ସରକାରୀ ଅଫିସରେ କାମ ଅଛି? ଯିବା ଦରକାର ନାହିଁ, ମୋବାଇଲ୍ ଆପ୍ କରିବ କାମ

ଆଉ ସରକାରୀ ଅଫିସକୁ ବାରମ୍ୱାର ଦୌଡିବାକୁ ପଡ଼ିବନି। ଏବେ ଗୋଟିଏ କ୍ଲିକ୍‌ରେ ମିଳିବ ଭଳି ବିଭିନ୍ନ ସରକାରୀ କାଗଜପତ୍ର। ସାଧାରଣତଃ ସରକାରୀ ଅଫିସରେ କାମ ପଡିଲେ ଲୋକ ଯିବାକୁ ବିରକ୍ତ ହୋଇଥାନ୍ତି। କାରଣ ବାରମ୍ୱାର ସରକାରୀ ଅଫିସ୍‌କୁ ଦୌଡିବା ପରେ ଯାଇ କାମ ହୋଇଥାଏ। ସମୟ ପରିବର୍ତ୍ତନ ହେବା ସହ ବଦଳିଛି ବ୍ୟବସ୍ଥା। ସରକାରୀ ବ୍ୟବସ୍ଥାର ନବକଳେବର ହେବା ପରେ ଏବେ ଚୁଟକିରେ ମିଳିବ ଏହି ସବୁ ସୁବିଧା। କିନ୍ତୁ ଏହି ସବୁ ସୁବିଧା ପାଇବାକୁ ହେଲେ […]

gov app2

gov app2

Rakesh Mallick
  • Published: Saturday, 24 June 2017
  • Updated: 24 June 2017, 01:30 PM IST

Sports

Latest News

ଆଉ ସରକାରୀ ଅଫିସକୁ ବାରମ୍ୱାର ଦୌଡିବାକୁ ପଡ଼ିବନି। ଏବେ ଗୋଟିଏ କ୍ଲିକ୍‌ରେ ମିଳିବ ଭଳି ବିଭିନ୍ନ ସରକାରୀ କାଗଜପତ୍ର। ସାଧାରଣତଃ ସରକାରୀ ଅଫିସରେ କାମ ପଡିଲେ ଲୋକ ଯିବାକୁ ବିରକ୍ତ ହୋଇଥାନ୍ତି। କାରଣ ବାରମ୍ୱାର ସରକାରୀ ଅଫିସ୍‌କୁ ଦୌଡିବା ପରେ ଯାଇ କାମ ହୋଇଥାଏ। ସମୟ ପରିବର୍ତ୍ତନ ହେବା ସହ ବଦଳିଛି ବ୍ୟବସ୍ଥା। ସରକାରୀ ବ୍ୟବସ୍ଥାର ନବକଳେବର ହେବା ପରେ ଏବେ ଚୁଟକିରେ ମିଳିବ ଏହି ସବୁ ସୁବିଧା। କିନ୍ତୁ ଏହି ସବୁ ସୁବିଧା ପାଇବାକୁ ହେଲେ ସ୍ମାର୍ଟଫୋନରେ ଆପଣଙ୍କୁ କିଛି ଆପ୍ ଡ଼ାଉନଲୋଡ କରିବାକୁ ପଡିବ। ଏହି ସବୁ ଆପ୍ ଭାରତ ସରକାରଙ୍କ ତରଫରୁ ଲୋକମାନଙ୍କୁ ମାଗଣା ଉପଲବ୍ଧ କରାଯାଉଛି। ଆସନ୍ତୁ ଜାଣିବା କେଉଁ କେଉଁ ଆପ୍ ଆପଣଙ୍କ ସରକାରୀ କାମକୁ ସହଜ କରିଦେବ।

ଅନଲାଇନ୍ ଆରଟିଆଇ: ଆରଟିଆଇ ଆକ୍ଟ ବା ସୂଚନା ଅଧିକାର ଆଇନ। ଏବେ ଏହା ଏକ ବଡ଼ ଅସ୍ତ୍ର ଭାବେ ଉଭା ହୋଇଛି। ଏହି ଆଇନ ମାଧ୍ୟମରେ ଏକ ସାଧାରଣ ଲୋକଟିଏ ମଧ୍ୟ ସରକାରଙ୍କ ବିଭିନ୍ନ କାମ ତଥା ବିଭିନ୍ନ ମନ୍ତ୍ରଣାଳୟ ବିଷୟରେ ସବିଶେଷ ତଥ୍ୟ ପାଇ ପାରିବ। ତେବେ ଏହା ଏକ ଜଟିଳ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଅନଲାଇନ୍ ଆରଟିଆଇ ଆପ୍ ଏହାକୁ ଆହୁରି ସହଜ କରିଦେଇଛି। ଏହି ଆପ୍ ମାଧ୍ୟମରେ ସରକାରଙ୍କ ସମ୍ୱନ୍ଧିତ ଯକୌଣସି ବି ତଥ୍ୟ ହାସଲ କରିହେବ। ଆବେଦନ କରିବାର ୩୦ ଦିନ ମଧ୍ୟରେ ଆବେଦନକାରୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ ସରକାର।

ମାଇଁ ଗଭର୍ଣ୍ଣମେଣ୍ଟ:  ସାଧାରଣ ଜନତାଙ୍କ ପାଇଁ ଏହା ଏକ ଉପଯୋଗୀ ଆପ୍। ଭାରତ ସରକାର ଲୋକଙ୍କ ପାଇଁ କେଉଁ କେଉଁ ନୂଆ ଯୋଜନା ଆଣିଛନ୍ତି ତାର ସମ୍ପୂର୍ଣ୍ଣ ତଥ୍ୟ ଏହି ଆପ୍ ମାଧ୍ୟମରେ ପାଇପାରିବେ। ଏହି ଆପ୍ ଲୋକଙ୍କୁ ସରକାରଙ୍କ ସହ ଯୋଡ଼ିବାର ପ୍ରୟାସ କରିଥାଏ। ନୂଆ ନୂଆ ବିଷୟ ଉପରେ ଲୋକଙ୍କଠାରୁ ଏହି ଆପ୍ ମାଧ୍ୟମରେ ମତାମତ ନିଆ ଯାଇଥାଏ। ଲୋକଙ୍କ ମତାମତକୁ ବିଚାରବିମର୍ଷ କରି ସକରାତ୍ମକ ପଦକ୍ଷେପ ଗ୍ରହଣ କରନ୍ତି ସରକାର।

ଇନ୍‌କ୍ରେଡିବଲ ଇଣ୍ଡିଆ:  ଏହି ଆପ୍‌ଟି ପର୍ଯ୍ୟଟନ ଶିଳ୍ପ ପାଇଁ ଉଦ୍ଦିଷ୍ଟ। ଭାରତ ପରିଭ୍ରମଣ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଏହି ଆପ୍ ସାହାଯ୍ୟ କରିଥାଏ। ଏହି ଆପ୍‌ରେ ଭାରତରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥାନର ସମ୍ପୂର୍ଣ୍ଣ ତଥ୍ୟ ରହିଥାଏ। ଏପରିକି ବିଭିନ୍ନ ଟ୍ରାଭେଲ ଏଜେଣ୍ଟଙ୍କ ନମ୍ୱର ଓ ରହିବା ପାଇଁ ହୋଟେଲର ଠିକଣା ଦିଆ ଯାଇଥାଏ । ଏହି ଆପ୍‌ଟି ବିଦେଶୀ ପର୍ଯ୍ୟଟକଙ୍କୁ ବହୁତ ସାହାଯ୍ୟ କରିଥାଏ।

ଏମ୍ ପାସପୋର୍ଟ ସେବା: ଏହି ଆପ୍ ନିକଟସ୍ଥ ପାସପୋର୍ଟ ଅଫିସର ଠିକଣା ସୂଚାଇଥାଏ। ପାସପୋର୍ଟର ଷ୍ଟାଟସର ସମ୍ପୂର୍ଣ୍ଣ ତଥ୍ୟ ଏହି ଆପ୍ ମାଧ୍ୟମରେ ମିଳିପାରିବ। କିନ୍ତୁ ଏହି ଆପ୍‌ରେ ପାସପୋର୍ଟ ଆବେଦନ କରିହେବ ନାହିଁ। ଏହି ଆପ୍‌କୁ ପ୍ରାୟ ୫୦ ଲକ୍ଷ ଲୋକ ଡାଉନଲୋଡ କରି ସାରିଲେଣି।

ଭୋଟର୍ ଲିଷ୍ଟ ଆପ୍: ନିର୍ବାଚନ ସମୟରେ ଭୋଟିଂ ଲିଷ୍ଟରେ ଆପଣଙ୍କ ନାମ ଅଛି କି ନାହିଁ ତାହା ଏହି ମାଧ୍ୟମରେ ଜାଣିପାରିବେ। ଏହି ଆପ୍‌ରେ ଭୋଟର ନିଜର ପରିଚୟ ପତ୍ର ଠିକ୍ ଅଛି କି ନାହିଁ ତାହା ଦେଖି ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story