ଡୋକଲାମରେ କାହିଁକି ପଛକୁ ହଟିଲା ଚୀନ୍‌ ?

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ଡୋକଲାମ ବିବାଦକୁ ନେଇ ଲଗାତାର ଭାରତକୁ ଧମକ ଦେଉଥିବା ଚୀନ୍ ଏତେ ସହଜରେ ପଛକୁ ହଟିଲା କିପରି? ଏ ପ୍ରଶ୍ନ ସମସ୍ତଙ୍କ ମନକୁ ଆସିଛି ହେଲେ ଦୁଇ ଦେଶର ଗଣମାଧ୍ୟମ ଏହାକୁ ନିଜ ନିଜ ଦେଶର କୂଟନୈତିକ ବିଜୟ ବୋଲି କହୁଛନ୍ତି। ହେଲେ ସତ ତା ନୁହେଁ ବରଂ କିଛି ଅଲଗା, ଏପରି ଭାବେ ପଛକୁ ହଟିବା ପଛରେ ଚୀନର ରହିଛି ଆଉ ଏକ ରଣନୀତି। ବାସ୍ତବ କାରଣଟି ହେଉଛି ଚଳିତ ବର୍ଷ ଡିସେମ୍ବର […]

Rakesh Mallick
  • Published: Saturday, 02 September 2017
  • Updated: 02 September 2017, 06:01 PM IST

Sports

Latest News

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ଡୋକଲାମ ବିବାଦକୁ ନେଇ ଲଗାତାର ଭାରତକୁ ଧମକ ଦେଉଥିବା ଚୀନ୍ ଏତେ ସହଜରେ ପଛକୁ ହଟିଲା କିପରି? ଏ ପ୍ରଶ୍ନ ସମସ୍ତଙ୍କ ମନକୁ ଆସିଛି ହେଲେ ଦୁଇ ଦେଶର ଗଣମାଧ୍ୟମ ଏହାକୁ ନିଜ ନିଜ ଦେଶର କୂଟନୈତିକ ବିଜୟ ବୋଲି କହୁଛନ୍ତି। ହେଲେ ସତ ତା ନୁହେଁ ବରଂ କିଛି ଅଲଗା, ଏପରି ଭାବେ ପଛକୁ ହଟିବା ପଛରେ ଚୀନର ରହିଛି ଆଉ ଏକ ରଣନୀତି।
ବାସ୍ତବ କାରଣଟି ହେଉଛି ଚଳିତ ବର୍ଷ ଡିସେମ୍ବର ୩ରେ ଚୀନର ଫୁଜିଆନ୍ ରାଜ୍ୟର ସିଆମେନ୍ ଠାରେ BRICS ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଏଥିରେ ଭାଗନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଯାଉଛନ୍ତି। ଏହି ସଂଗଠନଟି ଓ୍ୱାର୍ଲଡ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF)କୁ କଡା ଟକ୍କର ଦେବା ଉଦ୍ଦେଶ୍ୟରେ ଆୟୋଜନ କରାଯାଏ। ଏଥର ଏହାକୁ ଚୀନ ଆୟୋଜିତ କରୁଛି। ଚୀନ୍ ଏହି ସମ୍ମିଳନୀରେ ମିଶର୍,କେନିଆ,ତାଜିକିସ୍ତାନ, ମେକସିକୋ ଏବଂ ଥାଇଲ୍ୟାଣ୍ଡକୁ ଅତିଥି ଭାବେ ଆମନ୍ତ୍ରଣ କରିଛି। ସମ୍ମିଳନୀର ଠିକ୍ ପୂର୍ବରୁ ଚୀନ୍ ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ ୟି କହିଥିଲେ ଯେ, ‘ଚୀନ୍ ଓ ଭାରତ ମଧ୍ୟରେ ବ୍ୟାପକ ସହଯୋଗ ରହିଛି’। ଚୀନ୍ ସମ୍ବାଦପତ୍ର ଗ୍ଲୋବାଲ୍ ଟାଇମସ୍ କହଛି ଯେ, ‘ଭାରତ ଏବଂ ଚୀନ୍ ଏବେ ଠିକ ରାସ୍ତାରେ ଅଛନ୍ତି’। ହେଲେ ଅଚାନକ ଭାବେ ଚୀନ୍ ସମ୍ବାଦ ପତ୍ରର ପରିବର୍ତ୍ତିତ ଭାଷା ସମସ୍ତଙ୍କୁ ଚକିତ କରିଦେଇଛି।
ଚୀନର ରଣନୀତୀ
ଚୀନର କହିବା ଅନୂଯାୟୀ BRICS ସମ୍ମିଳନୀ ଦ୍ୱାରା ପଶ୍ଚିମ ଦେଶ ଉପରେ ନିର୍ଭରଶୀଳତା କମିବ ଏବଂ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଆର୍ଥିକ ଏବଂ ସାମାଜିକ ସହଯୋଗ ବଢିବ। ଏବେ ଚୀନର ସବୁଠାରୁ ବଡ ଲକ୍ଷ ହେଉଛି ୟୁଆନ୍(ଚୀନୀ ମୁଦ୍ରା)କୁ BRICSର ଅଫିସିଆଲ କରେନ୍ସି ଭାବେ ଘୋଷଣା କରିବା। ଏପରି କରିବା ଦ୍ୱାରା ଚୀନ୍ ଉପରେ ସଦଶ୍ୟ ଦେଶମାନଙ୍କ ନିର୍ଭରଶୀଳତା ବଢିପାରେ। ହେଲେ ଆଶଙ୍କା ରହିଛି ଯେ ଭାରତ ଚୀନର ଏହି ଯୋଜନାରେ ବାଧା ସୃଷ୍ଟି କରିପାରେ। ତେଣୁ ଚୀନ୍ କୌଣସି ବି ସ୍ଥିତିରେ ଭାରତ ସହ ସମସ୍ତ ବିବାଦ ତୁଟାଇ ହାତ ମିଶାଇବାକୁ ଚାହୁଁଛି।
ଆମେରିକା ସହ ଭାରତର ସମ୍ପର୍କକୁ ନେଇ ଚିନ୍ତିତ ଚୀନ୍
BRICS ସମ୍ମିଳନୀକୁ ନେଇ ବେଶ୍ ସତର୍କତା ଅବଲମ୍ବନ କରୁଛି ଚୀନ୍। ଚୀନ୍ ଭଲ ଭାବରେ ଜାଣିଛି ଯେ ବିଗତ ଦିନରେ ଭାରତ ଓ ଆମେରିକା ମଧ୍ୟରେ ଏକ ଭଲ ସମ୍ପର୍କ ଗଢିଉଠିଛି। ସେପଟେ ଚୀନ୍ ଓ ଆମେରୀକା ମଧ୍ୟରେ ଦୂରତା ମଧ୍ୟ ବଢିଛି। ଏପରିକି ଆମେରିକା କିଛି ଚୀନ୍ କମ୍ପାନୀ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇଦେଇଛି। ତେଣୁ ଏପରି ସ୍ଥିତିରେ ଚୀନ୍ ପାଖରେ ଡୋକଲାମ ବିବାଦରୁ ଓହରିବା ଛଡା ଆଉ କିଛି ଉପାୟ ନଥିଲା।
ଡୋକଲାମରୁ ହଟିବା ଛଡା ଆଉ କିଛି ବିକଳ୍ପ ନଥିଲା
ଡୋକଲାମ ଏବଂ ଲଦାଖରେ ଅନୁପ୍ରବେଶ ପରେ ଅଚାନକ ଭାବେ ଏପରି ଶାନ୍ତ ପଡିଯିବା ପଛରେ ଚୀନର ଲମ୍ବା ଯୋଜନା ରହିଛି। ସୀମା ବିବାଦକୁ ନେଇ ଚୀନ୍ ତାର ସମ୍ବାଦପତ୍ର ଜରିଆରେ ଭାରତକୁ ଲଗାତାର ଯୁଦ୍ଧର ଧମକ ଦେଇଆସୁଥିଲା। ହେଲେ ଭାରତ ସୀମାରୁ ହଟିବା ପାଇଁ ରାଜି ହେଲା ନାହିଁ। ତେଣୁ BRICS ସମ୍ମିଳନୀକୁ ଦୃଷ୍ଟି ରଖି ଚୀନ୍ ପାଖରେ ଏହି ବିବାଦରୁ ଓହରିବା ଛଡା ଅନ୍ୟ କିଛି ବିକଳ୍ପ ନଥିଲା। କାରଣ ଚୀନ୍ କୌଣସି ବି ପରିସ୍ଥିତିରେ BRICS ସମ୍ମିଳନୀକୁ ନେଇ ତାର ଯୋଜନାକୁ ସଫଳ କରିବାକୁ ଚାହୁଁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story