ଯାଜପୁର: ୪ ବର୍ଷ ହେଲାଣି ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି ବଡ଼ଚଣାର ଗେଙ୍ଗୁଟି ସେତୁ, ୭ ପଞ୍ଚାୟତବାସୀଙ୍କ ପାଇଁ ଦେଶୀ ଡଙ୍ଗା ସାଜିଛି ଲାଇଫଲାଇନ୍    

ଯାଜପୁର: ୪ ବର୍ଷ ବିତିଲା। ସେମିତି ଅଧପନ୍ତରିଆ ହୋଇ ପଡ଼ି ରହିଛି ଯାଜପୁରର ବଡଚଣା ବ୍ଲକ ଗେଙ୍ଗୁଟି ସେତୁ। ଫଳରେ ୭ଟି ପଞ୍ଚାୟତର ଲୋକେ ଯାତାୟତ ପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ସ୍ଥାନୀୟ ଲୋକେ ଓ ଛାତ୍ରଛାତ୍ରୀ। ପୋଲଟିଏ ନଥିବାରୁ ଯାଜପୁର ବଡ଼ଚଣା ବ୍ଲକର ୪ ପଞ୍ଚାୟତ ଓ ମାହାଙ୍ଗ। ବ୍ଲକର ୩ ପଂଚାୟତ ଲାଇଫଲାଇନ ହେଉଛି ଦେଶୀ ଡଙ୍ଗା। ଭାଗ୍ୟକୁ ଭରସା କରି […]

genguti-nadi3

genguti-nadi3

Rakesh Mallick
  • Published: Tuesday, 17 November 2015
  • Updated: 17 November 2015, 04:45 PM IST

Sports

Latest News

genguti-nadi1ଯାଜପୁର: ୪ ବର୍ଷ ବିତିଲା। ସେମିତି ଅଧପନ୍ତରିଆ ହୋଇ ପଡ଼ି ରହିଛି ଯାଜପୁରର ବଡଚଣା ବ୍ଲକ ଗେଙ୍ଗୁଟି ସେତୁ। ଫଳରେ ୭ଟି ପଞ୍ଚାୟତର ଲୋକେ ଯାତାୟତ ପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ସ୍ଥାନୀୟ ଲୋକେ ଓ ଛାତ୍ରଛାତ୍ରୀ। ପୋଲଟିଏ ନଥିବାରୁ ଯାଜପୁର ବଡ଼ଚଣା ବ୍ଲକର ୪ ପଞ୍ଚାୟତ ଓ ମାହାଙ୍ଗ। ବ୍ଲକର ୩ ପଂଚାୟତ ଲାଇଫଲାଇନ ହେଉଛି ଦେଶୀ ଡଙ୍ଗା। ଭାଗ୍ୟକୁ ଭରସା କରି ଦେଶୀ ଡଙ୍ଗାରେ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ। ଛୋଟ ଛୋଟ ପିଲା ଯେପରି ଭାବେ ବିପଦ ଶଙ୍କୁଳ ଭାବେ ଯାତାୟତ କରୁଛନ୍ତି, କେତେବେଳେ ଯେ ଅଘଟଣ ଘଟିବା ତାହା କହିହେବ ନାହିଁ। ବେଳେ ବେଳେ ଡଙ୍ଗା ଚଲାଇବାର ଦାୟିତ୍ୱ ବି ଛାତ୍ରଛାତ୍ରୀମାନେ ନେଇଥା’ନ୍ତି।genguti-nadi2ଅର୍ଚ୍ଚନା ସାହୁ ନାମକ ଜଣେ ଛାତ୍ର କହିଛନ୍ତି ଯେ ଡଙ୍ଗା ଯୋଗୁଁ ବହୁ ବପଦରେ ପଡୁ। ବର୍ଷାଦିନେ ନଦୀ ବଢିଲେ ଏକ ମାତ୍ର ସହାରା ହେଉଛି ଏହି ଡଙ୍ଗା। ବିଭିନ୍ନ କାରଣରୁ ଡଙ୍ଗା ଲେଟ୍ କଲେ ଆମେ ସ୍କୁଲରେ ଠିକ୍ ସମୟରେ ପହଞ୍ଚି ପାରୁନି। କେତେବେଳେ ସାର ଗାଳି କରନ୍ତି ତ କେତେବେଳେ ଆମେ ପହଞ୍ଚିଲା ବେଳକୁ ଗୋଟିଏ କି ଦିଇଟା କ୍ଲାସ ଶେଷ ହୋଇ ଯାଇଥାଏ। ଯଦି ଏହି ନଦୀ ଉପରେ ପୋଲଟିଏ ହୁଅନ୍ତା ତେବେ ଆମେ ଉପକୃତ ହୁଅନ୍ତୁ। ଗାଁରେ ସ୍କୁଲ ନଥିବାରୁ ପାଠ ପଢିବାକୁ ଯିବାକୁ ପଡେ ଗେଙ୍ଗୁଟି ନଦୀ ସେପାରିକୁ। ତେଣୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ।୨୦୧୧ ମସିହା ମାର୍ଚ୍ଚ ମାସରେ ୨୨ ମଉଜାରେ ଆରମ୍ଭ ହୋଇଥିଲା ଗେଙ୍ଗୁଟି ସେତୁ ନିର୍ମାଣ କାମ। ବ୍ୟୟ ଅଟକଳ ଥିଲା ୧୪ କୋଟି ଟଙ୍କ।। ଡେଡଲାଇନ ଥିଲା ୨ ବର୍ଷ। ତେବେ କିଛି ମାସ ପରେ କାମ ବନ୍ଦ କରି ଠିକା ସଂସ୍ଥା ଚାଲିଗଲା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ବିଷ୍ଣୁଚରଣ ନାୟକ ।

ପ୍ରାୟ ୪ ବର୍ଷ ହେଲା ଗେଙ୍ଗୁଟି ସେତୁ ନିର୍ମାଣ କାମ ଅଧପନ୍ତରିଆ ହୋଇ ପଡିରହିଛି। ବାରମ୍ୱାର ଏନେଇ ଅଭିଯୋଗ କଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି। ତେବେ ଯାଜପୁର ଜିଲ୍ଲାପାଳ ସତ୍ୟ କୁମାର ମଲିକ କହିଛନ୍ତି ଯେ ପୁଣି ଥରେ ଟେଣ୍ଡର କରାଯାଇଥିବାରୁ ସେତୁ ନିର୍ମାଣ କାମରେ ବିଳମ୍ବ ହେଉଛି। ଏନେଇ ସେ ତଦାରଖ କରୁଛନ୍ତି। ଆସନ୍ତା ଗ୍ରୀଷ୍ମ ଋତୁ ସୁଦ୍ଧା ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କେବେ ଗେଙ୍ଗୁଟି ସେତୁ ନିର୍ମାଣ କାମ ସରିବ ଆଉ କେବେ ବଦଳିବ ସେମାନଙ୍କ ଭାଗ୍ୟ, ତାକୁ ଚାହିଁ ବସିଛନ୍ତି ୭ଟି ପଂଚାୟତର ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story