ନାରୀଙ୍କ ସମ୍ମାନ ଉଦ୍ଦେଶ୍ୟରେ କ’ଣ କହିଥିଲେ ଏମାନେ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନାରୀ ହେଉଛି ଶକ୍ତିର ଦ୍ୱିତୀୟ ରୂପ। ଆମ ଦେଶରେ ମହିଳାମାନଙ୍କୁ ଦେବୀ ବୋଲି ବିବେଚନା କରାଯାଏ। ପୁରୁଷଙ୍କ ଅପେକ୍ଷା ନାରୀଙ୍କ ଭୂମିକା ମଧ୍ୟ ଏଠାରେ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। । ନିଜ ଅଧ୍ୟବସାୟ, କାର୍ଯ୍ୟଦକ୍ଷତା ଓ ପ୍ରଚେଷ୍ଟା ବଳରେ ମହିଳାମାନେ ସମାଜରେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସେମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୱରେ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ବିଶ୍ୱ ମହିଳା ଦିବସ ଭାବେ ପାଳନ କରାଯାଏ। ଆଗ କାଳରେ ଘରର ଏରୁଣ୍ଡି ବନ୍ଧ […]

women-3...

women-3...

Niharika Rout
  • Published: Friday, 08 March 2019
  • Updated: 08 March 2019, 12:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନାରୀ ହେଉଛି ଶକ୍ତିର ଦ୍ୱିତୀୟ ରୂପ। ଆମ ଦେଶରେ ମହିଳାମାନଙ୍କୁ ଦେବୀ ବୋଲି ବିବେଚନା କରାଯାଏ। ପୁରୁଷଙ୍କ ଅପେକ୍ଷା ନାରୀଙ୍କ ଭୂମିକା ମଧ୍ୟ ଏଠାରେ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। । ନିଜ ଅଧ୍ୟବସାୟ, କାର୍ଯ୍ୟଦକ୍ଷତା ଓ ପ୍ରଚେଷ୍ଟା ବଳରେ ମହିଳାମାନେ ସମାଜରେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସେମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୱରେ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ବିଶ୍ୱ ମହିଳା ଦିବସ ଭାବେ ପାଳନ କରାଯାଏ।

ଆଗ କାଳରେ ଘରର ଏରୁଣ୍ଡି ବନ୍ଧ ଡେଉଁନଥିବା ମହିଳା ଆଜି ଘରର ଦାୟିତ୍ୱ ନିଜ କାନ୍ଧକୁ ନେଲେଣି। ପୁରୁଷ ସହ ସମାନ ହୋଇ ସେମାନେ ମଧ୍ୟ ସବୁ କ୍ଷେତ୍ରରେ ନିଜକୁ ସାମିଲ କଲେଣି। ମହିଳାଙ୍କୁ ସମ୍ମାନ ଦେବାକୁ ଯାଇ ବହୁ ମହାନ ଲୋକ ଦେଇଥିବା ମତାମତ ଆଜି ବି  ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ଆସନ୍ତୁ ଜାଣିବା ସେଭଳି କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନିଜସ୍ୱ ମତ-

ପ୍ରସିଦ୍ଧ ଔପନାସିକ, କବି ତଥା ଲେଖକ ଓସ୍କାର ୱାଇଲ୍ଡ - ପ୍ରେମୀ ଯୁଗଳ ସାଧାରଣତଃ ସବୁ ବାଧାବିଘ୍ନରେ ସାଥୀ ହୋଇ     ରହିବାକୁ ପରସ୍ପରକୁ ପ୍ରତିଶ୍ରୁତି ଦେଇଥାନ୍ତି । ଜଣେ ଅନ୍ୟଜଣକ ନିମନ୍ତେ ନିଜର ସର୍ବସ୍ୱ ଦେବାକୁ ମଧ୍ୟ କଥା ଦେଇଥାନ୍ତି । ହେଲେ ଏହାକୁ କିଏ ଆଉ କେତେଦୂର କାର୍ଯ୍ୟକାରୀ କରେ ତାହା ଏକ ପ୍ରଶ୍ନବାଚୀ। ପ୍ରତିଶ୍ରୁତି ଦେବା ସତ୍ତ୍ୱେ ଜଣେ ପୁରୁଷ କେବେ ବି ପ୍ରେମିକା ବା ସ୍ତ୍ରୀକୁ ନିଜ ଜୀବନର ସର୍ବସ୍ୱ ଦେବା କଥା ଭାବି ନ ଥାଏ। ନାରୀଟି କିନ୍ତୁ ବିନା କୌଣସି ପଶ୍ଚାତାପରେ ନିଜର ସର୍ବସ୍ୱ ପୁରୁଷକୁ ଦେଇଦେଇଥାଏ।

ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲି ଜୀନା– ଯେକୌଣସି ଦେଶ ପ୍ରଗତି ପଥରେ ଅଗ୍ରସର ହେବା ପଛରେ ଉଭୟ ପୁରୁଷ ଓ ନାରୀଙ୍କର ବେଶ୍‌ ଅବଦାନ ଥାଏ। ଜଣଙ୍କ ବିନା ଅନ୍ୟଜଣଙ୍କର କିଛି ଅସ୍ତିତ୍ୱ ହିଁ ନାହିଁ। ଏଥିନିମନ୍ତେ ଏକ ଦେଶକୁ ସଫଳତାର ଶୀର୍ଷରେ  ପହଞ୍ଚିବାକୁ ଉଭୟ ପୁରୁଷ ଓ ମହିଳାଙ୍କ ସହଯୋଗ ଲୋଡା। ଯେଉଁ ପର୍ଯ୍ୟନ୍ତ ଏହାର ମହିଳାମାନେ ପୁରୁଷଙ୍କ କାନ୍ଧରେ କାନ୍ଧ ମିଶାଇ ନାହାନ୍ତି, ସେ ପର୍ଯ୍ୟନ୍ତ ଦେଶର ପ୍ରଗତି ଅସମ୍ଭବ।

ମନୁ ଋଷି- ଯେଉଁଠାରେ ନାରୀର ସମ୍ମାନ ହୁଏ, ଦେବତା ମଧ୍ୟ ପ୍ରସନ୍ନ ହୋଇ ସେଠାରେ ରୁହନ୍ତି। ହେଲେ ଯେଉଁଠି ନାରୀ ନିର୍ଯାତିତ ହୁଏ,   ଅବଳା, ଦୁର୍ବଳା ହୋଇ ରହିଥାଏ, ସେହି ସ୍ଥାନ ନର୍କଠୁ ବି ହୀନ।

ସମ୍ବିଧାନ ପ୍ରଣେତା ବି. ଆର ଆମ୍ୱେଡକର- ଏକ ଦେଶର ପ୍ରଗତି ଏହାର ମହିଳାମାନେ ହାସଲ କରିଥିବା ପ୍ରଗତି ସହ ତୁଳନା କରିବା ଆବଶ୍ୟକ। ଯେଉଁ ଦେଶର ମହିଳାମାନେ ପ୍ରଗତି ପଥରେ ଅଗ୍ରସର ହୋଇ ନାହାନ୍ତି, ସେ ଦେଶର ଉନ୍ନତି ଅସମ୍ଭବ।

 ଆମେରିକାର ଧର୍ମଗୁରୁ ବ୍ରିଘମ୍‌ ୟଙ୍ଗ- ଆପଣ ଯଦି ଜଣେ ପୁରୁଷକୁ ଶିକ୍ଷିତ କରିବେ ତେବେ ଜଣେ ପୁରୁଷ ହିଁ ଶିକ୍ଷିତ ହେବ। ହେଲେ ଜଣେ ନାରୀକୁ ଶିକ୍ଷିତ କଲେ ପୁରା ପିଢି ଶିକ୍ଷିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story