ଅନଲାଇନ୍ରୁ ଡାଟା ଚୋରି କରି କେତେକ ଆସାମାଜିକ ବ୍ୟକ୍ତି ଗୋଟିଏ ନାଁରେ ଏକାଧିକ ଜାଲି କାର୍ଡ ତିଆରି କରି ନାନା କେଳଙ୍କାରୀ ସୃଷ୍ଟି କରୁଛନ୍ତି। ଯାହାଫଳରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ କେତୋଟି ସରଳ ଉପାୟ।
ପ୍ରଥମେ UIDAI ସର୍ଭରକୁ ଯାଇ ବାୟୋମେଟ୍ରିକ ଲକିଂ ଉପରେ କ୍ଲିକ୍ କରନ୍ତୁ। ଏବେ ଆଧାର କାର୍ଡ ନମ୍ବର ଏଣ୍ଟର କରି ଓଟିପି ବକ୍ସ ଉପରେ କ୍ଲିକ କରନ୍ତୁ , ପରେ ଏକ ନୂଆ ପେଜ ଖୋଲିଯିବ। ସେଠାରେ ଆଉଥରେ ଆଧାର ନମ୍ବର ଏଣ୍ଟର କରନ୍ତୁ। ଏହାପରେ Captcha କୋଡ ଏଣ୍ଟର କରନ୍ତୁ। ଏହା କରିବାସାରିବା ପରେ ମୋବାଇଲକୁ ଏକ ନମ୍ବର ଆସିବ, ସେହି ନମ୍ବରକୁ ଓଟିପି ବକ୍ସରେ ଏଣ୍ଟର କରନ୍ତୁ। ଓଟିପି ଭେରିଫାଏ ହୋଇଗଲେ ସିକ୍ୟୁରିଟି କୋର୍ଡ ଦେଇ ବାୟୋମେଟ୍ରିକ ଲକିଂ କୁ ଅନ କରିଦିଅନ୍ତୁ। ଡାଟା ଆପେ ଆପେ ଲକ ହୋଇଯିବ। ଆଧାର କାର୍ଡକୁ ଅନଲକ କରିବା ପାଇଁ ହେଲେ ଉପରଲିଖିତ ଫର୍ମୁଲା ଫଲୋ କରି ଅନଲକ କିମ୍ବା ଡିସାବୁଲ ଅପସନ ଉପରେ କ୍ଲିକ୍ କରନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।