ଜଣେ  ରାଜାଙ୍କ ରୋଚକ କାହାଣୀ: କେତେ ରାଣୀଙ୍କ ସହ ରୋମାନ୍ସ କରୁଥିଲେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଜୟପୁର: ଇତିହାସକୁ ଦେଖିଲେ ଅନେକ ରୋଚକପୂର୍ଣ୍ଣ କଥା ଆସେ। କେତେକ ସତ୍ୟ ଆଧାରିତ ହୋଇଥିବା ବେଳେ ଆଉ କେତେକ ରହସ୍ୟମୟ ଲାଗେ। ତଥାପି ଏମିତି କିଛି କାହାଣୀ ଅଛି ଯାହାକୁ ଜାଣିବା ପାଇଁ ମନରେ ଉତ୍କଣ୍ଠା ଭରି ଯାଏ।  ଆଉ ରାଜାମହାରାଜାଙ୍କ କଥା ନିଆରା। ସେମିତି ଏକ ରୋମାଞ୍ଚକର କାହାଣୀ ହେଉଛି ରାଜସ୍ଥାନର। ରାଜସ୍ଥାନର ଭରତପୁରର ରାଜା କିସାନ ସିଂହଙ୍କର ୪୦ ରାଣୀ ଥିଲେ। ସେତେବେଳେ ଏହି ରାଜା ଖୁବ୍ ବଳଶାଳୀ ଓ ପ୍ରଭାବଶାଳୀ ଥିଲେ। ବେଶୀ […]

Rakesh Mallick
  • Published: Tuesday, 19 September 2017
  • Updated: 19 September 2017, 06:34 PM IST

ଜୟପୁର: ଇତିହାସକୁ ଦେଖିଲେ ଅନେକ ରୋଚକପୂର୍ଣ୍ଣ କଥା ଆସେ। କେତେକ ସତ୍ୟ ଆଧାରିତ ହୋଇଥିବା ବେଳେ ଆଉ କେତେକ ରହସ୍ୟମୟ ଲାଗେ। ତଥାପି ଏମିତି କିଛି କାହାଣୀ ଅଛି ଯାହାକୁ ଜାଣିବା ପାଇଁ ମନରେ ଉତ୍କଣ୍ଠା ଭରି ଯାଏ।  ଆଉ ରାଜାମହାରାଜାଙ୍କ କଥା ନିଆରା। ସେମିତି ଏକ ରୋମାଞ୍ଚକର କାହାଣୀ ହେଉଛି ରାଜସ୍ଥାନର। ରାଜସ୍ଥାନର ଭରତପୁରର ରାଜା କିସାନ ସିଂହଙ୍କର ୪୦ ରାଣୀ ଥିଲେ। ସେତେବେଳେ ଏହି ରାଜା ଖୁବ୍ ବଳଶାଳୀ ଓ ପ୍ରଭାବଶାଳୀ ଥିଲେ। ବେଶୀ ଚର୍ଚ୍ଚିତ ଥିଲା ତାଙ୍କ ରାଜକୀୟ ଜୀବନଶୈଳୀ। ଜୀବନକୁ ଭରପୂର ଉପଭୋଗ କରୁଥିଲେ ଏହି ରାଜା।

ରାଣୀଙ୍କ ସହିତ ସ୍ନାନ କରିବାକୁ ସେ ଖୁବ୍ ଆନନ୍ଦ ପାଉଥିଲେ। ଏହି ପୋଖରୀର ମଧ୍ୟ ଏକ ସ୍ୱତନ୍ତ୍ର ଆକର୍ଷଣ ଥିଲା।  ରାଜା ଲାଲମାର୍ବଲ ଆଚ୍ଛାଦିତ ଏକ ପୋଖରୀ ଅକୃତିର ଖନନ କରିଥିଲେ। ପୁଣି ଚତୁଃପାର୍ଶ୍ୱରେ ମହ ମହ ଚନ୍ଦନର ବାତ୍ସା।

ପୋଖରୀଟିକୁ କ୍ୟାଣ୍ଡଲରେ ସଜ୍ଜିତ ହୋଇଥିଲା। କିନ୍ତୁ ସେଥିରେ ପାଣି ନ ଥିଲା।  ଆଉ ଏହି ପୋଖରୀରେ ରାଣୀମାନେ ନୃତ୍ୟ ପରିବେଷଣ କରୁଥିଲେ। ଏହି ସମୟରେ ଏମାନଙ୍କ ହାତରେ କ୍ୟାଣ୍ଡେଲ ଥାଏ। କ୍ୟାଣ୍ଡେଲ ଲିଭିଲା ପର୍ଯ୍ୟନ୍ତ ଏମାନେ ନୃତ୍ୟ ପରିବେଷଣ କରିଥାନ୍ତି।  ଜଣକ ପରେ ଜଣକ ସହ ରାଜା ମଜା ନିଅନ୍ତି।

ଦେବାନ ଜାରମାଇନ ଦାଶ ନାମକ ଜଣେ ବ୍ୟକ୍ତି ତାଙ୍କ  ପୁସ୍ତକରେ ଏମିତି ସବୁ ତଥ୍ୟ ଦର୍ଶାଇଛନ୍ତି। ପଟିଆଲାର ରାଜାଙ୍କ ଅମଳର ମନ୍ତ୍ରୀ ଥିଲେ  ଦେବାନ। ବିଭିନ୍ନ ରାଜାମହା ରାଜାଙ୍କ  ଜୀବନ ଶୈଳୀ ଉପରେ ଦେବାନ ଯଥେଷ୍ଟ ଜ୍ଞାନ ଆହରଣ କରିଥିଲେ। ରାଜା କିସାନ ସିଂହଙ୍କ ବିଷୟରେ ଗୋପନ ତଥ୍ୟ ସଂଗ୍ରହ କରି ଦେବାନ ତାଙ୍କ ବହିରେ ଏସବୁ ଲେଖିଛନ୍ତି। ଏକ ଜାଠ ହିନ୍ଦୁ ପରିବାରରେ ୧୮୯୯ ଅକ୍ଟୋବର ୪ ତାରିଖରେ ଜନ୍ମ ହୋଇଥିଲେ ରାଜା କିସାନ ସିଂହ। ମହାରାଜା ରାମ ସିଂହଙ୍କର ସେ ଥିଲେ ବଡ଼ ପୁତ୍ର। ଆଉ ରାମ ସିଂହଙ୍କ ଦ୍ୱିତୀୟ ପତ୍ନୀଙ୍କ ପୁତ୍ର ଥିଲେ କିସାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story