ଅନେକ ସମୟରେ ଭୁଲ ବଶତଃ ଫେସବୁକରୁ ଡାଟା କିମ୍ବା କୌଣସି ଫଟୋ ଡିଲିଟ୍ କରି ଦେଇଥାଉ। ପରେ ସେହି ଫଟୋ କିମ୍ବା ଡାଟା ଗୁଡିକର ଆବଶ୍ୟକତା ପଡିଥାଏ। ସେଗୁଡିକୁ ପୁଣି ଥରେ କେମିତି ଫେରିପାଇବେ ଏଥିପାଇଁ ଆପଣ ଚିନ୍ତାରେ ପଡିଯାଆନ୍ତି। ତେବେ ଚିନ୍ତା କରନ୍ତୁ ନାହିଁ। ଡିଲିଟ୍ ହୋଇଯାଇଥିବା ଫଟୋ କିମ୍ବା ଡାଟା ପୁଣି ଥରେ ଆପଣଙ୍କୁ ମିଳିପାରିବ। ଏଥିପାଇଁ ଫେସବୁକରେ ସମସ୍ତ ସୁବିଧା ରହିଛି। ଖାଲି ଟିକେ ଚେଷ୍ଟା କଲେ ହେଲା। ଆମେ ଆପଣଙ୍କୁ ବତେଇ ଦେଉଛୁ ଫେସବୁକରୁ କିପରି ଫେରିପାଇବେ ଡିଲିଟ୍ ହୋଇଯାଇଥିବା ଡାଟା।
୧. ପ୍ରଥମେ ଫେସବୁକର ସେଟିଂ ଅପସନକୁ ଯାଆନ୍ତୁ।
୨. ସେଟିଂ ଲିଷ୍ଟରେ ସମ୍ପୂର୍ଣ୍ଣ ତଳେ ଦିଆଯାଇଥିବା Download a Copy of your Facebook ଉପରେ କ୍ଲିକ୍ କରନ୍ତୁ।
୩. ଏହାପରେ Start my Archiv ଉପରେ କ୍ଲିକ୍ କରିନ୍ତୁ, ଏକ ପପ୍ ଅପ ମେସେଜ ଆସିବ। ମେସେଜଟିକୁ ଭଲ ଭାବରେ ପଢି ok କ୍ଲିକ କରନ୍ତୁ।
୪. ଏହାପରେ ଫେସବୁକ ଆପଣଙ୍କୁ ଏକ e-mail ଲିଙ୍କ୍ ପଠାଇବ। ଏହି ଲିଙ୍କ୍ ମାଧ୍ୟମରେ ଡିଲିଟ ହୋଇଯାଇଥିବା ସମସ୍ତ ଡାଟା ଡାଉନ ଲୋଡ କରିପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।