ଶାଢି ଦୋକାନର ନାଁ ‘ପର୍ଣ୍ଣ’ ବା ଅଶ୍ଳୀଳ, କେମିତି ହେଲା ଜାଣନ୍ତୁ

ଇଂଲିଶକୁ ୱାର୍ଲ୍ଡ ଲାଙ୍ଗୁଏଜ କୁହାଯାଉଛି। ପ୍ରାୟ ସବୁ ଦେଶର ଲୋକେ ଇଂଲିଶ ବ୍ୟବହାର କରୁଛନ୍ତି। ଏହାସତ୍ତ୍ୱେ ଇଂରାଜୀରେ ଭଲ ଜ୍ଞାନ ଥିବା ଲୋକେ ବହୁତ କମ ଅଛନ୍ତି। ଏମିତି କିଛି ଦେଶ ଅଛି (ଚାଇନା ଓ ପଶ୍ଚିମ ଏସିଆ) ଯେଉଁଠି ଇଂରାଜୀ ଜାଣିଥିବା ଲୋକଙ୍କ ସଂଖ୍ୟା ବହୁତ କମ। ଏପରି ସ୍ଥିତିରେ ଏହି ଦେଶର ଲୋକେ ସ୍ଥାନୀୟ ଭାଷାକୁ ଗୁଗୁଲ୍‌ରେ ଇଂଲିଶକୁ ଅନୁବାଦ କରିଥାନ୍ତି। ତେବେ କିଛି କ୍ଷେତ୍ରରେ ପରିଣତି କ’ଣ ହୋଇଥାଏ ଆସନ୍ତୁ ଜାଣିବା। ଚାଇନା […]

Rakesh Mallick
  • Published: Wednesday, 13 September 2017
  • Updated: 13 September 2017, 06:39 PM IST

Sports

Latest News

ଇଂଲିଶକୁ ୱାର୍ଲ୍ଡ ଲାଙ୍ଗୁଏଜ କୁହାଯାଉଛି। ପ୍ରାୟ ସବୁ ଦେଶର ଲୋକେ ଇଂଲିଶ ବ୍ୟବହାର କରୁଛନ୍ତି। ଏହାସତ୍ତ୍ୱେ ଇଂରାଜୀରେ ଭଲ ଜ୍ଞାନ ଥିବା ଲୋକେ ବହୁତ କମ ଅଛନ୍ତି। ଏମିତି କିଛି ଦେଶ ଅଛି (ଚାଇନା ଓ ପଶ୍ଚିମ ଏସିଆ) ଯେଉଁଠି ଇଂରାଜୀ ଜାଣିଥିବା ଲୋକଙ୍କ ସଂଖ୍ୟା ବହୁତ କମ। ଏପରି ସ୍ଥିତିରେ ଏହି ଦେଶର ଲୋକେ ସ୍ଥାନୀୟ ଭାଷାକୁ ଗୁଗୁଲ୍‌ରେ ଇଂଲିଶକୁ ଅନୁବାଦ କରିଥାନ୍ତି। ତେବେ କିଛି କ୍ଷେତ୍ରରେ ପରିଣତି କ’ଣ ହୋଇଥାଏ ଆସନ୍ତୁ ଜାଣିବା।

ଚାଇନା ଓ ପଶ୍ଚିମ ଏସିଆର ଲୋକଙ୍କର ଇଂଲିଶ ପ୍ରତି ବହୁ ଦୁର୍ବଳତା ରହିଛି। ହେଲେ ଏହି ଦେଶରେ ବହୁତ କମ ଲୋକ ଏହି ଭାଷାରେ ପାରଙ୍ଗମ ହୋଇଥିବାରୁ ସେମାନଙ୍କର ବହୁତ ଡିମାଣ୍ଡ ଥାଏ। ଏପରି ସ୍ଥିତିରେ କିଛି ଲୋକ ଗୁଗୁଲ୍‌ର ସାହାରା ନେଇଥାନ୍ତି। ଏପରି ଗୁଗୁଲ୍‌ର ସାହାର ନିଆଯାଇ ପଶ୍ଚିମ ଏସିଆରେ ଏକ ଦେଶରେ ଗୋଟେ ଦୋକାନର ନାଁ ରଖାଯାଇଛି। ଜାଣିଲେ ଆଶ୍ଚର୍ଯ୍ୟ ହେବ ଏହା ଏକ ଶାଢି ଦୋକାନ। ହେଲେ ସ୍ଥାନୀୟ ଭାଷାକୁ ଗୁଗୁଲ୍‌ରେ ଇଂରାଜୀରେ ଅନୁବାଦ କରାଯାଇଛି। ଯାହା ଇଂରାଜୀରେ ‘ପର୍ଣ୍ଣୋ’। ଯାହାର ଅର୍ଥ ହେଲା ଅଶ୍ଳୀଳ। ମଜାଦାର କଥା ହେଲା ଇଂରାଜୀର ‘ଇ’ ଜାଣି ନଥିବା ଦୋକାନୀ ନିଜ ଶାଢି ଦୋକାନର ନାଁ ‘ପ୍ରୋନ୍‌ ଫ୍ୟାସନ୍‌’ ଦେଇ ଦେଇଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos