ଫୋନ୍‌ ଭିଜିଗଲେ କ’ଣ କରିବେ : ଜାଣନ୍ତୁ କିଛି ଟିପ୍ସ

ଆରମ୍ଭ ହୋଇଯାଇଛି ବର୍ଷା ଦିନ। ଏହି ସମୟରେ ଆମେ ବାହାରକୁ ଗଲା ବେଳେ ଅନେକ ସମୟା ବର୍ଷାରେ ଭିଜିଥାଉ। ଫଳରେ ଆମ ମୋବାଇ ମଧ୍ୟ ଭିଜିଯାଇଥାଏ।  ଏହା ଦ୍ୱାରା ସ୍ମାର୍ଟଫୋନ ଗୁଡିକ  ଖରାପ ହୋଇଯିବାର ଆଶଙ୍କା ଥାଏ।  ତେବେ ଏମିତି ସ୍ଥିତିରେ ମୋବାଇଲର ସୁରକ୍ଷା ପାଇଁ  କି କି ସତର୍କତାମୂଳକ ପଦେକ୍ଷେପ ନେବାକୁ ହୁଏ  ଆସନ୍ତୁ ଜାଣିବା। 1)ଆପଣଙ୍କ ଫୋନ ଯଦି ପାଣିରେ ଭିଜିଯାଏ ତେବେ ପ୍ରଥମେ ଫୋନକୁ ସୁଇଚ୍‌ ଅଫ୍ କରିଦିଅନ୍ତୁ।  କୌଣସି ସୁଇଚ୍‌ ଟିପିବା […]

MOBILEJPG

MOBILEJPG

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 07:03 PM IST

Sports

Latest News

ଆରମ୍ଭ ହୋଇଯାଇଛି ବର୍ଷା ଦିନ। ଏହି ସମୟରେ ଆମେ ବାହାରକୁ ଗଲା ବେଳେ ଅନେକ ସମୟା ବର୍ଷାରେ ଭିଜିଥାଉ। ଫଳରେ ଆମ ମୋବାଇ ମଧ୍ୟ ଭିଜିଯାଇଥାଏ।  ଏହା ଦ୍ୱାରା ସ୍ମାର୍ଟଫୋନ ଗୁଡିକ  ଖରାପ ହୋଇଯିବାର ଆଶଙ୍କା ଥାଏ।  ତେବେ ଏମିତି ସ୍ଥିତିରେ ମୋବାଇଲର ସୁରକ୍ଷା ପାଇଁ  କି କି ସତର୍କତାମୂଳକ ପଦେକ୍ଷେପ ନେବାକୁ ହୁଏ  ଆସନ୍ତୁ ଜାଣିବା।

1)ଆପଣଙ୍କ ଫୋନ ଯଦି ପାଣିରେ ଭିଜିଯାଏ ତେବେ ପ୍ରଥମେ ଫୋନକୁ ସୁଇଚ୍‌ ଅଫ୍ କରିଦିଅନ୍ତୁ।  କୌଣସି ସୁଇଚ୍‌ ଟିପିବା ବା ଅନ୍ କରିବାକୁ ଚେଷ୍ଟା କରନ୍ତୁ ନାହିଁ ।  ଏପରି କରିବା ଦ୍ୱାରା ସର୍ଟସର୍କିଟ ହେବାର ଆଶଙ୍କା ଥାଏ।

2) ଏବେ ଫୋନରୁ ସିମ୍ ଓ ବ୍ୟାଟେରି ବାହାର କରିଦିଅନ୍ତୁ।  ଯଦି ନନ୍ ରିମୁଭେବୁଲ ବ୍ୟାଟେରି ହୋଇଥାଏ ତେବେ ସର୍ଟସର୍କିଟର ଭୟ ଅଧିକ ଥାଏ।

3) ଏହାପରେ ଫୋନକୁ ଫ୍ୟାନ୍‌ ତଳେ ସୁଖାଇଦିଅନ୍ତୁ କିମ୍ବା ହେୟାରଡ୍ରାୟରର ସହାୟତା ନିଅନ୍ତୁ। ଫୋନରେ ଜମି ରହିଥିବା ପାଣିକୁ ଏକ ସଫା କପଡା ବା ପେପର ନ୍ୟାପକିନ୍ ସାହାଯ୍ୟରେ ପୋଛିଦିଅନ୍ତୁ।

4)ଯଦି ହେୟାରଡ୍ରାୟର ନ ଥାଏ ତେବେ ମୋବାଇଲକୁ ଶୁଖିଲା ଚାଉଳ ମଧ୍ୟରେ ରଖିଦିଅନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ ଯେପରି ଇଏରଫୋନ୍‌ ପାଇଁଥିବା ଫାଙ୍କରେ ଚାଉଳ ନ ପଶିଯାଏ। ଏମିତି 24 ଘଣ୍ଟା ପାଇଁ ଫୋନକୁ ଶୁଖିବାକୁ ଛାଡିଦିଅନ୍ତୁ।

5)ଏହାପରେ ଫୋନକୁ ଚାଉଳରୁ ବାହାର କରି ଅନ୍ କରନ୍ତୁ । ଯଦି ଅନ୍ ନ ହୁଏ ତେବେ ଫୋନକୁ ଚାର୍ଜ କରନ୍ତୁ। ଏହାପରେ ଅନ୍ କରନ୍ତୁ। ଯଦି ଏବେ ବି ଫୋନ ଅନ୍ ହେଉନାହିଁ ତେବେ ସର୍ଭିସ୍ ସେଣ୍ଟରରେ ଦେଖାନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story