ହଜିଯାଇଥିବା ମୋବାଇଲକୁ ଖୋଜିଦେବ ଫେସ୍‌ବୁକ୍‌

ଆଜିକାଲି ସମସ୍ତେ ନିଜ ପାଖରେ ସ୍ମାର୍ଟଫୋନ ରଖିବାକୁ ଚାହାଁନ୍ତି। ହେଲେ ଆପଣଙ୍କ ସ୍ମାର୍ଟଫୋନ ଉପରେ କିଛି ଖଳ ପ୍ରକୃତିର ଲୋକଙ୍କ ନଜର ରହିଥାଏ। ସେମାନେ ଏହାକୁ ଚୋରି କରିବା ପାଇଁ ଚେଷ୍ଟା କରନ୍ତି। ଆଉ କେତେବେଳେ ଅସାବଧାନତାବସତଃ ଫୋନ ହଜିଯାଏ। ତେବେ ଆସନ୍ତୁ ଜାଣିବା ଆପଣଙ୍କ ହଜିଯ଼ାଇଥିବା ଫୋନ୍‌ର ସୁରାକ୍‌  କିପରି ପାଇବେ। କିଛି ଲୋକ ନିଜ ଫୋନକୁ ସହଜରେ ଟ୍ରାକ୍‌ କରିବା ପାଇଁ ଫୋନରେ ‘ଆଣ୍ଟି ଥେପ୍ଟ ପ୍ରୋଟେକ୍ସନ୍’ ଆପ୍‌  ରଖିଥାନ୍ତି। ଅନେକଙ୍କୁ  ଏ ବିଷୟରେ […]

images-1

images-1

Rakesh Mallick
  • Published: Wednesday, 28 June 2017
  • Updated: 28 June 2017, 05:09 PM IST

Sports

Latest News

ଆଜିକାଲି ସମସ୍ତେ ନିଜ ପାଖରେ ସ୍ମାର୍ଟଫୋନ ରଖିବାକୁ ଚାହାଁନ୍ତି। ହେଲେ ଆପଣଙ୍କ ସ୍ମାର୍ଟଫୋନ ଉପରେ କିଛି ଖଳ ପ୍ରକୃତିର ଲୋକଙ୍କ ନଜର ରହିଥାଏ। ସେମାନେ ଏହାକୁ ଚୋରି କରିବା ପାଇଁ ଚେଷ୍ଟା କରନ୍ତି। ଆଉ କେତେବେଳେ ଅସାବଧାନତାବସତଃ ଫୋନ ହଜିଯାଏ। ତେବେ ଆସନ୍ତୁ ଜାଣିବା ଆପଣଙ୍କ ହଜିଯ଼ାଇଥିବା ଫୋନ୍‌ର ସୁରାକ୍‌  କିପରି ପାଇବେ।

କିଛି ଲୋକ ନିଜ ଫୋନକୁ ସହଜରେ ଟ୍ରାକ୍‌ କରିବା ପାଇଁ ଫୋନରେ ‘ଆଣ୍ଟି ଥେପ୍ଟ ପ୍ରୋଟେକ୍ସନ୍’ ଆପ୍‌  ରଖିଥାନ୍ତି। ଅନେକଙ୍କୁ  ଏ ବିଷୟରେ ଜଣା ମଧ୍ୟ ନାହିଁ।  ତେବେ ଆଣ୍ଟି ଥେପ୍ଟ ପ୍ରୋଟେକ୍ସନ୍ ଆକ୍ଟିଭେଟ୍ କିପରି ହୁଏ ସେ ବିଷୟରେ କିଛି ଉପାୟ ଜାଣନ୍ତୁ।

ଏହି ଆପ୍ଲିକେଶନ୍‌ କିଛି ଦାମୀ ଫୋନରେ ଦିଆଯାଇଥାଏ। ଯେଉଁ  ଫୋନ୍‌ରେ  ନ ଥାଏ ସେମାନଙ୍କୁ  ଏହି ଆପ୍ ଡାଉନଲୋଡ୍ କରିବାକୁ ପଡିବ। ଏଥିପାଇଁ ସବୁଠାରୁ ଭଲ ଆପ୍ ହେଲା ‘ସିଏମ୍ ଲକର୍’। ଏହାକୁ ଆପଣ ପ୍ଲେଷ୍ଟୋରରୁ ଡାଉନ୍‌ଲୋଡ୍ କରିପାରିବେ। ଏହା ସାହାଯ୍ୟରେ ଆପଣ ନିଜ ଫୋନ ସହ ଫୋନର ସ୍କ୍ରିନ୍ ବି ଲକ୍ କରିପାରିବେ। ସବୁଠାରୁ ବଡ଼ କଥା ହେଲା, ଯଦି ଆପଣ ନିଜ ଫୋନରେ ୩ ଥର ଭୁଲ୍ ପାସୱାର୍ଡ୍ ଦେବେ ତେବେ ଏହା ଆପଣଙ୍କ ସେଲଫି୍ ନେଇଯିବ। ପରେ ଏହି ଫଟୋ ଆପଣଙ୍କ ଇ-ମେଲକୁ ଚାଲିଯିବ।

ଏଥିପାଇଁ ଆଣ୍ଟି ଥେପ୍ଟର ଅପସନ୍‌କୁ ଯାଇ ଏହାକୁ ଇନ-ଏବଲ୍ କରନ୍ତୁ। ଏବେ ଆପଣଙ୍କୁ  ଏହି ଆପ୍‌ରେ ଫେସବୁକ ଲଗ୍ଇନ୍ କରିବାକୁ ହେବ। ଏଥର କାମ ପୁରା ହୋଇଗଲା। ଯଦି ଆପଣ ନିଜ ଫୋନକୁ ଖୋଜିବା ଲାଗି ଆଣ୍ଟି ଥେପ୍ଟ ପ୍ରୋଟେକ୍ସନର ଟେଷ୍ଟ୍ କରିବାକୁ ଚାହାଁନ୍ତି, ତେବେ  lockerfindphone.cmcm.comକୁ ଯ଼ାଆନ୍ତୁ ଏବଂ ସେଠାରେ ଫାଇଣ୍ଡ୍ ଫୋନର ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ।  ବର୍ତ୍ତମାନ ଫେସବୁକ ଲଗଇନ୍ କରିବା ମାତ୍ରେ ଆପଣଙ୍କ ଫୋନର ଲୋକେଶନ୍ ଦେଖାଇବ। ଏହାସହ ଫୋନକୁ ଲକ୍ କରିବା ଏବଂ ରିଙ୍ଗ୍ କରିବାର ମଧ୍ୟ ଅପ୍ସନ୍ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story