ଗୁରୁ ହେବ ତ ଏମିତି

ନୂଆଦିଲ୍ଲୀ: ଆଉ ଦିନକ ପରେ ଗୁରୁ ଦିବସ। ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନ। ତାଙ୍କ ଜନ୍ମ ଦିନକୁ ସ୍ମରଣ କରିବା ପାଇଁ ଆମେ ପ୍ରତିବର୍ଷ ସେପ୍ଟେମ୍ୱର ୫ ତାରିଖରେ ଗୁରୁଦିବସ ପାଳନ କରି ଆସୁଛେ। ହେଲେ ଆଜିର ଏଇ ରଙ୍ଗୀନ ଦୁନିଆରେ ଗୁରୁ-ଶିଷ୍ୟ ପରମ୍ପରା କଳୁଷିତ ହେବାରେ ଲାଗିଛି। କେଉଁଠି ଗୁରୁ ଛାତ୍ରୀଙ୍କୁ ଖରାପ ନଜରରେ ଦେଖୁଥିବା ବେଳେ ଆଉ କେଉଁଠି ଶିଷ୍ୟ ଗୁରୁଙ୍କୁ ଘୋଷାରି ଘୋଷାରି ମାଡ଼ ମାରୁଛି। ତା’ ସତ୍ତ୍ୱେ ଏଇ […]

Rakesh Mallick
  • Published: Sunday, 03 September 2017
  • Updated: 03 September 2017, 02:14 PM IST

Sports

Latest News

ନୂଆଦିଲ୍ଲୀ: ଆଉ ଦିନକ ପରେ ଗୁରୁ ଦିବସ। ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନ। ତାଙ୍କ ଜନ୍ମ ଦିନକୁ ସ୍ମରଣ କରିବା ପାଇଁ ଆମେ ପ୍ରତିବର୍ଷ ସେପ୍ଟେମ୍ୱର ୫ ତାରିଖରେ ଗୁରୁଦିବସ ପାଳନ କରି ଆସୁଛେ। ହେଲେ ଆଜିର ଏଇ ରଙ୍ଗୀନ ଦୁନିଆରେ ଗୁରୁ-ଶିଷ୍ୟ ପରମ୍ପରା କଳୁଷିତ ହେବାରେ ଲାଗିଛି। କେଉଁଠି ଗୁରୁ ଛାତ୍ରୀଙ୍କୁ ଖରାପ ନଜରରେ ଦେଖୁଥିବା ବେଳେ ଆଉ କେଉଁଠି ଶିଷ୍ୟ ଗୁରୁଙ୍କୁ ଘୋଷାରି ଘୋଷାରି ମାଡ଼ ମାରୁଛି। ତା’ ସତ୍ତ୍ୱେ ଏଇ ସଂସାରରେ ଏବେବି ଏମିତି ଅନେକ ଗୁରୁ ଅଛନ୍ତି ଯାହାଙ୍କ ପାଇଁ ଛାତ୍ରଛାତ୍ରୀମାନେ ଉଚିତ ଶିକ୍ଷା ପାଇ ସମାଜରେ ଭଲ ମଣିଷ ହୋଇ ମୁଣ୍ଡ ଟେକୁଛନ୍ତି। ଆସନ୍ତୁ ଜାଣିବା ଏମିତି କିଛି ଗୁରୁଙ୍କ ସମ୍ପର୍କରେ ଯେଉଁମାନେ ପିଲାଙ୍କୁ ପଠାପଢାଇବା ପାଇଁ ସବୁ କିଛି ଭୁଲି ଯାଇଛନ୍ତି। ସେମାନଙ୍କ ନିଶା  ଓ ପେଶା ପାଲଟିଛି ଶିକ୍ଷାଦାନ।

aditya

ଆଦିତ୍ୟ କୁମାର

ନାଁ ଆଦିତ୍ୟ କୁମାର। ଘର ଲକ୍ଷ୍ନୌରେ। ତାଙ୍କ ପେଶା ଓ ନିଶା ହେଉଛି ପିଲାଙ୍କୁ ପାଠ ପଢ଼ାଇବା। ଦୀର୍ଘ ୨୦ ବର୍ଷ ହେବ ସେ ଗାଁକୁ ଗାଁ ସାଇକେଲ୍‌ରେ ବୁଲି ବୁଲି ପିଲାଙ୍କୁ ପଢ଼ାଉଛନ୍ତି ପାଠ। ଏହାସହିତ ତାଙ୍କ ବାପା ଓ ମାଆଙ୍କୁ ମଧ୍ୟ ଶିକ୍ଷାର ମହତ୍ତ୍ୱ ସମ୍ପର୍କରେ ଅବଗତ କରାନ୍ତି। ବର୍ତ୍ତମାନ ସୁଦ୍ଧା ସେ ପାଞ୍ଚ ହଜାର ଗରିବ ଓ ଅନାଥ ପିଲାଙ୍କୁ  ମାଗଣାରେ ପାଠ ପଢ଼ାଇଛନ୍ତି। ଆଦିତ୍ୟ କୁମାର କହନ୍ତି,“ ଯେତେବେଳେ ମୁଁ ରାସ୍ତାରେ ରହୁଥିଲି, ଏହି ସମୟରେ ଜଣେ ଶିକ୍ଷକ ମୋ ଜୀବନ ପରିବର୍ତ୍ତନ କରି ଦେଇଥିଲେ। ମୋତେ ସ୍ନାତକ ଯାଏଁ ପଢ଼ିବାକୁ ସାହାଯ୍ୟ କରିଥିଲେ। ତାଙ୍କର ଏହି ମହାନ୍ କାର୍ଯ୍ୟ ପାଇଁ ମୁଁ ଆଜି ଶିକ୍ଷିତ ହୋଇପାରିଛି। ଆଉ ତାଙ୍କ ଠାରୁ ଏପରି କାର୍ଯ୍ୟ କରିବାକୁ ପ୍ରେରଣା ପାଇଥିଲି। ମୋ ସାଇକେଲ ହେଉଛି ମୋ ଘର ଓ ସ୍କୁଲ।”

rajesh

ରାଜେଶ ଶର୍ମା

ସେ ପେଶାରେ ଜଣେ ବ୍ୟବସାୟୀ। ଦିଲ୍ଲୀରେ ଏକ ଛୋଟ ଦୋକାନ ଚଳାନ୍ତି। ଆଉ ପ୍ରତିଦିନ ଦିଲ୍ଲୀର ମେଟ୍ରୋ ବ୍ରିଜ୍‌ ତଳେ ଗରିବ ପିଲାଙ୍କୁ ଦୁଇ ଘଣ୍ଟା ପଢ଼ାନ୍ତି। କେବଳ ସେତିକି ନୁହେଁ ପିଲାମାନଙ୍କ ପାଇଁ ରାଜେଶ ବହିପତ୍ର ମଧ୍ୟ ଆଣି ଦିଅନ୍ତି। ପିଲାଙ୍କୁ ପଢ଼ାଇବା ପାଇଁ ତାଙ୍କ ପାଖରେ କୌଣସି ଜାଗା ନାହିଁ। ତେଣୁ ସେ ବ୍ରିଜ୍‌ ତଳେ ପିଲାଙ୍କୁ ପଢ଼ାଇଥାନ୍ତି।

anand

ଆନନ୍ଦ କୁମାର

ବିହାରରେ ୩୦ଟି କୋଚିଙ୍ଗ୍ ସେଣ୍ଟର ଚଳାନ୍ତି ଆନନ୍ଦ କୁମାର। ପ୍ରତିବର୍ଷ ତାଙ୍କ ପିଲାମାନେ ଆଇଆଇଟିରେ ପଢ଼ିବା ପାଇଁ ମନୋନୀତ ହୋଇଥାନ୍ତି। ଆନନ୍ଦଙ୍କ ସ୍ୱତନ୍ତ୍ରତା ହେଉଛି ସେ କେବଳ ଗରିବ ପିଲାଙ୍କୁ ପଢ଼ାନ୍ତି। ଆଉ ସେମାନଙ୍କଠାରୁ ଫିସ୍‌ ମଧ୍ୟ ନିଅନ୍ତି ନାହିଁ। ଆନନ୍ଦ ୧୫ ବର୍ଷ ହେବ ଏହି କାମ କରି ଆସୁଛନ୍ତି। ସେ ପ୍ରତି ବର୍ଷ ଏମିତି ପିଲାଙ୍କୁ ଚୟନ କରନ୍ତି ଯେ ଗରିବ ଶ୍ରେଣୀର ମେଧାବୀ ହୋଇଥିବେ। ସେମାନଙ୍କୁ ଘରକୁ ଆଣି ରଖନ୍ତି। ତାଙ୍କ ମାଆ ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ମଧ୍ୟ କରିଥାନ୍ତି।

gagandip

ଗଗନଦୀପ ସିଂହ

ରାଜସ୍ଥାନର ଜୈସଲମେରରେ ରହୁଥିବା ଗଗନଦୀପ ସିଂହ କେବଳ ଗରିବ ପଲାଙ୍କୁ ପଢ଼ାନ୍ତି। ସେମାନଙ୍କ ପାଇଁ ସେ ବିଭିନ୍ନ ଶିକ୍ଷା ସମ୍ୱନ୍ଧୀୟ କାର୍ଯ୍ୟକ୍ରମ ମଧ୍ୟ କରିଥାନ୍ତି। ସେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଭିଜ୍ୟୁଆଲି ହ୍ୟାଣ୍ଡିକ୍ୟାପ୍‌ଟରୁ ପ୍ରଶିକ୍ଷଣ ନେଇଛନ୍ତି।

annrpurna

ଅନ୍ନପୂର୍ଣ୍ଣା ମୋହନ

ଅନ୍ନପୂର୍ଣ୍ଣା ମୋହନ ତାମିଲନାଡୁର ଏପରି ଜଣେ ଶିକ୍ଷୟିତ୍ରୀ ଯିଏ ଛାତ୍ରଛାତ୍ରୀଙ୍କ ପାଇଁ ନିଜ ଅଳଙ୍କାର ବିକ୍ରି କରି ଦେଇଛନ୍ତି। ସେ ତାମିଲନାଡୁର ସରକାରୀ ସ୍କୁଲ୍-  ପଞ୍ଚାୟତ ୟୁନିୟନ ପ୍ରାଇମେରୀ ସ୍କୁଲ କଠମାଣ୍ଡୁରେ ଶିକ୍ଷୟିତ୍ରୀ ଅଛନ୍ତି। ସେ ତୃତୀୟ ଶ୍ରେଣୀର ପିଲାଙ୍କୁ ପଢାନ୍ତି।

ଫାଦର ଜୁଲିଅନ୍

କର୍ଣ୍ଣାଟକର ଚିତ୍ରାଦୁର୍ଗା ଜିଲ୍ଲାରେ ରହୁଥିବା ଫାଦର ଜୁଲିଅନ୍ ‘ଡନ୍‌ ବସକୋ ଇନ୍‌ଷ୍ଟିଚ୍ୟୁଟ୍‌’ ଚଳାନ୍ତି ।   ସେ ଏକ ସ୍ୱତନ୍ତ୍ର ବସ୍‌ରେ ସ୍କୁଲ ତିଆରି କରିଛନ୍ତି। ତାଙ୍କର ଏହି ସ୍କୁଲ୍‌କୁ  ଏଠାରେ ‘ସ୍କୁଲ୍‌ ଅନ୍ ହୁଇଲ୍‌’ କୁହାଯାଇଥାଏ। ୨୦୧୨ ମସିହାରୁ ସେ ଏହି ବସ୍‌ରେ ୨୦-୨୦ ପିଲାଙ୍କୁ  ମାଗଣାରେ କମ୍ପ୍ୟୁଟର ପ୍ରଶିକ୍ଷଣ ଦେଉଛନ୍ତି।

dineshkumar

ଦୀନେଶ କୁମାର

ପିଲାଙ୍କୁ ପାଠ ପଢ଼ାଇବା ତାଙ୍କ ନିଶା ଥିଲା। ସ୍କୁଲ ଛାତ ଭାଙ୍ଗିଯିବା ସତ୍ତ୍ୱେ ଉଜ୍ଜୟିନୀର ଲସୁଡିଆ ଚୁଭଡ୍‌ ଗାଁରେ ୪ ବର୍ଷ ହେବ ଘର ଭଡ଼ା ନେଇ ପିଲାଙ୍କୁ ପଢ଼ାଇ ନିଜ କାର୍ଯ୍ୟରେ ସଫଳ ହୋଇଛନ୍ତି। ସେ ହେଉଛନ୍ତି ଦୀନେଶ କୁମାର।  ସେ ଯେଉଁ ସ୍କୁଲରେ ପିଲାଙ୍କୁ ପଢ଼ାଉଥିଲେ ସେହି ସ୍କୁଲର ଛାତ ଭାଙ୍ଗି ଯାଇଥିଲା। ଛାତର ମରାମତି କରିବା ପାଇଁ ସେ  ବାରମ୍ୱାର ଶିକ୍ଷା ବିଭାଗକୁ ଚିଠି ଲେଖିଥିଲେ। ହେଲେ କେହି ହେଲେ ତାଙ୍କ ଚିଠିକୁ ଗୁରୁତ୍ୱ ଦେଇ ନଥିଲେ। ସ୍କୁଲ ଛାତର ବିପଦଜନକ ଅବସ୍ଥା ଦେଖି ଶେଷରେ ସ୍କୁଲ୍‌ଟିକୁ ବନ୍ଦ କରି ଦିଆଯାଇଥିଲା। ଏହାପରେ ଏଠାରେ ପଢ଼ୁଥିବା ପିଲାଙ୍କ ପାଠପଢ଼ା ପ୍ରତି ଅନିଶ୍ଚିତତା ଦେଖାଯାଇଥିଲା।  ଦୀନେଶ ୬ ବର୍ଷ ଯାଏଁ ସ୍କୁଲ୍‌ର ନୂଆ କୋଠା ପାଇଁ ପ୍ରଶାସନକୁ ଦାବି କରି ଆସୁଥିଲେ। ତେଣୁ ତାଙ୍କୁ  ଶିକ୍ଷା ବିଭାଗ ଅନ୍ୟସ୍ଥାନକୁ ବଦଳି କରି ଦେଇଥିଲେ। ହେଲେ ନିଜ ଦିଦ୍‌ରେ ଅଟଳ ଥିଲେ ସେ।  ସେ ଏ ନେଇ  ହାଇକୋର୍ଟର ଦ୍ୱାରସ୍ଥ ହେଲେ। ଏହାପରେ ତାଙ୍କ ବଦଳି ନିର୍ଦ୍ଦେଶ ରଦ୍ଦ ହୋଇଯାଇଥିଲା। ଏବେ ଦୀନେଶ ଏକ ଭଡ଼ା ଘରେ ପିଲାଙ୍କୁ ପଢ଼ାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story