ଅବ୍ୟବହୃତ ଜିନିଷର ସୁବିନିଯୋଗ: ବୋତଲରେ ବୋତଲରେ ବସ୍‌ଷ୍ଟପ୍‌

ହାଇଦ୍ରାବାଦ: ଇଟା ଓ ସିମେଣ୍ଟରେ ତିଆରି ବସ୍‌ଷ୍ଟପ୍‌ ଆପଣମାନେ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ବ୍ୟବହାର ଅନୁପଯୋଗୀ ପ୍ଲାଷ୍ଟିକ୍ ପାଣି ବୋତଲରେ ତିଆରି ହୋଇଥିବା ଏକ ବସ୍‌ଷ୍ଟପ୍‌ ଦେଖାଇବୁ। ଏହି ବସ୍‌ଷ୍ଟପ୍‌ ହାଇଦ୍ରାବାଦର ସବରୁପନଗର କଲୋନୀରେ ରହିଛି। ୧୦୦୦ଟି ପ୍ଲାଷ୍ଟିକ୍ ବୋତଲରେ ଏହି ବସ୍‌ଷ୍ଟପ୍ ତିଆରି କରାଯାଇଛି। ବମ୍ୱୁ ହାଉସ୍‌ ଅଫ୍ ଇଣ୍ଡିଆ ନିର୍ମାଣ କରିଛି ଏହି ନିଆରା ବସ୍‌ଷ୍ଟପ୍‌। ‘ରିସାଇକେଲ୍‌ ଇଣ୍ଡିଆ’ ଅଭିଯାନ କ୍ରମେ ଏହି ବୋତଲ ବସ୍‌ଷ୍ଟପ୍‌ ତିଆରି କରାଯାଇଛି। ଆଠ ଫୁଟ୍ […]

bus stop

bus stop

Rakesh Mallick
  • Published: Friday, 12 May 2017
  • Updated: 12 May 2017, 02:41 PM IST

Sports

Latest News

ହାଇଦ୍ରାବାଦ: ଇଟା ଓ ସିମେଣ୍ଟରେ ତିଆରି ବସ୍‌ଷ୍ଟପ୍‌ ଆପଣମାନେ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ବ୍ୟବହାର ଅନୁପଯୋଗୀ ପ୍ଲାଷ୍ଟିକ୍ ପାଣି ବୋତଲରେ ତିଆରି ହୋଇଥିବା ଏକ ବସ୍‌ଷ୍ଟପ୍‌ ଦେଖାଇବୁ। ଏହି ବସ୍‌ଷ୍ଟପ୍‌ ହାଇଦ୍ରାବାଦର ସବରୁପନଗର କଲୋନୀରେ ରହିଛି। ୧୦୦୦ଟି ପ୍ଲାଷ୍ଟିକ୍ ବୋତଲରେ ଏହି ବସ୍‌ଷ୍ଟପ୍ ତିଆରି କରାଯାଇଛି। ବମ୍ୱୁ ହାଉସ୍‌ ଅଫ୍ ଇଣ୍ଡିଆ ନିର୍ମାଣ କରିଛି ଏହି ନିଆରା ବସ୍‌ଷ୍ଟପ୍‌। ‘ରିସାଇକେଲ୍‌ ଇଣ୍ଡିଆ’ ଅଭିଯାନ କ୍ରମେ ଏହି ବୋତଲ ବସ୍‌ଷ୍ଟପ୍‌ ତିଆରି କରାଯାଇଛି।

ଆଠ ଫୁଟ୍ ଉଚ୍ଚ ବିଶିଷ୍ଟ ଏହି ବସ୍‌ଷ୍ଟପ୍‌କୁ ମେଟାଲ୍‌ ଫ୍ରେମ୍‌ ଓ ଏକ ହଜାରରୁ ଅଧିକ ପ୍ଲାଷ୍ଟିକ୍‌ ବୋତଲରେ ନିର୍ମାଣ କରାଯାଇଛି। ଏହି ବୋତଲ ଗୁଡ଼ିକୁ ଏକ କବାଡ଼ି ଖାନାରୁ କିଣା ହୋଇଛି।

ସୌଜନ୍ୟ-ନଇ ଦୁନିଆ

ଫଟୋ- ନଇ ଦୁନିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos