ଇସ୍ରାଏଲର ସବୁଠୁ ସୁରକ୍ଷିତ କୋଠରୀରେ ରହୁଛନ୍ତି ମୋଦି: ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଭାରତୀୟ ସେଫ୍

ସ୍ୱାଧୀନତାର ୭୦ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ୩ ଦିନିଆ ଇସ୍ରାଏଲ ଗ୍ରସ୍ତ କରିଛନ୍ତି। ଏଠାରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସ୍ୱାଗତ ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରୋଟକଲ ଭାଙ୍ଗି ନିଜେ ବିମାନମନ୍ଦରରେ ପହଞ୍ଚିଥିଲେ। ଇସ୍ରାଏଲରେ ଏପରି ଭ‍ବ୍ୟ ସ୍ୱାଗତ ଖ୍ରୀଷ୍ଟିୟାନ ଧର୍ମଗୁରୁ ପୋପ୍‌ ଓ ଆମେରିକାର ରାଷ୍ଟ୍ରପତିଙ୍କୁ କରାଯାଏ। କିନ୍ତୁ ମୋଦିଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦର ଓ ହୋଟେଲରେ ରେଡ୍‌ କାର୍ପେଟ ବିଛା ଯାଇଥିଲା। […]

modi house

modi house

Rakesh Mallick
  • Published: Thursday, 06 July 2017
  • Updated: 06 July 2017, 05:10 PM IST

Sports

Latest News

ସ୍ୱାଧୀନତାର ୭୦ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ୩ ଦିନିଆ ଇସ୍ରାଏଲ ଗ୍ରସ୍ତ କରିଛନ୍ତି। ଏଠାରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସ୍ୱାଗତ ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରୋଟକଲ ଭାଙ୍ଗି ନିଜେ ବିମାନମନ୍ଦରରେ ପହଞ୍ଚିଥିଲେ। ଇସ୍ରାଏଲରେ ଏପରି ଭ‍ବ୍ୟ ସ୍ୱାଗତ ଖ୍ରୀଷ୍ଟିୟାନ ଧର୍ମଗୁରୁ ପୋପ୍‌ ଓ ଆମେରିକାର ରାଷ୍ଟ୍ରପତିଙ୍କୁ କରାଯାଏ। କିନ୍ତୁ ମୋଦିଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦର ଓ ହୋଟେଲରେ ରେଡ୍‌ କାର୍ପେଟ ବିଛା ଯାଇଥିଲା। ମୋଦି ରହୁଥିବା ହୋଟେଲକୁ ପୂରା କଡା ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି। ଇସ୍ରାଏଲରେ ମୋଦି ରହୁଥିବା ହୋଟେଲରର ସୁରକ୍ଷା ବିଷୟରେ ଜାଣିଲେ ଆପଣ ଚକିତ ହେବେ ନିଶ୍ଚୟ।

୩ ଦିନିଆ ଇସ୍ରାଏଲ ଗ୍ରସ୍ତରେ ଯାଇଥିବା ମୋଦିଙ୍କୁ ଅଭୁତପୂର୍ବ ସୁରକ୍ଷା ଯୋଗାଇ ଦିଆଯାଇଛି। କିଙ୍ଗ୍‌ ଡେଭିଡ଼୍‌ ହୋଟେଲରେ ଅବସ୍ଥାନ କରୁଛନ୍ତି ମୋଦି। ହୋଟେଲର ଯେଉଁ କୋଠରୀରେ ମୋଦି ରହୁଛନ୍ତି ତାହା ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି ହୋଟେଲ କର୍ତ୍ତୃପକ୍ଷ ଦାବି କରିଛନ୍ତି। ସେମାନଙ୍କ ସୂଚନା ଅନୁଯାୟୀ, ମୋଦି ରହୁଥିବା କୋଠରୀଟି ବୋମା ଓ ବିଭିନ୍ନ ରାସାୟନିକ ଅସ୍ତ୍ର ନିରୋଧୀ। ଯଦି ହୋଟେଲ ଉପରେ କୌଣସି ବୋମା କିମ୍ବା ରାସାୟନିକ ଅସ୍ତ୍ରର ପ୍ରୟୋଗ ହୁଏ ତେବେ କୋଠରୀ ଉପରେ କିଛି ବି ପ୍ରଭାବ ପଡିବନି। ଏହି ହୋଟେଲରେ ମୋଦି ଓ ଭାରତୀୟ ପ୍ରତିନିଧି ମଣ୍ଡଳୀ ରହିବା ପାଇଁ ୧୧୦ଟି ରୁମ୍‌ ବୁକ୍‌ ହୋଇଛି। ଆମେରିକାର ରାଷ୍ଟ୍ରପତି ଇସ୍ରାଏଲ ଗ୍ରସ୍ତ କଲେ ଏହି ହୋଟେଲ୍‌ରେ ରହିଥାନ୍ତି।

ଖାଲି ସୁରକ୍ଷା କ୍ଷେତ୍ରରେ ନୁହେଁ ମୋଦିଙ୍କ ଖାଇବା ଉପରେ ମଧ୍ୟ ବିଶେଷ ଦୃଷ୍ଟି ଦିଆଯାଇଛି। ଯେହେତୁ ସେ ଶାକାହାରୀ ତେଣୁ ଖାଦ୍ୟମେନୁରେ ନିରାମିଷ ପ୍ରତି ଅଗ୍ରାଧିକାର ଦିଆଯାଇଛି । ଏପରିକି ମୋଦି ରହୁଥିବା ରୁମ୍‌ରେ ଏକ ସ୍ୱତନ୍ତ୍ର ରୋଷେଇଘର ରହିଛି।  ଯାହାଫଳରେ ସେ ତାଙ୍କ ମନମୁତାବକ ଖାଦ୍ୟର ମଜା ସଙ୍ଗେ ସଙ୍ଗେ ପାଇପାରିବେ। ମୋଦିଙ୍କ ମନପସନ୍ଦର ଖାଇବା ରୋଷେଇ କରିବା ପାଇଁ ଜଣେ ଭାରତୀୟ ସେଫ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story