କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟା: ମନ ମୋହିଲା ଆସାମର ସତ୍ରୀୟା ଓ ଚାଲି ନୃତ୍ୟ

କୋଣାର୍କ: କୋଣାର୍କ ଉତ୍ସବର ଆଜି ଥିଲା ଦ୍ୱିତୀୟ ସଂଧ୍ୟା। ଆସାମର ସତ୍ରୀୟା ନୃତ୍ୟରୁ ଆରମ୍ଭ ହୋଇଥିଲା ଏହି ସନ୍ଧ୍ୟା। ଏଥିରେ ପ୍ରଥମ ପର୍ଯ୍ୟାୟରେ ଆସାମ କଳାକାରମାନେ ପରିବେଷଣ କରିଥିଲେ ଚାଲି ନୃତ୍ୟ। ପରେ ପରେ ଚନ୍ଦଲୀଳାରେ ତାଳ ଓ ଛନ୍ଦ ଓ ଶେଷରେ ଶ୍ରୀମଦ ଭାଗବତି ବର୍ଣ୍ଣିତ ନବଧା ଭକ୍ତିକୁ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ କଳାକାର। ସନ୍ଧ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ଦେଖିବାକୁ ମିଳିଥିଲା ଅହମଦାବାଦର ଓମ୍ ଆର୍ଟସ ଡ୍ୟାସ ଏକାଡମୀ କଳାକାରଙ୍କ ଦ୍ୱାରା ଓଡ଼ିଶୀ […]

assom dance

assom dance

Rakesh Mallick
  • Published: Wednesday, 02 December 2015
  • Updated: 27 April 2017, 05:28 PM IST

Sports

Latest News

କୋଣାର୍କ: କୋଣାର୍କ ଉତ୍ସବର ଆଜି ଥିଲା ଦ୍ୱିତୀୟ ସଂଧ୍ୟା। ଆସାମର ସତ୍ରୀୟା ନୃତ୍ୟରୁ ଆରମ୍ଭ ହୋଇଥିଲା ଏହି ସନ୍ଧ୍ୟା। ଏଥିରେ ପ୍ରଥମ ପର୍ଯ୍ୟାୟରେ ଆସାମ କଳାକାରମାନେ ପରିବେଷଣ କରିଥିଲେ ଚାଲି ନୃତ୍ୟ। ପରେ ପରେ ଚନ୍ଦଲୀଳାରେ ତାଳ ଓ ଛନ୍ଦ ଓ ଶେଷରେ ଶ୍ରୀମଦ ଭାଗବତି ବର୍ଣ୍ଣିତ ନବଧା ଭକ୍ତିକୁ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ କଳାକାର। ସନ୍ଧ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ଦେଖିବାକୁ ମିଳିଥିଲା ଅହମଦାବାଦର ଓମ୍ ଆର୍ଟସ ଡ୍ୟାସ ଏକାଡମୀ କଳାକାରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ । ଶିଳ୍ପୀ ସୁପ୍ରଭା ମିଶ୍ର ଓ ସାଥୀ ନାରାୟଣୀ ସ୍ତୁତିରେ ଶକ୍ତିଙ୍କର ବିବିଧ ରୂପକୁ ମଞ୍ଚସ୍ଥ କରିଥିଲେ। ଶୀତୁଆ ସଂଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ସାଂସ୍କୃତିକ ନୃତ୍ୟର ମଜା ଉଠାଉଛନ୍ତି ଦର୍ଶକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos