ଭୋକ ଲାଗିବାରୁ ଆକାଶରୁ ଓହ୍ଲାଇଲେ ପାଇଲଟ୍‌: ରେଷ୍ଟୁରାଣ୍ଟ ପାଖରେ ଲାଗିଲା ହେଲିକପ୍ଟର

ନୂଆଦିଲ୍ଲୀ: ଏମିତି ଘଟଣା। ଯାହା କେବେ ଆପଣ ପ୍ରାୟତଃ ଶୁଣି ନ ଥିବେ କି ଦେଖି ନଥିବେ। ଏବେ କିନ୍ତୁ ଆଖିରେ ଦେଖିବେ। ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଦୃଶ୍ୟଟି ହେଉଛି ପାଇଲଟଙ୍କୁ ଭୋକ ଲାଗିବାରୁ ରେଷ୍ଟୁରାଣ୍ଟ  ପାଖରେ ହେଲିକପ୍ଟରକୁ ଅବତରଣ କରିଦେଲେ। ଏଭଳି ଚିତ୍ର ସିଡନୀର ମ୍ୟାକଡୋନାଲ୍ଡସ୍‌ ରେଷ୍ଟୁରାଣ୍ଟ ପାଖରେ ଦେଖିବାକୁ ମିଳିଛି।  ତେବେ ହେଲିକପ୍ଟର ହଠାତ୍ ଅବତରଣ କରିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏହି ଦୃଶ୍ୟଟି ରେଷ୍ଟୁରାଣ୍ଟରେ ଲାଗିଥିବା ସିସି କ୍ୟାମେରାରେ […]

Untitled-11

Untitled-11

Rakesh Mallick
  • Published: Monday, 15 May 2017
  • Updated: 15 May 2017, 04:48 PM IST

Sports

Latest News

ନୂଆଦିଲ୍ଲୀ: ଏମିତି ଘଟଣା। ଯାହା କେବେ ଆପଣ ପ୍ରାୟତଃ ଶୁଣି ନ ଥିବେ କି ଦେଖି ନଥିବେ। ଏବେ କିନ୍ତୁ ଆଖିରେ ଦେଖିବେ। ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଦୃଶ୍ୟଟି ହେଉଛି ପାଇଲଟଙ୍କୁ ଭୋକ ଲାଗିବାରୁ ରେଷ୍ଟୁରାଣ୍ଟ  ପାଖରେ ହେଲିକପ୍ଟରକୁ ଅବତରଣ କରିଦେଲେ। ଏଭଳି ଚିତ୍ର ସିଡନୀର ମ୍ୟାକଡୋନାଲ୍ଡସ୍‌ ରେଷ୍ଟୁରାଣ୍ଟ ପାଖରେ ଦେଖିବାକୁ ମିଳିଛି।  ତେବେ ହେଲିକପ୍ଟର ହଠାତ୍ ଅବତରଣ କରିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏହି ଦୃଶ୍ୟଟି ରେଷ୍ଟୁରାଣ୍ଟରେ ଲାଗିଥିବା ସିସି କ୍ୟାମେରାରେ କଏଦ ହୋଇଛି।

[vc_video link="https://www.youtube.com/watch?v=Muy3GQe_dHo" align="center"]

ହେଲିକପ୍ଟର ଅବତରଣ କରିବା ପରେ ପାଇଲଟ ରେଷ୍ଟୁରାଣ୍ଟରୁ କିଛି ଖାଦ୍ୟ ଖାଇବା ସହ କିଣାକିଣି କରି ପୁଣି ହେଲିକପ୍ଟର ଧରି ଉଡ଼ି ଯାଇଥିଲେ। ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଏହି ଖବର ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ସ୍ଥାନୀୟ ପ୍ରଶାସନ  କହିବା ଅନୁଯାୟୀ ଅଷ୍ଟ୍ରେଲିଆରେ ଯେକୌଣସି ସ୍ଥାନରେ ହେଲିକପ୍ଟର ଅବତରଣ କରିବା ଆଇନ ବିରୋଧୀ ନୁହେଁ। ଯଦି କାହା ଜାଗାରେ ହେଲିକପ୍ଟରକୁ ଅବତରଣ କରିବାର ଅଛି ତେବେ ମାଲିକଙ୍କ ଅନୁମତି ନେବା ଜରୁରୀ। ତଥାପି ବେସାମରିକ ବିମାନ ଚଳାଚଳ  ବିଭାଗ ଏହି ଘଟଣାର ତଦନ୍ତ କରୁଥିବା କୁହାଯାଇଛି।

ସୌଜନ୍ୟ ଟାଇମ୍‌ସ୍‌ ଅଫ ଇଣ୍ଡିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story