ଚୋରା ଚାଲାଣର ନୂଆ ଫଣ୍ଡା: ଟିଣ କେନ୍‌ରୁ ବାହାରିଲା ଜୀବନ୍ତ କିଙ୍ଗ କୋବରା

ଟିଣ କେନ୍‌ ଭିତରୁ ବାହାରିଲା ତିନି ତିନିଟି ଜୀବନ୍ତ ଗୋଖର ସାପ। ଟିଣ କେନ୍‌ ଭିତରେ କିପରି ବା ରହିପାରିବ ଜୀବନ୍ତ ସାପ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ। ଆମେରିକାର କାଲିଫର୍ଣ୍ଣିଆ ସହରରୁ କଷ୍ଟମ ଅଧିକାରୀ କେନ୍‌ ଭିତରୁ ତିନଟି ଜୀବନ୍ତ ଗୋଖର ସାପ ଉଦ୍ଧାର କରିଛନ୍ତି। ସାପକୁ ବିକ୍ରି କରିବା ଉଦ୍ଦେଶ୍ୟରେ କେନ୍‌ ଭିତରେ ଲୁଚାଇ ଚୋରାଚାଲାଣ କରାଯାଉଥିଲା। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଆମେରିକା ପୁଲିସ୍‌ ଗିରଫ କରିଛି। ଏହି ବ୍ୟକ୍ତିଙ୍କ […]

snake

snake

Rakesh Mallick
  • Published: Friday, 28 July 2017
  • Updated: 28 July 2017, 09:39 PM IST

Sports

Latest News

ଟିଣ କେନ୍‌ ଭିତରୁ ବାହାରିଲା ତିନି ତିନିଟି ଜୀବନ୍ତ ଗୋଖର ସାପ। ଟିଣ କେନ୍‌ ଭିତରେ କିପରି ବା ରହିପାରିବ ଜୀବନ୍ତ ସାପ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ। ଆମେରିକାର କାଲିଫର୍ଣ୍ଣିଆ ସହରରୁ କଷ୍ଟମ ଅଧିକାରୀ କେନ୍‌ ଭିତରୁ ତିନଟି ଜୀବନ୍ତ ଗୋଖର ସାପ ଉଦ୍ଧାର କରିଛନ୍ତି। ସାପକୁ ବିକ୍ରି କରିବା ଉଦ୍ଦେଶ୍ୟରେ କେନ୍‌ ଭିତରେ ଲୁଚାଇ ଚୋରାଚାଲାଣ କରାଯାଉଥିଲା। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଆମେରିକା ପୁଲିସ୍‌ ଗିରଫ କରିଛି। ଏହି ବ୍ୟକ୍ତିଙ୍କ ପାଖରୁ ୨ ଫୁଟ୍‌ର ୩ଟି ଜୀବନ୍ତ ଗୋଖର ସାପ ଓ ଚୀନ୍‌ରେ ଦେଖାଯାଉଥିବା ୩ଟି ବିରଳ କଇଁଛ ଉଦ୍ଧାର କରିଛି ଆମେରିକା କଷ୍ଟମ ବିଭାଗ।

ବିକ୍ରି ପାଇଁ ଏହି ସବୁ ଜୀବକୁ ଗୋଟିଏ ପ୍ୟାକେଟ୍‌ରେ ପୂରାଇ ହଂକଂରୁ ଅଣାଯାଇଥିଲା। ଏହି ପ୍ୟାକେଟକୁ ଉଦ୍ଧାର କରିବା ପରେ ପୁଲିସ ଏହା ପଛର ଖଳନାୟକଙ୍କୁ ଧରିବା ପାଇଁ ବିଛାଇଥିଲା ଜାଲ। ପ୍ରଥମେ ପୁଲିସ୍‌ ଟିଣ କେନ୍‌ ଭିତରୁ ୩ଟି ସାପ ଉଦ୍ଧାର କରି କଇଁଛ ପୂରାଇ ପ୍ୟାକେଟ ଉପରେ ଦିଆ ଯାଇଥିବା ଠିକଣାରେ ପଠାଇଥିଲା। ପ୍ୟାକେଟକୁ ଏହାର ମାଲିକ ଗ୍ରହଣ କରିବା ପରେ କଷ୍ଟମ ଅଧିକାରୀ ସର୍ଚ୍ଚ ୱାରେଣ୍ଟ ନେଇ ପୂରା ଘରକୁ ତଲାସ କରିଥିଲେ।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଅଭିଯୁକ୍ତଙ୍କ ଘର ତଲାସି କଲାବେଳେ ପୁଲିସ ଯାହା ପାଇଲା ତାହା ଆଶ୍ଚଯ୍ୟ କରିଦେବ ଆପଣଙ୍କୁ।  ଅଭିଯୁକ୍ତଙ୍କ ଘର ମଧ୍ୟରୁ ବିରଳ ପ୍ରଜାତିର କୁମ୍ଭୀର,ବିଭିନ୍ନ ପ୍ରଜାତିର କଇଁଛ ଉଦ୍ଧାର କରିଥିଲେ କଷ୍ଟମ ଅଧିକାରୀ। ତଦନ୍ତ ବେଳେ ଅଭିଯୁକ୍ତ ଜଣକ କହିଛି ପୂର୍ବରୁ ମଧ୍ୟ ସେ ୨୦ଟି ସାପ ଆଣି ସାରିଛି। କିନ୍ତୁ ଏହି ସାପ ରାସ୍ତାରେ ହିଁ ମରି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story