ଜାଣନ୍ତୁ କେତେ ଶିକ୍ଷିତ ଆମ ଦେଶ

ନୂଆଦିଲ୍ଲୀ: ନିରକ୍ଷରତାକୁ ସବୁଦିନ ପାଇଁ ଦୂରେଇ ଦେବାକୁ ସାରା ବିଶ୍ୱରେ ପ୍ରୟାସ କରାଯାଉଛି । ଏଥିପାଇଁ ବିଶ୍ୱ ସାକ୍ଷରତା ଦିବସ ମଧ୍ୟ ପାଳନ କରାଯାଉଛି । ଏ ଦିଗରେ ଭାରତ ବି ପଛରେ ପଡ଼ିନାହିଁ । ଦେଶରେ ଶିକ୍ଷାର ମାନ ବୃଦ୍ଧି ଓ ଅଶିକ୍ଷା ଦୂରେଇବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛି ।  ଏସବୁ ପରେ ବି ଆମ ଦେଶ ଶିକ୍ଷା କ୍ଷେତ୍ରରେ ଅନେକ ପଛରେ ରହିଛି । ତେବେ ଆସନ୍ତୁ ଜାଣିବା କେତେ […]

Rakesh Mallick
  • Published: Friday, 22 September 2017
  • Updated: 22 September 2017, 10:49 PM IST

Sports

Latest News

ନୂଆଦିଲ୍ଲୀ: ନିରକ୍ଷରତାକୁ ସବୁଦିନ ପାଇଁ ଦୂରେଇ ଦେବାକୁ ସାରା ବିଶ୍ୱରେ ପ୍ରୟାସ କରାଯାଉଛି । ଏଥିପାଇଁ ବିଶ୍ୱ ସାକ୍ଷରତା ଦିବସ ମଧ୍ୟ ପାଳନ କରାଯାଉଛି । ଏ ଦିଗରେ ଭାରତ ବି ପଛରେ ପଡ଼ିନାହିଁ । ଦେଶରେ ଶିକ୍ଷାର ମାନ ବୃଦ୍ଧି ଓ ଅଶିକ୍ଷା ଦୂରେଇବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛି ।  ଏସବୁ ପରେ ବି ଆମ ଦେଶ ଶିକ୍ଷା କ୍ଷେତ୍ରରେ ଅନେକ ପଛରେ ରହିଛି । ତେବେ ଆସନ୍ତୁ ଜାଣିବା କେତେ ଶିକ୍ଷିତ ଆମ ଦେଶ ?

ତଥ୍ୟ ଅନୁଯାୟୀ ୨୦୧୧ ମସିହା ପର୍ଯ୍ୟନ୍ତ ଭାରତରେ ୭୪ ପ୍ରତିଶତ ନାଗରୀକ ସାକ୍ଷର ଅଛନ୍ତି । ଏହା ପୂର୍ବରୁ ଇଂରେଜ ଶାସନ ବେଳେ ମାତ୍ର ୧୨ ପ୍ରତିଶତ ନାଗରିକ ସାକ୍ଷର ଥିଲେ । ଦେଶର ସର୍ବାଧୀକ ସାକ୍ଷରତା ହାର କେରଳରେ ରହିଛି । ଏଠାରେ ଶିକ୍ଷା ବ୍ୟବସ୍ଥା ଅନ୍ୟ ରାଜ୍ୟ ଗୁଡ଼ିକଠାରୁ ଅନେକ ଉନ୍ନତ । ଏହି ରାଜ୍ୟର ସାକ୍ଷରତା ହାର ୯୩.୯୧ ପ୍ରତିଶତ ରହିଛି । ସେହିପରି ଶିକ୍ଷା କ୍ଷେତ୍ରରେ ଦେଶର ରାଜ୍ୟ ଗୁଡ଼ିକ ମଧ୍ୟରୁ ବିହାର ସବୁଠାରୁ ପଛରେ ରହିଛି । ଏହାର ସାକ୍ଷରତା ହାର ୬୩.୮୨ ପ୍ରତିଶତ ରହିଛି।

ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ବିଶ୍ୱ ସାକ୍ଷର ଦେଶ ଗୁଡ଼ିକ ମଧ୍ୟରେ ଭାରତ ୧୩୧ ତମ ସ୍ଥାନରେ ରହିଛି । ଦେଶରେ ଏବେ ବି ପାଖାପାଖି ୬୦ ଲକ୍ଷ ପିଲା ସ୍କୁଲ ଯାଆନ୍ତି ନାହିଁ । ସବୁଠାରୁ ଅଧିକ ନିରକ୍ଷର ବୟସ୍କ ଆମ ଦେଶରେ  ହିଁ ଦେଖାଯାଆନ୍ତି ।

୨୦୦୯ ଆଇନ ଅନୁସାରେ ୬ରୁ ୧୪ ବର୍ଷ ପିଲାଙ୍କ ପାଇଁ ଶିକ୍ଷା ବ୍ୟଧ୍ୟତା ମୂଳକ ଥିବା ସତ୍ତ୍ୱେ ବିଭିନ୍ନ କାରଣରୁ ଦେଶର ପାଖାପାଖି ୨୮ କୋଟି ପିଲା ପାଠ ପଢ଼ାରୁ ବଞ୍ଚିତ ହୁଅନ୍ତି । ଶିକ୍ଷା କ୍ଷେତ୍ରରେ ଦେଶର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଭାରତ ବିଶ୍ୱର ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ଅନେକ ପଛରେ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story