ପ୍ରତିମୂର୍ତ୍ତି ଭାଙ୍ଗିଲା, କୋଟିଏ ଟଙ୍କା କ୍ଷତିପୂରଣ ଦାବି କରି ଗ୍ରୀନ୍‌ ଟ୍ରିବ୍ୟୁନାଲ ଗଲେ ‘ପ୍ରଭୂ ହନୁମାନ’

ନୂଆଦିଲ୍ଲୀ: “ମୁଁ ଅଞ୍ଜନିଙ୍କ ପୁତ୍ର ହନୁମାନ କହୁଛି। ମୋର ମନ୍ଦିର ଥିବା ଆଖପାଖ ଅଞ୍ଚଳରେ ଦୈନିକ ବେଆଇନ ପଥର ବ୍ଲାଷ୍ଟିଂ ଯୋଗୁ  ମୋ ପ୍ରତିମୂର୍ତ୍ତିଟି ଭାଙ୍ଗିଗଲା। ତେଣୁ ଏଭଳି ବେଆଇନ ବିସ୍ଫୋରଣକୁ ବନ୍ଦ କରାଯାଉ। ଆଉ ପ୍ରତିମୂର୍ତ୍ତି ଭାଙ୍ଗିବା ବାବଦରେ କୋଟିଏ ଟଙ୍କାର କ୍ଷତିପୂରଣ ଦିଆଯାଉ”। ଏମିତି କିଛି ଉଲ୍ଲେଖ ଥାଇ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ଆବେଦନ କରାଯାଇଛି। ପ୍ରଭୂ ହନୁମାନ ଏପରି ଆବେଦନ କରିବା ଘଟଣାଟି ଯେତିକି ରୋଚକ ଲାଗୁଛି ସେତିକି ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ପ୍ରକୃତ […]

god-hanuman

god-hanuman

Rakesh Mallick
  • Published: Sunday, 09 April 2017
  • Updated: 10 April 2017, 02:56 PM IST

Sports

Latest News

ନୂଆଦିଲ୍ଲୀ: “ମୁଁ ଅଞ୍ଜନିଙ୍କ ପୁତ୍ର ହନୁମାନ କହୁଛି। ମୋର ମନ୍ଦିର ଥିବା ଆଖପାଖ ଅଞ୍ଚଳରେ ଦୈନିକ ବେଆଇନ ପଥର ବ୍ଲାଷ୍ଟିଂ ଯୋଗୁ  ମୋ ପ୍ରତିମୂର୍ତ୍ତିଟି ଭାଙ୍ଗିଗଲା। ତେଣୁ ଏଭଳି ବେଆଇନ ବିସ୍ଫୋରଣକୁ ବନ୍ଦ କରାଯାଉ। ଆଉ ପ୍ରତିମୂର୍ତ୍ତି ଭାଙ୍ଗିବା ବାବଦରେ କୋଟିଏ ଟଙ୍କାର କ୍ଷତିପୂରଣ ଦିଆଯାଉ”। ଏମିତି କିଛି ଉଲ୍ଲେଖ ଥାଇ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ଆବେଦନ କରାଯାଇଛି।

ପ୍ରଭୂ ହନୁମାନ ଏପରି ଆବେଦନ କରିବା ଘଟଣାଟି ଯେତିକି ରୋଚକ ଲାଗୁଛି ସେତିକି ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ପ୍ରକୃତ କଥାଟା ସେୟା ନୁହଁ। ଘଟଣାଟି ଏପରି। ମଧ୍ୟପ୍ରଦେଶର ପିପ୍ରୋଡ଼ାଖୁର୍ଡ଼ ଅଞ୍ଚଳରେ ଭଗବାନ ହନୁମାନଙ୍କ ଏକ ପୁରାତନ ବିଶାଳ ମୂର୍ତ୍ତି ଥିଲା। ଏହାର ଆଖପାଖ ଅଞ୍ଚଳର ଥିବା ପାହାଡ଼ରେ ମାଫିଆମାନେ ଦୀର୍ଘ ବର୍ଷ ଧରି ବିସ୍ଫୋରଣ କରି ଫଟେଇ ଆସୁଥିଲେ। ଏହାର ପ୍ରଭାବରେ ସ୍ଥାନୀୟ ଅଞ୍ଚଳର ଘରଦ୍ୱାର ଗୁଡ଼ିକ ଦୋହଲି ଯାଉଥିଲା। ପ୍ରତିଦିନ ଏଭଳି ଭୟଙ୍କର ବିସ୍ଫୋରଣ ଯୋଗୁ ଧିରେ ଧିରେ ସେଠାରେ ଥିବା ହନୁମାନଙ୍କ ପ୍ରତିମୂର୍ତ୍ତିଟି ଦୁର୍ବଳ ହୋଇ ଭାଙ୍ଗିପଡ଼ିଲା। ମଧ୍ୟପ୍ରଦେଶର ଗୁନା ଅଞ୍ଚଳର ଦେବେନ୍ଦ୍ର ଭାର୍ଗବା ନାମକ ଜଣେ ବ୍ୟକ୍ତି ଏହା ଉପରେ ଆପତ୍ତି ଉଠାଥିଲେ। ଦେବେନ୍ଦ୍ର ଏନେଇ ଭୋପାଳର ଗ୍ରୀନ୍ ‌ଟ୍ରିବ୍ୟୁନାଲର କେନ୍ଦ୍ରୀୟ ବ୍ରାଞ୍ଚରେ ଏକ ଆବେଦନ କରିଥିଲେ।

ଏହି ଆବେଦନରେ ‘ମୁଁ  ଅଞ୍ଜନି ପୁତ୍ର ହନୁମାନ’ ବୋଲି ଉଲ୍ଲେଖ ରହିଛି। ଏଥିରେ କୁହାଯାଇଛି ଯେ, ମୋ ମନ୍ଦିର ଆଖପାଖ ସ୍ଥାନରେ ଦୈନିକ ପଥର ବ୍ଲାଷ୍ଟିଂ ହେଉଛି। ଯେଉଁ କାରଣରୁ ମୋ ପ୍ରତିମୂର୍ତ୍ତିଟି ଭାଙ୍ଗିଗଲା।  ଏହି ପଥର ବ୍ଲାଷ୍ଟିଂକୁ ବନ୍ଦ ପାଇଁ ମୁଁ ଅନୁରୋଧ କରୁଛି ବୋଲି ଉଲ୍ଲେଖ ରହିଛି। ଏଥିସହ କୋଟିଏ ଟଙ୍କାର କ୍ଷତିପୂରଣ ଦାବି କରାଯାଇଛି। ମାମଲା ଦାୟର କରିବା ପୂର୍ବରୁ ଦେବେନ୍ଦ୍ର ଏସମ୍ପର୍କରେ ଜଣେ ଓକିଲଙ୍କ ସହ ପରାମର୍ଶ କରିଥିଲେ।  ତାଙ୍କ ଓକିଲଙ୍କ କହିବା ଅନୁଯାୟୀ ଯେଉଁ ଭଗବାନ ହୁଅନ୍ତୁ ସେମାନଙ୍କ ପ୍ରତିମୂର୍ତ୍ତିକୁ କୋର୍ଟର ଜଣେ ବ୍ୟକ୍ତି ବିଶେଷ ବୋଲି ଗ୍ରହଣ କରାଯାଇ ପାରିବ। ଓକିଲଙ୍କ ପରାମର୍ଶ କ୍ରମେ ମୁଁ ଏମିତି ଆବେଦନ କରିଥିବା ଦେବେନ୍ଦ୍ର କହିଛନ୍ତି। ଅନ୍ୟପକ୍ଷରେ ଏଭଳି ଆବେଦନକୁ ଦେଖି ଜିଲ୍ଲା ପ୍ରଶାସନ ଆଶ୍ଚର୍ଯ୍ୟ ହୋଇଯାଇଛି। ସେପଟେ ଦେବେନ୍ଦ୍ରଙ୍କ କହିବା ଅନୁଯାୟୀ ଦୀର୍ଘ ୨୫ ବର୍ଷ ଧରି ସ୍ଥାନୀୟ ଅଞ୍ଚଳରେ ଏଭଳି ବେଆଇନ ବ୍ଲାଷ୍ଟିଂ ହୋଇଆସୁଛି । ଏହାକୁ ବନ୍ଦ କରିବା ପାଇଁ ସେ ଅନେକ ଥର ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ହେଲେ ତାଙ୍କ କଥା ପ୍ରତି ଧ୍ୟାନ ଦିଆଯାଇ ନାହିଁ ।  ତେଣୁ  ବାଧ୍ୟ ହୋଇ ମୁଁ ଏନଜିଟିରେ ଦ୍ୱାରସ୍ଥ ହେଲି ବୋଲି ଦେବେନ୍ଦ୍ର କହିଛନ୍ତି।

(ସୌଜନ୍ୟ ହିନ୍ଦୁସ୍ତାନ ଟାଇମ୍ସ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story