ନେଲପଲିସ୍‌ର ଦାମ୍ ଦେଢ଼ କୋଟି: କାହିଁକି ପଢ଼ନ୍ତୁ?

ମହିଳାମାନେ ନେଲ୍‌ପଲିସ୍‌ ଲଗାନ୍ତି। ବଜାରରେ ବିଭିନ୍ନ ପ୍ରକାରର ନେଲ୍‌ପଲିସ୍ ମିଳେ। ତେବେ ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠୁ ଦାମୀ ନେଲ୍‌ପଲିସ୍ ବିଷୟରେ ଜଣାଇବୁ। ଦାମ୍‌ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କିଛି ଦିନ ହେବ ଏକ ନେଲ୍‌ପଲିସ୍ ମାର୍କେଟକୁ ଆସିଛି। ଏହାର ଦାମ ଯେତିକି ରହିଛି, ସେତିକିରେ ପାଞ୍ଚଟି BMW(x-1) ଗାଡ଼ି କିଣି ହେବ। ଏହାର ଦାମ ରହିଛି ୧କୋଟି ୬୦ ଲକ୍ଷ ଟଙ୍କା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ନେଲ୍‌ପଲିସ୍‌କୁ ୨୫ ଜଣ କିଣି ସାରିଲେଣି। […]

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 12:41 PM IST

Sports

Latest News

nailମହିଳାମାନେ ନେଲ୍‌ପଲିସ୍‌ ଲଗାନ୍ତି। ବଜାରରେ ବିଭିନ୍ନ ପ୍ରକାରର ନେଲ୍‌ପଲିସ୍ ମିଳେ। ତେବେ ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠୁ ଦାମୀ ନେଲ୍‌ପଲିସ୍ ବିଷୟରେ ଜଣାଇବୁ। ଦାମ୍‌ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କିଛି ଦିନ ହେବ ଏକ ନେଲ୍‌ପଲିସ୍ ମାର୍କେଟକୁ ଆସିଛି। ଏହାର ଦାମ ଯେତିକି ରହିଛି, ସେତିକିରେ ପାଞ୍ଚଟି BMW(x-1) ଗାଡ଼ି କିଣି ହେବ। ଏହାର ଦାମ ରହିଛି ୧କୋଟି ୬୦ ଲକ୍ଷ ଟଙ୍କା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ନେଲ୍‌ପଲିସ୍‌କୁ ୨୫ ଜଣ କିଣି ସାରିଲେଣି। ୫୭୬ ଜଣ ଏହାକୁ କିଣିବାକୁ ବୁକିଂ କରିଛନ୍ତି। ଏହି ନେଲ୍‌ପଲିସଟି ଏଜେଚର୍ ବ୍ରାଣ୍ଡର। ଏହାକୁ ବ୍ଲାକ ଡାଇମଣ୍ଡ୍ ବି କୁହାଯାଉଛି।

ଏହାର ବିଶେଷତ୍ତ୍ୱ ହେଉଛି ଏଥିରେ ୨୬୭ କ୍ୟାରେଟର ବ୍ଲାକ ଡାଇମଣ୍ଡ ରହିଛି। ତେବେ ଏହି ନେଲ୍‌ପଲିସ୍‌ର ଦାମକୁ ନେଇ ଯେତେ ଚର୍ଚ୍ଚା ଚାଲିଛି ତାଠାରୁ ଅଧିକା ଚର୍ଚ୍ଚା ଚାଲିଛି ଏହାକୁ କିଣୁଥିବା ବ୍ୟକ୍ତିଙ୍କୁ ନେଇ। ସଉକ ପୂରା କରିବାକୁ ଏମାନେ ଦାମ୍‌କୁ ବି ଖାତିର କରି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story