ଜଉ କଣ୍ଢେଇ ବାହାଘରକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଛି: କେଶୁ ଦାସ

ପରିବର୍ତ୍ତନଶୀଳ ସମାଜରେ ଓଡ଼ିଶାର ଲୋକନୃତ୍ୟ ଓ ସଂସ୍କୃତି ଲୋପ୍‌ ପାଇବାକୁ ଯାଉଛି। ଏହାକୁ ପୁନରୁଦ୍ଧାର କରାଯିବା ଦରକାର। ତା’ ନହେଲେ ପରବର୍ତ୍ତୀ ପିଢ଼ି ପାଇଁ ଏହା ପୁସ୍ତକରେ ସୀମିତ ହୋଇ ରହିଯିବ। ସେଥିପାଇଁ ଏହାର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଛନ୍ତି କାନ୍‌ଭାସ୍‌ ପେଣ୍ଟର ଓ ଜଉ ଚିତ୍ର ଶିଳ୍ପୀ କେଶୁ ଦାସ। ଏହାଛଡ଼ା ବାଲେଶ୍ୱର ଜଉ କଣ୍ଢେଇକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି। ନିଜର ଚିତ୍ର କଳା ପାଇଁ ସେ ପାଇଛନ୍ତି ଓଡ଼ିଶା […]

jau-kandhei

jau-kandhei

Rakesh Mallick
  • Published: Wednesday, 05 October 2016
  • Updated: 05 October 2016, 05:27 PM IST

Sports

Latest News

keshuପରିବର୍ତ୍ତନଶୀଳ ସମାଜରେ ଓଡ଼ିଶାର ଲୋକନୃତ୍ୟ ଓ ସଂସ୍କୃତି ଲୋପ୍‌ ପାଇବାକୁ ଯାଉଛି। ଏହାକୁ ପୁନରୁଦ୍ଧାର କରାଯିବା ଦରକାର। ତା’ ନହେଲେ ପରବର୍ତ୍ତୀ ପିଢ଼ି ପାଇଁ ଏହା ପୁସ୍ତକରେ ସୀମିତ ହୋଇ ରହିଯିବ। ସେଥିପାଇଁ ଏହାର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଛନ୍ତି କାନ୍‌ଭାସ୍‌ ପେଣ୍ଟର ଓ ଜଉ ଚିତ୍ର ଶିଳ୍ପୀ କେଶୁ ଦାସ। ଏହାଛଡ଼ା ବାଲେଶ୍ୱର ଜଉ କଣ୍ଢେଇକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି। ନିଜର ଚିତ୍ର କଳା ପାଇଁ ସେ ପାଇଛନ୍ତି ଓଡ଼ିଶା ଲଳିତକଳା ଏକାଡ଼େମୀ ପୁରସ୍କାର, କୋଲକାତାର ଏକାଡେମୀ ଅଫ୍‌ ଫାଇନ୍‌ ଆର୍ଟ, ଯାଜପୁର ଫାଇନ୍‌ ଆର୍ଟ ଓ ଜାମସେଦପୁର ଦୀପକ ଆର୍ଟ ଟ୍ରଷ୍ଟ ପୁରସ୍କାର ପାଇଛି। ତାଙ୍କ ସହିତ ମନୋରଞ୍ଜନଙ୍କ ସ୍ୱତନ୍ତ୍ର ଆଳାପ।

ପ୍ରଶ୍ନ: କେବେଠାରୁ ପେଣ୍ଟିଂ କରିବା ଆରମ୍ଭ କଲେ?

ଉତ୍ତର: ପିଲାବେଳୁ ପେଣ୍ଟିଂ ପ୍ରତି ମୋର ଆଗ୍ରହ ଥିଲା। ସେଥିପାଇଁ ଲୁଚିଛପି ପେଣ୍ଟିଂ କରୁଥିଲି। ମୋର ମନେ ଅଛି ୧୯୭୨ରେ ଦୁବଲଗଡ଼ି ସ୍କୁଲରେ ପଢ଼ୁଥିବା ବେଳେ ପାଠ ନ ପଢ଼ି ଜଣେ ନର୍ତ୍ତକୀଙ୍କ ଚିତ୍ର କରି ଶିକ୍ଷକଙ୍କଠାରୁ ମାଡ଼ ଖାଇଥିଲି। ତା’ପରେ ଛାତ୍ରାବାସରେ ରହୁଥିବା ବେଳେ ରାତିରେ ସମସ୍ତେ ଶୋଇଗଲା ପରେ ଚିତ୍ର ଆଙ୍କୁ ଥିଲି। ଦିନେ ହଠାତ୍‌ ଶିକ୍ଷକ ମୋର ଚିତ୍ର ଦେଖି ପ୍ରଶଂସା କରିବା ସହିତ ମୋ ବାପାଙ୍କୁ ଜଣାଇଥିଲେ।

ପ୍ରଶ୍ନ: ଚିତ୍ର କରିବା ପାଇଁ କାହାଠାରୁ ପ୍ରେରଣା ପାଇଥିଲେ?

ଉତ୍ତର: ସ୍କୁଲ ଶିକ୍ଷକ ଗୋପାଳ ଜେନା, ବାପା ସ୍ୱର୍ଗତ ରାମକୃଷ୍ଣ ଦାସ ଓ ବଡ଼ ଭାଇ କାହ୍ନୁଚରଣଙ୍କ ପରାମର୍ଶ ଓ ପ୍ରେରଣା ମୋତେ ଚିତ୍ର କରିବାକୁ ଉତ୍ସାହ ଯୋଗାଇ ଥିଲା। ଆମ ଗାଁରେ ପ୍ରତିବର୍ଷ ହରିହାଟ ବସେ। ଏଥିରେ ବାପା ପ୍ରମୁଖ ଭୂମିକା ନିଅନ୍ତି। ସେଥିପାଇଁ ହରି ହାଟରେ ବାପା ଏକ ଚିତ୍ରକଳା ପ୍ରଦର୍ଶିତ କରିବାକୁ ମୋତେ କହିଥିଲେ। ଏପରିକି ବାଲେଶ୍ୱର ମଣିପୁଟି ଦୋକାନରୁ ମୂର୍ତ୍ତି ରଙ୍ଗ ଆଣି ଚିତ୍ର ଆଙ୍କିବାକୁ ଦେଇଥିଲେ। ସାଦା କାଗଜରେ ପ୍ରହଲ୍ଲାଦଙ୍କ ଉପରେ ୩୦ ପ୍ରକାର ଚିତ୍ର ଆଙ୍କିଥିଲି। ଏହି ଚିତ୍ର ଗୁଡ଼ିକୁ ଗାଁ ଲୋକେ ଦେଖି ବହୁ ପ୍ରଶଂସା କରିଥିଲେ। ସେଥିରୁ ଯେଉଁ ରଙ୍ଗ ବଳିଥିଲା ସେଥିରେ ମୁଁ ହାଇସ୍କୁଲ କାନ୍ଥରେ ମହାପୁରୁଷଙ୍କ ଚିତ୍ର ଆଙ୍କି ଥିଲି। ସ୍କୁଲ ଶିକ୍ଷକ ଚିତ୍ର ଗୁଡ଼ିକୁ ଦେଖି ବହୁ ପ୍ରଶଂସା କରିବା ସହିତ ଆର୍ଟ କଲେଜରେ ପଢ଼ିବାକୁ ପରାମର୍ଶ ଦେଇଥିଲେ। ବହୁ କଷ୍ଟରେ ମାଟ୍ରିକ୍‌ ପାସ୍‌ କଲା ପରେ ଆର୍ଟ କଲେଜରେ ପାଠ ପଢ଼ିବାକୁ ବାପାଙ୍କ ପାଖରେ ଜିଦ୍‌ ଧରିଥିଲି। ବାପା ପ୍ରଥମେ ରାଜି ହୋଇ ନ ଥିଲେ। ପରେ ରାଜି ହେଲାବେଳକୁ ଓଡ଼ିଶାର ଏକ ମାତ୍ର ଆର୍ଟ କଲେଜ ଖଲ୍ଲିକୋଟ ଆର୍ଟ କଲେଜର ପ୍ରବେଶିକା ପରୀକ୍ଷା ସରିଯାଇଥିଲା। ସେଥିପାଇଁ ବାଧ୍ୟ ହୋଇ ମୁଁ ରେମୁଣାରେ ଯୁଧିଷ୍ଠିର ମାନ୍ନାଙ୍କ ପାଖକୁ ମୂର୍ତ୍ତି ତିଆରି ଶିଖିବାକୁ ଗଲି। ସେଠାରେ ଗୋଟିଏ ବର୍ଷ ମୂର୍ତ୍ତି ତିଆରି ଶିଖିଲା ପରେ ଖଲ୍ଲିକୋଟ ଆର୍ଟ କଲେଜରେ ଭାରତୀୟ ଚିତ୍ରକଳାରେ ଡିଗ୍ରୀ କୋର୍ସରେ ନାମ ଲେଖାଥିଲି। ୧୫୦ ଜଣଙ୍କ ପିଲାଙ୍କ ମଧ୍ୟରୁ ମୁଁ ତୃତୀୟ ସ୍ଥାନ ଅଧିକାର କରିଥିଲି। ସେଠାରେ ପଢ଼ୁଥିବା ବେଳେ ମୁଁ ବ୍ୟଙ୍କ ଚିତ୍ର ଆଙ୍କୁଥିଲି।

ପ୍ରଶ୍ନ: ପେଣ୍ଟିଂକୁ ନେଇ କେବେଠାରୁ କ୍ୟାରିଅର ଆରମ୍ଭ କଲେ?

ଉତ୍ତର: ଖଲ୍ଲିକୋଟରୁ ପଢ଼ା ସରିବା ପରେ କର୍ମକ୍ଷେତ୍ର ବାଲେଶ୍ୱରକୁ ଫେରି ଆସି ଫକୀରମୋନ ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜରେ ଯୋଗଦେଲି। ସେଠାରେ ଶନିବାର ଓ ରବିବାର ଦୁଇ ଦିନ ପିଲାମାନଙ୍କୁ ପଢ଼ାଉଥିଲି। ଏହି ସମୟରେ ବାଲେଶ୍ୱରର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ୧୯୯୨ ମସିହାରେ ଆୟୋଜିତ ଚନ୍ଦ୍ରଭାଗା ମହୋତ୍ସବରେ ପ୍ରଥମ ଥର ପାଇଁ ବ୍ୟଙ୍ଗ ଚିତ୍ର ପ୍ରଦର୍ଶିତ କରିଥିଲି। ସେଥିରେ ବାଲେଶ୍ୱର ଜିଲ୍ଲାର ଲୋକକଳା, ସଂସ୍କୃତି, ପ୍ରତିଷ୍ଠିତ ବ୍ୟକ୍ତି ଓ ରାଜନୈତିକ ବ୍ୟକ୍ତିଙ୍କ ଚାଲି ଚଳନ, ହାବଭାବକୁ ପ୍ରଦର୍ଶିତ କରିଥିଲି। ମୋର ଏହି ବ୍ୟଙ୍ଗ ଚିତ୍ର କଳା ବହୁ ଲୋକଙ୍କୁ ହସର ଖୋରାକ ଯୋଗାଇଥିଲା। ପରେ ବହୁ ବ୍ୟଙ୍ଗ ଓ ଅନ୍ୟାନ୍ୟ ଚିତ୍ର ଆଙ୍କି ବହୁ ଅନୁଷ୍ଠାନଠାରୁ ପୁରସ୍କୃତ ହୋଇଥିଲି। ଏଥିରେ କିନ୍ତୁ ମୁଁ ସନ୍ତୁଷ୍ଟ ନ ଥିଲି। ଅଧିକ ଶିଖିବାର ଆଗ୍ରହ ମୋତେ ବାରଣାସୀର ମହାତ୍ମା ଗାନ୍ଧୀ କାଶି ବିଦ୍ୟାପୀଠକୁ ଟାଣି ନେଇଥିଲା। ସେଠାରେ ମୁଁ ୨୦୦୦ରେ  ଭାରତୀୟ ଚିତ୍ର କଳାରେ ମାଷ୍ଟର ଡିଗ୍ରି କଲି। କାଶି ବିଦ୍ୟାପୀଠ ଏପରି ଏକ ସ୍ଥାନ ଯାହା ନିଜର ଲୋକ ସଂସ୍କୃତି ଓ ପରମ୍ପରାକୁ ମନେ ପକାଇଥାଏ। ଆମ ସଂସ୍କୃତି ସମ୍ପର୍କରେ ଅଧିକା ଜାଣିବା ପାଇଁ ମୋ ମନ ଅନେକ ସମୟରେ ଆନ୍ଦୋଳିତ ହେଉଥିଲା। ମୁଁ ସେଠାରୁ ଫେରି ମୋ ଜିଲ୍ଲାର ନିଜସ୍ୱ କଳା ଓ ଜଉ କଣ୍ଢେଇ ବାହାଘର ଉତ୍ସବକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କଲି।

ପ୍ରଶ୍ନ: ଜଉ କଣ୍ଢେଇ ବାହାଘରକୁ ବାଲେଶ୍ୱରର ଲୋକ ପର୍ବ ଭାବେ ପାଳନ କରାଯାଉଛି, ଏହାର କାରଣ କଣ?

ଉତ୍ତର: ଜଉ କଣ୍ଢେଇ ବାହାଘର କେଉଁକାଳରୁ ବାଲେଶ୍ୱରରେ ପାଳିତ ହେଉଥିଲା।  ସେତେବେଳେ ଜଉ କଣ୍ଢେଇକୁ ବର, କନିଆ ଓ ଲକ୍ଷ୍ମୀନାରାୟଣ ବେଶରେ ପୂଜା କରାଯାଉଥିଲା। ପରବର୍ତ୍ତୀ ସମୟରେ ଏହା ଲୋକ ଉତ୍ସବରେ ପରିଣତ ହେଲା ଓ ଏଥିରେ ସମସ୍ତେ ସାମିଲ ହେଲେ। ୨୦୧୧ରେ ଜଉ କଣ୍ଢେଇ ବାହାଘର କମିଟି ଗଠନ କରାଯାଇ ଏହାକୁ ଆନନ୍ଦ ଉଦ୍ଦୀପନାରେ ସାହି ସାହି ମଧ୍ୟରେ ପାଳନ କରାଗଲା। ଏଥିପାଇଁ କୌଣସି ସରକାରୀ ସହାୟତି ମିଳିନି। ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ କରାଯାଉଥିଲା। ଏଥିରେ ମଧ୍ୟ ଅନେକ ପ୍ରତିବନ୍ଧକ ଆସିଛି। କେତେକ ଲୋକ ଏହି କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ। ବିରୋଧ ସତ୍ତ୍ୱେ ଆମେ ଆଡମ୍ୱର ସହକାରେ ଏହି ବାହାଘର ଉତ୍ସବ ପାଳନ କରୁଛୁ।

ପ୍ରଶ୍ନ: ଜଉ କଣ୍ଢେଇ ବାହାଘର ମାଧ୍ୟମରେ ଆପଣ କ’ଣ ବାର୍ତ୍ତା ଦେବାକୁ ଚାହାନ୍ତି?

ଉତ୍ତର: ଜଉ ହେଉଛି ଏକ ପବିତ୍ର ଜିନିଷ। ଏହା ସମ୍ପର୍କ ଯୋଡ଼େ। ସେଥିପାଇଁ ଝିଅ ବାହାଘର ସମୟରେ ଜଗତ ପେଡିରେ ଜଉ କଣ୍ଢେଇ(ବର ଓ କନ୍ୟା) ଦିଆଯାଏ। ବିଶ୍ୱାସ ଅଛି ଝିଅର ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଜଉ କଣ୍ଢେଇ ବାହାଘର ଉତ୍ସବ ମାଧ୍ୟମରେ ସାହି-ସାହି  ମଧ୍ୟରେ ସୁସମ୍ପର୍କ ରଢ଼ିବ। ଏହାଛଡ଼ା ଆଗରୁ ରୀତିନୀତି ଓ ପରମ୍ପରା ଅନୁଯାୟୀ ଗାଁ ଦାଣ୍ଡରେ ବାହାଘର ହେଉଥିଲା। ବାହାଘର ପୂର୍ବରୁ ନିର୍ବନ୍ଧ, ଗୁଆ ମଙ୍ଗୁଳା, ଢିଙ୍କି ମଙ୍ଗୁଳା, ଗ୍ରାମଦେବୀ ପୂଜା, ପିଣ୍ଡଦାନ, ବର ବରଣୀ ଇତ୍ୟାଦି ମାଙ୍ଗଳିକ କାର୍ଯ୍ୟ ହେଉଥିଲା। କିନ୍ତୁ ଆଜିକାଲି କଲ୍ୟାଣମଣ୍ଡପ ବାହାଘରରେ ଏସବୁ ଦେଖିବାକୁ ମିଳୁନି। ଗ୍ରାମୀଣ ପରିବେଶରେ ବିବାହ ଉତ୍ସବକୁ କଣ୍ଢେଇ ବାହାଘର ମାଧ୍ୟମରେ ପୁନରୁଦ୍ଧାର କରିବାକୁ ଉଦ୍ୟମ କରାଯାଉଛି। ଜଉ କଣ୍ଢେଇ ବାହାଘର ସମୟରେ ସମସ୍ତ ମାଙ୍ଗଳିକ କାର୍ଯ୍ୟକ୍ରମ କରାଯିବା ସହିତ ବରଯାତ୍ରୀଙ୍କ ରୋଷଣିରେ ବିଭିନ୍ନ ଲୋକନୃତ୍ୟ ପରିବେଷଣ କରାଯାଉଛି। ଏହାଦ୍ୱାରା ଲୋପ ପାଉଥିବା ଲୋକ ନୃତ୍ୟକୁ ପୁନରୁଦ୍ଧାର ହେବା ସହିତ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇଛି।

ପ୍ରଶ୍ନ: ଅନେକ ଚିତ୍ର ଶିଳ୍ପୀ ନଗ୍ନ ଚିତ୍ର ଆଙ୍କୁଛନ୍ତି, ସେନେଇ କ’ଣ କହିବେ?

ଉତ୍ତର: ଚିତ୍ର ଶିଳ୍ପୀ କ୍ୟାରିଅର ଆରମ୍ଭ ବେଳେ ଅନେକ ନଗ୍ନ ଚିତ୍ର କରିଥାନ୍ତି। ଏହା ଆମର ପୈତୃକ ଅଧିକାର। ଏଥିରୁ ତାଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ। ଶିଳ୍ପୀ ଡ୍ରଇଁ କରିବା ବେଳେ ପ୍ରଥମେ ପୂର୍ଣ୍ଣାଙ୍ଗ ଶରୀର ଆଙ୍କିଥାଏ। ତା’ପରେ ଲୁଗା ପିନ୍ଧାଇଥାଏ। ଏଥିପାଇଁ ନାରୀଙ୍କୁ ମାଧ୍ୟମ ରୂପେ ଶିଳ୍ପୀମାନେ ନେଇଥାନ୍ତି। ପୁରୁଷମାନେ ନିଜର କାମନାର ଲାଳସା ପୂରଣ ପାଇଁ ନାରୀଙ୍କୁ ସୁନ୍ଦରୀ ବୋଲି କହୁଛନ୍ତି। ତାହା ନହେଲେ ପୁରୁଷ ନାରୀକୁ ନିଜ ଆୟତ୍ତରେ ରଖି ପାରିବ ନାହିଁ।

ପ୍ରଶ୍ନ: ଚିତ୍ର କରିବା ପୂର୍ବରୁ ଯାହା ଭାବନ୍ତି ତାକୁ କେତେଦୂର କାନଭାସ୍‌ରେ ପରିପ୍ରକାଶ କରନ୍ତି?

ଉତ୍ତର: କଳ୍ପନାର ଶେଷ ନାହିଁ, କିନ୍ତୁ ଚିତ୍ରକଳାର ଏକ ସୀମା ରହିଛି। କଳ୍ପନାକୁ ସୀମାରେଖା ମଧ୍ୟରେ ପରିପ୍ରକାଶ କରାଯାଏ। ସେଥିରେ କିଛି ପରିପ୍ରକାଶ କରାଯାଏ ଆଉ କିଛି ରହିଯାଏ। ସେଥିପାଇଁ ଚିତ୍ରକରମାନେ ଗୋଟିଏ ସିରିଜ୍‌ରେ ୪୦ରୁ ୫୦ ପେଣ୍ଟିଂ କରନ୍ତି। ତାହା ଭିତରୁ କେତୋଟି ତାଙ୍କୁ ପ୍ରସିଦ୍ଧ କରାଏ। ମୋ ସିରିଜ୍‌ରେ ଶେଷ ଡାକ,  ଶେଷ ବନ୍ୟା, ଶେଷ ଫଳ, ଶେଷ ପ୍ରାର୍ଥନା ପ୍ରମୁଖ କରିଛି। ତାହା ମଧ୍ୟରୁ ଅନେକ ଚିତ୍ରକଳା ମୋତେ ଚର୍ଚ୍ଚିତ କରିଛି।

ପ୍ରଶ୍ନ: ଆପଣଙ୍କ ଖୁସିର ମୂହୂର୍ତ୍ତ କଣ?

ଉତ୍ତର: ଯେଉଁ ଆଶା ଓ ବିଶ୍ୱାସ ନେଇ ଜଉ କଣ୍ଢେଇ ବାହାଘର ପର୍ବ ଆରମ୍ଭ କରିଥିଲୁ ତାହା ପ୍ରାୟତଃ ସଫଳ ହୋଇଛି। ଯେଉଁ ଦିନ ବାହାଘରରେ ପ୍ରଥମ ଥର ପାଇଁ ନାଚିଥିଲି ସେଦିନ ବହୁ ଖୁସି ଅନୁଭବ କରିଥିଲି।

ପ୍ରଶ୍ନ: ଆପଣଙ୍କ ଆଗାମୀ ଯୋଜନା କଣ?

ଉତ୍ତର: ଜଉ କଣ୍ଢେଇ ବାହାଘରକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ମୋ ପରିବାର ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଛି। ମୋ ସ୍ତ୍ରୀ କନକ ମଞ୍ଜରୀ ଓ  ଦୁଇ ପିଲା ମୋତେ ସହଯୋଗ କରୁଛନ୍ତି। ମୋର ଏହି ସାଧନା ନିଶ୍ଚିତ ସଫଳ ହେବ ବୋଲି ବିଶ୍ୱାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story