ସାବଧାନ! ଆଧାର କାର୍ଡ ଡାଟା ଚୋରି ହେଉଛି, ଜାଣନ୍ତୁ କିପରି ରୋକିବେ

ଅନଲାଇନ୍‌ରୁ ଡାଟା ଚୋରି କରି କେତେକ ଆସାମାଜିକ ବ୍ୟକ୍ତି ଗୋଟିଏ ନାଁରେ ଏକାଧିକ ଜାଲି କାର୍ଡ ତିଆରି କରି ନାନା କେଳଙ୍କାରୀ ସୃଷ୍ଟି କରୁଛନ୍ତି। ଯାହାଫଳରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ କେତୋଟି ସରଳ ଉପାୟ। ପ୍ରଥମେ UIDAI ସର୍ଭରକୁ ଯାଇ ବାୟୋମେଟ୍ରିକ ଲକିଂ ଉପରେ କ୍ଲିକ୍ କରନ୍ତୁ। ଏବେ ଆଧାର କାର୍ଡ ନମ୍ବର ଏଣ୍ଟର କରି ଓଟିପି ବକ୍ସ ଉପରେ କ୍ଲିକ କରନ୍ତୁ , ପରେ […]

ADHAR

ADHAR

Rakesh Mallick
  • Published: Sunday, 06 August 2017
  • Updated: 06 August 2017, 06:07 PM IST

Sports

Latest News

ଅନଲାଇନ୍‌ରୁ ଡାଟା ଚୋରି କରି କେତେକ ଆସାମାଜିକ ବ୍ୟକ୍ତି ଗୋଟିଏ ନାଁରେ ଏକାଧିକ ଜାଲି କାର୍ଡ ତିଆରି କରି ନାନା କେଳଙ୍କାରୀ ସୃଷ୍ଟି କରୁଛନ୍ତି। ଯାହାଫଳରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ କେତୋଟି ସରଳ ଉପାୟ।

ପ୍ରଥମେ UIDAI ସର୍ଭରକୁ ଯାଇ ବାୟୋମେଟ୍ରିକ ଲକିଂ ଉପରେ କ୍ଲିକ୍ କରନ୍ତୁ। ଏବେ ଆଧାର କାର୍ଡ ନମ୍ବର ଏଣ୍ଟର କରି ଓଟିପି ବକ୍ସ ଉପରେ କ୍ଲିକ କରନ୍ତୁ , ପରେ ଏକ ନୂଆ ପେଜ ଖୋଲିଯିବ। ସେଠାରେ ଆଉଥରେ ଆଧାର ନମ୍ବର ଏଣ୍ଟର କରନ୍ତୁ। ଏହାପରେ  Captcha କୋଡ ଏଣ୍ଟର କରନ୍ତୁ। ଏହା କରିବାସାରିବା ପରେ ମୋବାଇଲକୁ ଏକ ନମ୍ବର ଆସିବ, ସେହି ନମ୍ବରକୁ  ଓଟିପି ବକ୍ସରେ ଏଣ୍ଟର କରନ୍ତୁ। ଓଟିପି ଭେରିଫାଏ ହୋଇଗଲେ ସିକ୍ୟୁରିଟି କୋର୍ଡ ଦେଇ ବାୟୋମେଟ୍ରିକ ଲକିଂ କୁ ଅନ କରିଦିଅନ୍ତୁ। ଡାଟା ଆପେ ଆପେ ଲକ ହୋଇଯିବ। ଆଧାର କାର୍ଡକୁ ଅନଲକ କରିବା ପାଇଁ ହେଲେ ଉପରଲିଖିତ ଫର୍ମୁଲା ଫଲୋ କରି ଅନଲକ କିମ୍ବା ଡିସାବୁଲ ଅପସନ ଉପରେ କ୍ଲିକ୍ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos