ମାନେକା ଗାନ୍ଧିଙ୍କ ପ୍ରେମ କାହାଣୀ: ଜାଣିଛନ୍ତି, ପ୍ରଥମେ କେବେ ଓ କେମିତି ଦେଖା ହୋଇଥିଲେ ସଞ୍ଜୟ

କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି ଭାରତୀୟ ରାଜନୀତିରେ ବେଶ୍ ପରିଚିତ । ଗାନ୍ଧି ପରିବାରର ହୋଇ ମଧ୍ୟ କଂଗ୍ରେସ ବଦଳରେ ବିଜେପିରେ ରହି ଲୋକଙ୍କ ସେବା କରୁଛନ୍ତି। ପୁଅ ବରୁଣ ମଧ୍ୟ ବିଜେପିରେ ଜଣେ ସକ୍ରିୟ ସଦସ୍ୟ। ତେବେ ମାନେକା ଓ ତାଙ୍କ ପତି ସଞ୍ଜୟଙ୍କ ପ୍ରେମ ବିବାହ ସମ୍ପର୍କରେ ଜାଣିଛନ୍ତି କି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଯୋଡିଙ୍କ ପ୍ରେମ ଓ ବିବାହ କୌଣସି ଫିଲ୍ମ କାହାଣୀଠାରୁ ବି କମ୍ ନଥିଲା। ଆସନ୍ତୁ ଜାଣିବା ସଞ୍ଜୟ […]

menka-sanjaya

menka-sanjaya

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 03:03 PM IST

Sports

Latest News

କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି ଭାରତୀୟ ରାଜନୀତିରେ ବେଶ୍ ପରିଚିତ । ଗାନ୍ଧି ପରିବାରର ହୋଇ ମଧ୍ୟ କଂଗ୍ରେସ ବଦଳରେ ବିଜେପିରେ ରହି ଲୋକଙ୍କ ସେବା କରୁଛନ୍ତି। ପୁଅ ବରୁଣ ମଧ୍ୟ ବିଜେପିରେ ଜଣେ ସକ୍ରିୟ ସଦସ୍ୟ। ତେବେ ମାନେକା ଓ ତାଙ୍କ ପତି ସଞ୍ଜୟଙ୍କ ପ୍ରେମ ବିବାହ ସମ୍ପର୍କରେ ଜାଣିଛନ୍ତି କି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଯୋଡିଙ୍କ ପ୍ରେମ ଓ ବିବାହ କୌଣସି ଫିଲ୍ମ କାହାଣୀଠାରୁ ବି କମ୍ ନଥିଲା। ଆସନ୍ତୁ ଜାଣିବା ସଞ୍ଜୟ ଓ ମାନେକାଙ୍କ ପ୍ରେମ ଓ ବିବାହ ସମ୍ପର୍କରେ।

ମାତ୍ର ୧୭ ବର୍ଷ ବୟସରେ ମାନେକା ମଡେଲିଂ ଆରମ୍ଭ କରିଥିଲେ। ଏକ ବିଜ୍ଞାପନ ପାଇଁ ସେ ସୁଟିଂ କରିଥିଲେ। ସେ ବିଜ୍ଞାପନ ଦେଖିବା ପରେ ସଞ୍ଜୟ, ମାନେକାଙ୍କ ଉପରେ ଫିଦା ହୋଇ ଯାଇଥିଲେ ଓ ତାଙ୍କ ପ୍ରେମରେ ପଡି ଯାଇଥିଲେ। ଉଭୟଙ୍କ ପ୍ରଥମ ସାକ୍ଷାତ ୧୯୭୩ରେ ବୋନି କପୁରଙ୍କ ବାହାଘରରେ ହୋଇଥିଲା। ଏହାପରେ ଦେଖାସାକ୍ଷାତର ଧାରା ଆରମ୍ଭ ହୋଇଥିଲା। ଗୋଟିଏ ବର୍ଷର ମିଳାମିଶା ପରେ ୧୯୭୪ରେ ଉଭୟ ବିବାହ କରିଥିଲେ।

ତେବେ ମାନେକାଙ୍କ ମାଆଙ୍କୁ ଏହି ବିବାହ ପସନ୍ଦ ନଥିଲା। କିନ୍ତୁ ଦୁହିଁଙ୍କ ଭିତରେ ପ୍ରେମ ଶେଷ ପର୍ଯ୍ୟନ୍ତ ଅତୁଟ ରହିଥିଲା। ଦୁହେଁ ସଫଳତାର ସହ ପ୍ରେମ କରିଥିଲେ ଓ ପ୍ରେମକୁ ସଫଳତାର ସହ ବିବାହର ରୂପ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story