ବେଲଗାମ୍‌ ହେଉଛି ବାଲି ଚୋରା ଚାଲଣ: ଦିନ ଦିପହରରେ ଲୁଟ୍‌ ହେଉଛି ରାଜସ୍ୱ  

ଜୟପୁର (ଓଡ଼ିଶା ରିପୋର୍ଟର): ନଦୀରୁ ବାଲି ଉଠାଯିବା ପାଇଁ ଲାଇସେନ୍ସ କରିବାକୁ ପଡିଥାଏ। ଏଥିପାଇଁ ତସହିଲ ପକ୍ଷରୁ ନିଲାମ ଡକାଯାଇଥାଏ। ହେଲେ ବହୁ ସ୍ଥାନରେ ବେଆଇନ୍‌ ଭାବେ ବାଲି ଚାଲଣ ଅଭିଯୋଗ ଆସିବା କିଛି ନୂଆ କଥା ନୁହେଁ। ସବୁ ଆଇନ୍‌ କାନୁନ୍‌କୁ ଜଳାଞ୍ଜଳି ଦେଇ ବାଲି ମାଫିଆ ଲୁଟ୍‌ କରିଥାନ୍ତି। ଦିନ ଦିପହରରେ ଏମିତି ଚାଲାଣ ହେଉଥିବା କେଳେ ରଜସ୍ୱ ବିଭାଗ କୁମ୍ଭକର୍ଣ୍ଣ ନିଦରେ ଶୋଇଥିବା ଓ ନିଜ ଆଡୁ କେବେ କୌଣସି କାର୍ଯ୍ୟାନୁଷ୍ଠାନ ନେବା […]

Rakesh Mallick
  • Published: Monday, 25 September 2017
  • Updated: 25 September 2017, 02:02 PM IST

Sports

Latest News

ଜୟପୁର (ଓଡ଼ିଶା ରିପୋର୍ଟର): ନଦୀରୁ ବାଲି ଉଠାଯିବା ପାଇଁ ଲାଇସେନ୍ସ କରିବାକୁ ପଡିଥାଏ। ଏଥିପାଇଁ ତସହିଲ ପକ୍ଷରୁ ନିଲାମ ଡକାଯାଇଥାଏ। ହେଲେ ବହୁ ସ୍ଥାନରେ ବେଆଇନ୍‌ ଭାବେ ବାଲି ଚାଲଣ ଅଭିଯୋଗ ଆସିବା କିଛି ନୂଆ କଥା ନୁହେଁ। ସବୁ ଆଇନ୍‌ କାନୁନ୍‌କୁ ଜଳାଞ୍ଜଳି ଦେଇ ବାଲି ମାଫିଆ ଲୁଟ୍‌ କରିଥାନ୍ତି। ଦିନ ଦିପହରରେ ଏମିତି ଚାଲାଣ ହେଉଥିବା କେଳେ ରଜସ୍ୱ ବିଭାଗ କୁମ୍ଭକର୍ଣ୍ଣ ନିଦରେ ଶୋଇଥିବା ଓ ନିଜ ଆଡୁ କେବେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ଦେଖିବାକୁ ମିଳେ ନାହିଁ। ଏପରି ଏକ ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲାରୁ।

koraputଜିଲ୍ଲାର ବାଗଦେରୀଠାରେ କୋଲାବ ନଦୀରୁ ଟ୍ରାକ୍ଟର ଜରିଆରେ ବେଆଇନ ଭାବେ ବାଲି ଉଠାଣ ହୋଇ ଚୋରା ଚାଲାଣ କରାଯାଉଛି। ବେଧଡ଼କରେ ଚାଲିଛି ଏହି ବାଲି ଚୋରା ଚାଲାଣ। କିଛିଦିନ ପୂର୍ବେ ସ୍ଥାନୀୟ ଲୋକ ଏପରି ଲୁଟ୍‌କୁ ବିରୋଧ କରି କୁନ୍ଦୁରା ଥାନା ଘେରାଉ କରିଥିଲେ। ହେଲେ ଏହି ବାଲି ଚୋରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଅଭିଯୋଗ ହେଉଛି।

କିଛି ଟ୍ରାକ୍ଟର ଡ୍ରାଇଭର କହିଛନ୍ତି, ଏଠାରୁ ବାଲି ଯାଇ ବିଭିନ୍ନ କାମରେ ଲାଗୁଛି। ଘାଟ ନିଲାମ ହୋଇଛି କି ନାହିଁ ଆମେ ଜାଣିନାହୁଁ। ମାଲିକ ଆମକୁ ବାଲି ପାଇଁ ପଠାଉଛନ୍ତି, ସେଥିପାଇଁ ଆମେ ଆସୁଛୁ।

koraput2ସୂଚନାଯୋଗ୍ୟ, ଜିଲ୍ଲାର କୁନ୍ଦୁରା ତହସିଲରେ ମୋଟ ୧୧ଟି ଘାଟକୁ ନିଲାମ ଦିଆଯାଇଛି। ହେଲେ ଏହାଠାରୁ ଢେର ଅଧିକ ଘାଟରୁ ଚୋରାରେ ବାଲି ଉଠାଣ ହେଉଛି। ଏଭଳି ବାଲି ଚୋରା ଚାଲାଣକୁ ରୋକିବା ପାଇଁ ପ୍ରଶାସନର ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଏନେଇ କୁନ୍ଦୁରା ତହସିଲଦାର ଭିର ସୋରେଙ୍ଗ କହିଛନ୍ତି- “ଅଭିଯୋଗ ହେବା ପରେ ଯାଞ୍ଚ ପାଇଁ ଘଟକୁ ଆସିଥିଲି। ଏଠାରେ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଜଣାପଡିଛି। ବାଲି ଉଠାଉ ଥିବା ଟ୍ରାକ୍ଟର ମାଲିକଙ୍କ ପାଖରୁ ଜରିମାନା ଆଦାୟ କରାଯିବ। ଦିନ ବେଳେ ଯେଉଁଠି ବାଲି ଚୋରା ଚାଲାଣ ହେଉଛି, ଚଢାଉ କରି ଜରିମାନା ଆଦାୟ କରାଯାଉଛି। ହେଲେ ରାତିରେ ଜଗିବା ସମ୍ଭବ ହେଉନାହିଁ। ରାତିରେ ବାଲି ଚୋରା ଚାଲଣ ହେଉଥିବା ଅଭିଯୋଗ ଆସିଲେ, ପୋଲିସ୍‌ର ସହାୟତା ନିଆଯାଇ ଏହାକୁ ବନ୍ଦ କରିବାକୁ ଚେଷ୍ଟା କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story