲାଷ୍ଟିକରେ ନିର୍ମାଣ କରାଯାଇଛି। ମୋବାଇଲ ଭଳି ଏହାକୁ ଚାର୍ଜ କରିବାକୁ ପଡିବ ନାହିଁ। କୌଣସି କାର୍ଯ୍ୟ କରୁଥିବା ସମୟରେ ଅସାବଧାନତା ଯୋଗୁଁ କୌଣସି ବିପଦ ସୃଷ୍ଟି ହେଲେ, ଏହା ଆପଣଙ୍କୁ ଆଲାର୍ମ ଦେଇ ସୂଚନା ଦେବା ସହିତ ଭଏସ ମେସେଜ ସାହାଯ୍ୟରେ ଆପଣଙ୍କୁ ସବୁ ପ୍ରକାର ପରାମର୍ଶ ଦେବ।

ଏହା ପ୍ରଥମେ ବାଂଲାଦେଶ ଏବଂ ଭାରତ ପାଇଁ ଯୋଗାଇ ଦିଆଯିବ ବୋଲି କମ୍ପାନୀର ସିଇଓ କହିଛନ୍ତି। ଏହାର ମୂଲ୍ୟ ୧୨ ରୁ ୧୫ ଡଲାର ରଖାଯାଇଥିବା ବେଳେ ଭାରତୀୟ ବଜାର ଦାମ୍ ରହିବ ୭୩୦ ରୁ ୧୨୦୦ ଟଙ୍କା।

courtesy-scoopwhoop

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story