ବିଳାସର ଅନ୍ୟ ନାଁ ଅମ୍ବାନୀଙ୍କ ଆଣ୍ଟିଲିଆ: ଚର୍ଚ୍ଚାରେ ମୁମ୍ବାଇର ମୁକେଶଙ୍କ ବଙ୍ଗଳା

ମୁମ୍ବାଇ-ରିଲାଏନ୍ସ  ମୁଖ୍ୟ ମୁକେଶ ଅମ୍ବାନୀ। ଅଜସ୍ର ଅର୍ଥର ମାଲିକ। ବ୍ୟବସାୟର ପ୍ରତିଟି କ୍ଷେତ୍ରରେ ତାଙ୍କୁ ମିଳିଛି ସଫଳତା। ଜଣେ ସଫଳ ବ୍ୟବସାୟୀ ହିସାବରେ ସେ ଯେତିକି ଲୋକପ୍ରିୟ ତା ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ଜୀବନଶୈଳୀ। କୁହାଯାଏ ପ୍ରାଚୁର୍ଯ୍ୟର ପାହାଡ଼ରେ ଜୀବନ ବିତାଇଥାନ୍ତି ମୁକେଶଙ୍କ ପରିବାର। ମୁକେଶ ଅମ୍ବାନୀ ରହୁଥିବା ବିଳାସମୟ ବଙ୍ଗଳା ଆଣ୍ଟିଲିଆ। ୪,୦୦୦୦୦ସ୍କୋୟାର ଫୁଟର ଏହି ବଙ୍ଗଳା ସାଉଥ୍ ମୁମ୍ବାଇର ଅଲଟାମାଉଣ୍ଟ ରୋଡ୍‌ରେ ରହିଛି। ଅଟାଲାଣ୍ଟିକ୍ ମହାସାଗରରୁ ଏହି ବଙ୍ଗଳାର ନାମ ଆଣ୍ଟିଲିଆ ରଖାଯାଇଥିବା […]

antilia

antilia

Rakesh Mallick
  • Published: Monday, 15 May 2017
  • Updated: 15 May 2017, 05:31 PM IST

Sports

Latest News

ମୁମ୍ବାଇ-ରିଲାଏନ୍ସ  ମୁଖ୍ୟ ମୁକେଶ ଅମ୍ବାନୀଅଜସ୍ର ଅର୍ଥର ମାଲିକ। ବ୍ୟବସାୟର ପ୍ରତିଟି କ୍ଷେତ୍ରରେ ତାଙ୍କୁ ମିଳିଛି ସଫଳତା। ଜଣେ ସଫଳ ବ୍ୟବସାୟୀ ହିସାବରେ ସେ ଯେତିକି ଲୋକପ୍ରିୟ ତା ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ଜୀବନଶୈଳୀ। କୁହାଯାଏ ପ୍ରାଚୁର୍ଯ୍ୟର ପାହାଡ଼ରେ ଜୀବନ ବିତାଇଥାନ୍ତି ମୁକେଶଙ୍କ ପରିବାର।

ମୁକେଶ ଅମ୍ବାନୀ ରହୁଥିବା ବିଳାସମୟ ବଙ୍ଗଳା ଆଣ୍ଟିଲିଆ। ୪,୦୦୦୦୦ସ୍କୋୟାର ଫୁଟର ଏହି ବଙ୍ଗଳା ସାଉଥ୍ ମୁମ୍ବାଇର ଅଲଟାମାଉଣ୍ଟ ରୋଡ୍‌ରେ ରହିଛି।

ଅଟାଲାଣ୍ଟିକ୍ ମହାସାଗରରୁ ଏହି ବଙ୍ଗଳାର ନାମ ଆଣ୍ଟିଲିଆ ରଖାଯାଇଥିବା କୁହାଯାଉଛି।

ମୁକେଶଙ୍କ ବଙ୍ଗଲାରେ ୨୭ଟି ଫ୍ଲୋର ରହିଛି।  ଉଚ୍ଚତା  ୫୭୦ ଫୁଟ୍।

ମୁକେଶ ଅମ୍ବାନୀଙ୍କ ବଙ୍ଗଳାରେ ୬୦୦ କର୍ମଚାରୀ କାମ କରନ୍ତି। ଏହା ବ୍ୟତୀତ ସିକ୍ୟୁରିଟି ଗାର୍ଡ, ବଡ଼ିଗାର୍ଡ ଓ ଅନ୍ୟ କର୍ମଚାରୀ ଅଛନ୍ତି।

ମୁକେଶ ଅମ୍ବାନିଙ୍କ ବଙ୍ଗଳାରେ ହେଲଥ୍ ସ୍ପା, ସେଲୁନ ଓ ୩ଟି ସୁଇମିଂ ପୁଲ୍ ରହିଛି।

ଆଣ୍ଟିଲିଆରେ ମନୋରଂଜନ ପାଇଁ ରହିଛି ଏକ ଫିଲ୍ମ ହଲ୍‌ । ଯେଉଁଠି ୫୦ଜଣ ଦର୍ଶକ ପାଇଁ ସିଟ୍ ରହିଛି ।

ମୁକେଶରେ ୬ଟି ରୁମ୍‌ ଗାଡି ପାକିଂ ପାଇଁ କରାଯାଇଛି। ଯେଉଁଠି ୧୬୮ଟି କାର୍‌ ପାକିଂ ହୋଇପାରିବ।

ଯିବାଆସିବା ପାଇଁ ୯ଟି ଲିଫ୍ଟ ଲାଗିଛି। ଅମ୍ବାନୀଙ୍କ ପରିବାର ଲୋକେ ଅଲଗା ଅଲଗା ଲିଫ୍ଟ ବ୍ୟବହାର କରନ୍ତି।

ଆଣ୍ଟିଲିଆର ଆଉ ଏକ ସ୍ବାତନ୍ତ୍ରତା ହେଲା, ବଙ୍ଗଳାରେ ରହିଛି ୩ଟି ହେଲିପ୍ୟାଡ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story