ଭେଟନ୍ତୁ ବିଶ୍ୱ ଦରବାରରେ ଭାରତର ଛାତି ଚଉଡ଼ା କରି ଦେଇଥିବା ଓ ପାକିସ୍ତାନକୁ ଚିତ୍‌ କରିଥିବା ଓକିଲଙ୍କୁ

ନୂଆଦିଲ୍ଲୀ: କୁଳଭୂଷଣ ଯାଦବ ମାମଲାରେ ଭାରତକୁ ଅନ୍ତର୍ଜାତୀୟ କୋର୍ଟରେ ବିଜୟୀ ଦେଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦେଶର ବିଶିଷ୍ଟ ଓକିଲ ହରିଶ ସାଲ୍‌ଭେ। କୁଳଭୂଷଣଙ୍କ ଫାଶି ଦଣ୍ଡାଦେଶ ଉପରେ ଗତକାଲି ଅନ୍ତର୍ଜାତୀୟ କୋର୍ଟ ରୋକ୍ ଲଗାଇବା ପରେ ସମସ୍ତ ଭାରତୀୟଙ୍କ ଛାତି କୁଣ୍ଢେମୋଟ ହୋଇଯାଇଛି। ଗର୍ବରେ ଛାତି ଫୁଲି ଯାଇଛି। କାରଣ ପାକିସ୍ତାନକୁ ବିଶ୍ୱ ଦରବାରରେ ମୁହଁତୋଡ଼ ଜବାବ ଦେଇଛନ୍ତି ସେ। ତାଙ୍କ ଦଲିଲ ଓ ଯୁକ୍ତି ଆଗରେ ଫିକା ପଡ଼ି ଯାଇଥିଲା ପାକିସ୍ତାନର ଯୁକ୍ତି। ତେବେ […]

salve

salve

Rakesh Mallick
  • Published: Friday, 19 May 2017
  • Updated: 19 May 2017, 11:41 AM IST

Sports

Latest News

ନୂଆଦିଲ୍ଲୀ: କୁଳଭୂଷଣ ଯାଦବ ମାମଲାରେ ଭାରତକୁ ଅନ୍ତର୍ଜାତୀୟ କୋର୍ଟରେ ବିଜୟୀ ଦେଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦେଶର ବିଶିଷ୍ଟ ଓକିଲ ହରିଶ ସାଲ୍‌ଭେ। କୁଳଭୂଷଣଙ୍କ ଫାଶି ଦଣ୍ଡାଦେଶ ଉପରେ ଗତକାଲି ଅନ୍ତର୍ଜାତୀୟ କୋର୍ଟ ରୋକ୍ ଲଗାଇବା ପରେ ସମସ୍ତ ଭାରତୀୟଙ୍କ ଛାତି କୁଣ୍ଢେମୋଟ ହୋଇଯାଇଛି। ଗର୍ବରେ ଛାତି ଫୁଲି ଯାଇଛି। କାରଣ ପାକିସ୍ତାନକୁ ବିଶ୍ୱ ଦରବାରରେ ମୁହଁତୋଡ଼ ଜବାବ ଦେଇଛନ୍ତି ସେ। ତାଙ୍କ ଦଲିଲ ଓ ଯୁକ୍ତି ଆଗରେ ଫିକା ପଡ଼ି ଯାଇଥିଲା ପାକିସ୍ତାନର ଯୁକ୍ତି। ତେବେ କିଏ ଏହି ହରିଶ ସାଲ୍‌ଭେ? ଅନେକ ତ ତାଙ୍କୁ ଜାଣିଥିବେ ନିଶ୍ଚୟ। ତଥାପି ତାଙ୍କ ସଂପର୍କରେ ଆସନ୍ତୁ ଜାଣିବା କିଛି କଥା।

ହରିଶ ସାଲ୍‌ଭେ ହେଉଛନ୍ତି ଦେଶର ସବୁଠୁ ଦାମୀ ଓକିଲ। ତାଙ୍କ ଫି’ ବହୁତ ଅଧିକ। କୌଣସି ମାମଲାରେ କୋର୍ଟରେ ଥରେ ହାଜର ହେବାକୁ ସେ ୬ ଲକ୍ଷରୁ ୧୫ ଲକ୍ଷ ଟଙ୍କା ନିଅନ୍ତି। ଦେଶର ଅନେକ ବଡ଼ ବଡ଼ ଲୋକ ତାଙ୍କର କ୍ଲାଏଣ୍ଟ୍। ଏମିତି ବି ସମୟ ଥିଲା ଯେତେବେଳେ ସେ ଗୋଟିଏ ଦିନ ପାଇଁ ୩୦ ଲକ୍ଷ ଟଙ୍କା ଫି’ ନେଉଥିଲେ। କିନ୍ତୁ କୁଳଭୂଷଣଙ୍କ ମାମଲା ଲଢ଼ିବା ପାଇଁ ସେ ମାତ୍ର ୧ ଟଙ୍କା ନେଇଛନ୍ତି। ଏଥିପାଇଁ ସେ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି।

ହରିଶ ସାଲ୍‌ଭେ ହେଉଛନ୍ତି ନରେନ୍ଦ୍ର କୁମାର ସାଲ୍‌ଭେଙ୍କ ପୁଅ। ତାଙ୍କ ବାପା ଜଣେ କଂଗ୍ରେସ ନେତା ଥିଲେ। ହରିଶଙ୍କ ଜେଜେ ବାପା ଜଣେ ଜଣାଶୁଣା କ୍ରିମିନାଲ୍ ଲୟର ଥିଲେ। ଅମ୍ବାନୀ ଘଟଣାରେ ରାମ ଜେଠମଲାନୀଙ୍କୁ ହରାଇଥିଲେ ହରିଶ। ମୁକେଶ ଅମ୍ବାନୀ ଓ ଅନୀଲ ଅମ୍ବାନୀଙ୍କ ମଧ୍ୟରେ ଉଠିଥିବା ଗ୍ୟାସ୍‌ ବିବାଦ କଥା ତ ସମସ୍ତେ ଟିକେଅଧେ ଜାଣିଥିବେ। ଏହି ମାମଲାରେ ମୁକେଶଙ୍କ ତରଫରୁ ହରିଶ କୋର୍ଟରେ ଯୁକ୍ତି ରଖିଥିଲେ। ଅନ୍ୟପକ୍ଷରେ ଅନୀଲଙ୍କ ପାଇଁ ଲଢ଼ିଥିଲେ ରାମ ଜେଠମଲାନୀ।

ଆଉ କିଏ ସବୁ ହରିଶଙ୍କ କ୍ଲାଏଣ୍ଟ?

ତାଙ୍କ କ୍ଲାଏଣ୍ଟ ତାଲିକାରେ ଅଛନ୍ତି ଦେଶର ଅନେକ ଜଣାଶୁଣି ଓ ବିଶିଷ୍ଟ ବ୍ୟକ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ମୁଲାୟମ ସିଂହ ଯାଦବ, ପ୍ରକାଶ ସିଂହ ବାଦଲ, ଲଳିତ ମୋଦି, ରତନ ଟାଟା ଓ ସୁନୀଲ ମିତ୍ତଲ।

ତାଙ୍କର କିଛି ଟପ୍ କେସ୍:

-୨୦୧୨ରେ ସାଲ୍‌ଭେ ଭୋଡାଫୋନ୍‌କୁ ୧୧,୦୦୦ କୋଟି ଟଙ୍କାର ଟିକସ କେସ୍ ଜିତିବାରେ ସହାୟତା କରିଥିଲେ। ଏହି ମାମଲାଟି ସରକାରଙ୍କ ବିପକ୍ଷରେ ଥିଲା।

-ହିଟ୍‌ ଓ ରନ୍ କେସ୍‌ରେ ସେ ସଲମାନଙ୍କ ପାଇଁ ଯୁକ୍ତି ବାଢ଼ିଥିଲେ।

-ବାବା ରାମଦେବଙ୍କ ଏକ ମାମଲାରେ ସେ ଦିଲ୍ଲୀ ପୋଲିସ୍ ପକ୍ଷରୁ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ।

-ଏନ୍‌ଏଚ୍‌ଆର୍‌ସିଙ୍କ ଅନୁରୋଧ କ୍ରମେ ସେ ଗୁଜରାଟ ଦଙ୍ଗା ପୀଡ଼ିତ ବିଲକିସ୍ ବାନୋଙ୍କ ତରଫରୁ କୋର୍ଟରେ କେସ୍ ଲଢ଼ିଥିଲେ।

ରିପୋର୍ଟ ଓ ଫଟୋ- ୱାନ୍‌ଇଣ୍ଡିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story