କିପରି ଫେରିପାଇବେ ଫେସବୁକରେ ଡିଲିଟ୍‌ ହୋଇଯାଇଥିବା ଡାଟା ?

ଅନେକ ସମୟରେ ଭୁଲ ବଶତଃ ଫେସବୁକରୁ ଡାଟା କିମ୍ବା କୌଣସି ଫଟୋ ଡିଲିଟ୍‌ କରି ଦେଇଥାଉ। ପରେ ସେହି ଫଟୋ କିମ୍ବା ଡାଟା ଗୁଡିକର ଆବଶ୍ୟକତା ପଡିଥାଏ। ସେଗୁଡିକୁ ପୁଣି ଥରେ କେମିତି ଫେରିପାଇବେ ଏଥିପାଇଁ ଆପଣ ଚିନ୍ତାରେ ପଡିଯାଆନ୍ତି। ତେବେ ଚିନ୍ତା କରନ୍ତୁ ନାହିଁ।  ଡିଲିଟ୍‌ ହୋଇଯାଇଥିବା ଫଟୋ କିମ୍ବା ଡାଟା ପୁଣି ଥରେ ଆପଣଙ୍କୁ ମିଳିପାରିବ। ଏଥିପାଇଁ ଫେସବୁକରେ ସମସ୍ତ ସୁବିଧା ରହିଛି। ଖାଲି ଟିକେ ଚେଷ୍ଟା କଲେ ହେଲା। ଆମେ ଆପଣଙ୍କୁ ବତେଇ […]

Facebook

Facebook

Rakesh Mallick
  • Published: Friday, 21 July 2017
  • Updated: 21 July 2017, 08:17 PM IST

Sports

Latest News

ଅନେକ ସମୟରେ ଭୁଲ ବଶତଃ ଫେସବୁକରୁ ଡାଟା କିମ୍ବା କୌଣସି ଫଟୋ ଡିଲିଟ୍‌ କରି ଦେଇଥାଉ। ପରେ ସେହି ଫଟୋ କିମ୍ବା ଡାଟା ଗୁଡିକର ଆବଶ୍ୟକତା ପଡିଥାଏ। ସେଗୁଡିକୁ ପୁଣି ଥରେ କେମିତି ଫେରିପାଇବେ ଏଥିପାଇଁ ଆପଣ ଚିନ୍ତାରେ ପଡିଯାଆନ୍ତି। ତେବେ ଚିନ୍ତା କରନ୍ତୁ ନାହିଁ।  ଡିଲିଟ୍‌ ହୋଇଯାଇଥିବା ଫଟୋ କିମ୍ବା ଡାଟା ପୁଣି ଥରେ ଆପଣଙ୍କୁ ମିଳିପାରିବ। ଏଥିପାଇଁ ଫେସବୁକରେ ସମସ୍ତ ସୁବିଧା ରହିଛି। ଖାଲି ଟିକେ ଚେଷ୍ଟା କଲେ ହେଲା। ଆମେ ଆପଣଙ୍କୁ ବତେଇ ଦେଉଛୁ ଫେସବୁକରୁ କିପରି ଫେରିପାଇବେ ଡିଲିଟ୍‌ ହୋଇଯାଇଥିବା ଡାଟା।

୧. ପ୍ରଥମେ ଫେସବୁକର ସେଟିଂ ଅପସନକୁ ଯାଆନ୍ତୁ।

୨. ସେଟିଂ ଲିଷ୍ଟରେ ସମ୍ପୂର୍ଣ୍ଣ ତଳେ ଦିଆଯାଇଥିବା Download a Copy of your Facebook ଉପରେ କ୍ଲିକ୍ କରନ୍ତୁ।

୩. ଏହାପରେ Start my Archiv ଉପରେ କ୍ଲିକ୍ କରିନ୍ତୁ, ଏକ ପପ୍ ଅପ ମେସେଜ ଆସିବ। ମେସେଜଟିକୁ ଭଲ ଭାବରେ ପଢି ok  କ୍ଲିକ କରନ୍ତୁ।

୪. ଏହାପରେ ଫେସବୁକ ଆପଣଙ୍କୁ ଏକ e-mail ଲିଙ୍କ୍ ପଠାଇବ। ଏହି ଲିଙ୍କ୍ ମାଧ୍ୟମରେ ଡିଲିଟ ହୋଇଯାଇଥିବା ସମସ୍ତ ଡାଟା ଡାଉନ ଲୋଡ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story