କେନ୍ଦୁଝର: ୨ ବର୍ଷରେ ୨୧ ଥର ନିର୍ମାଣ ହୋଇଛି ଗୋଟିଏ ରାସ୍ତା

କେନ୍ଦୁଝର: ଗ୍ରାମାଞ୍ଚଳ ରାସ୍ତାର ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହା ସତ୍ତ୍ୱେ ରାସ୍ତାର ଅବସ୍ଥା ସୁଧୁରୁନାହିଁ। ଆଶ୍ଚର୍ଯ୍ୟର ବିଷୟ ହେଉଛି ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକରେ ୨ଟି ଆର୍ଥିକ ବର୍ଷରେ ଗୋଟିଏ ରାସ୍ତାକୁ ୨୧ ଥର ନିର୍ମାଣ କରାଯାଇଛି। ତଥାପି ସମ୍ପୃକ୍ତ ରାସ୍ତାର ଉନ୍ନତି ହୋଇନି। ଖୋଦ୍ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ଜିଲ୍ଲାରେ ବିଭାଗର ଅର୍ଥ ହଡପ […]

kendujhar-road1

kendujhar-road1

Rakesh Mallick
  • Published: Wednesday, 03 August 2016
  • Updated: 03 August 2016, 04:20 PM IST

Sports

Latest News

kendujhar-road1କେନ୍ଦୁଝର: ଗ୍ରାମାଞ୍ଚଳ ରାସ୍ତାର ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହା ସତ୍ତ୍ୱେ ରାସ୍ତାର ଅବସ୍ଥା ସୁଧୁରୁନାହିଁ। ଆଶ୍ଚର୍ଯ୍ୟର ବିଷୟ ହେଉଛି ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକରେ ୨ଟି ଆର୍ଥିକ ବର୍ଷରେ ଗୋଟିଏ ରାସ୍ତାକୁ ୨୧ ଥର ନିର୍ମାଣ କରାଯାଇଛି। ତଥାପି ସମ୍ପୃକ୍ତ ରାସ୍ତାର ଉନ୍ନତି ହୋଇନି। ଖୋଦ୍ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ଜିଲ୍ଲାରେ ବିଭାଗର ଅର୍ଥ ହଡପ ହେଉଥିଲେ ବି ଅଧିକାରୀଙ୍କ ଚେତା ପଶୁନି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଖଜୁରୀଠାରୁ କୁମୁଣ୍ଡି ପର୍ଯ୍ୟନ୍ତ ରାସ୍ତା ୨୦୧୪-୧୫ ବର୍ଷରେ କଂକ୍ରିଟ କରାଯାଇଛି। ଏଥିପାଇଁ ଖର୍ଚ୍ଚ ହୋଇଛି ୨୫,୨୬୦୦୦ହଜାର ଟଙ୍କା। ପୁଣି ସେହି ବର୍ଷ ସ୍ୱତନ୍ତ୍ର କଂକ୍ରିଟ ଓ ଅନ୍ୟାନ୍ୟ ମରାମତି ବାବଦରେ ୬ଟି ପର୍ଯ୍ୟାୟରେ ୨୭,୫୦,୦୦୦ହଜାର ଟଙ୍କା ଖର୍ଚ୍ଚ ହୋଇଛି। ପୁଣି ବନ୍ୟା ବିପର୍ଯ୍ୟୟ କ୍ଷତିରେ ମରାମତି ପାଇଁ ୨ଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଗତ ଦୁଇ ବର୍ଷ ମଧ୍ୟରେ ଏହି ବ୍ଲକରେ ୫୦ ପ୍ରତିଶତରୁ କମ ବର୍ଷା ରେକର୍ଡ ହୋଇଛି। ଏହା ସତ୍ତ୍ୱେ ସ୍ୱତନ୍ତ୍ର ମରାମତି ବାବଦରେ ୫ଟି ପର୍ଯ୍ୟାୟରେ ୨୨ଲକ୍ଷ ୫୦ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବିଭାଗୀୟ କାଗଜପତ୍ରରୁ ଜଣାପଡ଼ିଛି।

kendujhar-roadଏତେ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସେହି ରାସ୍ତାର ଅବସ୍ଥା ନସୁଧୁରିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ୨୦୧୫-୧୬ ଆର୍ଥିକ ବର୍ଷରେ ସ୍ୱତନ୍ତ୍ର କଂକ୍ରିଟ ମରାମତି ପାଇଁ ୩ଟି ପର୍ଯ୍ୟାୟରେ ଯଥାକ୍ରମେ ୪,୯୯,୯୪୦ଟଙ୍କା, ୪,୯୯,୪୪୮ଟଙ୍କା ଓ ୪୯,୭୩୮ଟଙ୍କା ଖର୍ଚ୍ଚ କରିଛି। ଗାଁ ଲୋକଙ୍କୁ ଅନ୍ଧାରରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗର ତଳୁ ଉପରଯାଏ ବାବୁମାନେ ସରକାରୀ ଅନୁଦାନ ହଡ଼ପ୍ କରିଥିବା ଗାଁ ଲୋକେ ଅଭିଯୋଗ କରୁଛନ୍ତି।

ଗାଁର ଲମ୍ବୋଦର ମହାକୁଡ଼ କହିଛନ୍ତି, “ଏହି ରାସ୍ତାର ଅବସ୍ଥା ଦୟନୀୟ ହୋଇପଡ଼ିଛି। ରାସ୍ତା ନିର୍ମାଣ ନାମରେ ଠିକାଦାର ଓ ଯନ୍ତ୍ରୀ ମିଶି ଅର୍ଥ ହଡପ୍ କରିଛନ୍ତି।”

ଗ୍ରାମ୍ୟ ଉନ୍ନୟନ ବିଭାଗ ସୁପରିଟେଣ୍ଡେଣ୍ଟ୍ ଇଞ୍ଜିନିୟର ସୁରେନ୍ଦ୍ର କୁମାର ପଣ୍ଡାଙ୍କ ସହିତ ଯୋଗାଯୋଗ କରିବାରୁ ଘଟଣାର ଅନୁସନ୍ଧାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story