ବିଶ୍ୱର ପ୍ରତି ୧୦ଟି ମୃତ୍ୟୁ ଭିତରୁ ଗୋଟିଏ ଧୂମପାନ ଯୋଗୁ ହୋଇଥାଏ

ସାରାବିଶ୍ୱରେ ୧୦ଟି ମୃତ୍ୟୁର କାରଣ ଭିତରୁ ଗୋଟିଏ ମୃତ୍ୟୁ ଧୂମପାନ ଯୋଗୁ ହୋଇଥାଏ। ଭାରତ, ଆମେରିକା, ଚିନ୍‌ ଓ ଋଷ ଭଳି ଦେଶରେ ଧୂମପାନ ଯୋଗୁ ସର୍ବାଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ବିବିସିର ଏକ ରିପୋର୍ଟ ଅନୁସାରେ ୧୯୯୦ରୁ ୨୦୧୫ ପର୍ଯ୍ୟନ୍ତ ୧୯୫ଟି ଦେଶ ଧୂମପାନ କବଳିତ ହୋଇସାରିଛି। ଏହି ଦେଶଗୁଡିକରେ ପ୍ରତି ୪ ଜଣରୁ ଜଣେ ପୁରୁଷ ଓ ପ୍ରତି ୨୦ ଜଣରୁ ଜଣେ ମହିଳା ଧୂମପାନ କରୁଥିବାର ରେକର୍ଡ କରାଯାଇଛି। ଅନେକ ଦେଶରେ ଧୂମପାନ […]

smoking-580x395

smoking-580x395

Rakesh Mallick
  • Published: Sunday, 09 April 2017
  • Updated: 10 April 2017, 08:08 AM IST

Sports

Latest News

ସାରାବିଶ୍ୱରେ ୧୦ଟି ମୃତ୍ୟୁର କାରଣ ଭିତରୁ ଗୋଟିଏ ମୃତ୍ୟୁ ଧୂମପାନ ଯୋଗୁ ହୋଇଥାଏ। ଭାରତ, ଆମେରିକା, ଚିନ୍‌ ଓ ଋଷ ଭଳି ଦେଶରେ ଧୂମପାନ ଯୋଗୁ ସର୍ବାଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ।

ବିବିସିର ଏକ ରିପୋର୍ଟ ଅନୁସାରେ ୧୯୯୦ରୁ ୨୦୧୫ ପର୍ଯ୍ୟନ୍ତ ୧୯୫ଟି ଦେଶ ଧୂମପାନ କବଳିତ ହୋଇସାରିଛି। ଏହି ଦେଶଗୁଡିକରେ ପ୍ରତି ୪ ଜଣରୁ ଜଣେ ପୁରୁଷ ଓ ପ୍ରତି ୨୦ ଜଣରୁ ଜଣେ ମହିଳା ଧୂମପାନ କରୁଥିବାର ରେକର୍ଡ କରାଯାଇଛି।

ଅନେକ ଦେଶରେ ଧୂମପାନ ପାଇଁ କଟକଣା ରହିଥିଲେ ମଧ୍ୟ ଦିନକୁ ଦିନ ଏହି ନିଶା ସେବନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏକ ରିପୋର୍ଟରୁ ଜଣାପଡିଛି ଯେ ତମାକୁ ସେବନ ଯୋଗୁ ୨୦୧୫ ସୁଦ୍ଧା ୬୪ ଲକ୍ଷ ଲୋକ ପ୍ରାଣ ହରାଇ ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story