ସାଙ୍ଗଙ୍କୁ ବି ଦିଅନ୍ତୁନି ନିଜର ଏ ଜିନିଷ: ହୋଇପାରନ୍ତି ଅସୁସ୍ଥ

ଆଜିକାଲି କାହାକୁ କିଛି ଜିନିଷ ଦେଇଥିଲେ ପୁଣି ଥରେ ଫେରି ପାଇବା କଷ୍ଟକର ହୋଇଯାଉଛି। ଏହା ଜାଣି ମଧ୍ୟ ବହୁ ଲୋକ ନିଜ ସାଙ୍ଗସାଥୀଙ୍କୁ କିଛି ନିଜିଷ ଦେଇଥାନ୍ତି। ଏଥିରେ ଟଙ୍କା ପଇସା ହେଉ କି ଆଉ କିଛି ନିଜ ବ୍ୟବହାର ଜିନିଷ ଥାଏ। ଯଦି ଏପରି କରୁଛନ୍ତି, ତେବେ ସାବଧାନ ହୋଇ ଯାଆନ୍ତୁ। କାରଣ ଏପରି କିଛି ବ୍ୟବହାର ଜିନିଷ ବିଷୟରେ ଆମେ କହିବାକୁ ଯାଉଛୁ, ଯାହାକୁ ଆପଣ ସାଙ୍ଗସାଥୀଙ୍କୁ ଦେଲେ ଆପଣଙ୍କୁ ବିଭିନ୍ନ ପ୍ରକାର […]

red-lipstick

red-lipstick

Rakesh Mallick
  • Published: Friday, 22 September 2017
  • Updated: 22 September 2017, 07:43 PM IST

Sports

Latest News

ଆଜିକାଲି କାହାକୁ କିଛି ଜିନିଷ ଦେଇଥିଲେ ପୁଣି ଥରେ ଫେରି ପାଇବା କଷ୍ଟକର ହୋଇଯାଉଛି। ଏହା ଜାଣି ମଧ୍ୟ ବହୁ ଲୋକ ନିଜ ସାଙ୍ଗସାଥୀଙ୍କୁ କିଛି ନିଜିଷ ଦେଇଥାନ୍ତି। ଏଥିରେ ଟଙ୍କା ପଇସା ହେଉ କି ଆଉ କିଛି ନିଜ ବ୍ୟବହାର ଜିନିଷ ଥାଏ। ଯଦି ଏପରି କରୁଛନ୍ତି, ତେବେ ସାବଧାନ ହୋଇ ଯାଆନ୍ତୁ। କାରଣ ଏପରି କିଛି ବ୍ୟବହାର ଜିନିଷ ବିଷୟରେ ଆମେ କହିବାକୁ ଯାଉଛୁ, ଯାହାକୁ ଆପଣ ସାଙ୍ଗସାଥୀଙ୍କୁ ଦେଲେ ଆପଣଙ୍କୁ ବିଭିନ୍ନ ପ୍ରକାର ରୋଗ ସଂକ୍ରମଣ କରିବାର ଆଶଙ୍କା ରହିଛି। ଆସନ୍ତୁ ଜାଣିବା ଏପରି କିଛି ନିତିଦିନିଆ ବ୍ୟବହାର ନିଜିଷ ସମ୍ପର୍କରେ।

-Earbudsଇୟର ଫୋନ୍‌: ସବୁ ଲୋକଙ୍କ ଇୟର ୱାକ୍ସରେ ନିଜର ବ୍ୟାକ୍ଟେରିଆଲ ପ୍ଲୋରା ବାଲାନ୍ସ ରହିଥାଏ। ଯାହା ଇୟର ଫୋନ୍‌ ସେୟାର କଲେ ଅସନ୍ତୁଳିତ ହୋଇଥାଏ। ଏହାଦ୍ୱାରା କାନରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥାଏ। ତେଣୁ ସାଙ୍ଗ ଯେତେ ଘନିଷ୍ଠ ହୋଇଥିଲେ ମଧ୍ୟ ଉଭୟଙ୍କ ସୁରକ୍ଷା ପାଇଁ କେବେ କି ଇୟର ଫୋନ୍‌ ସେୟାର କରନ୍ତୁ ନାହିଁ।

towelତଉଲିଆ: ଗାଧୋଇବା ପରେ ଓଦା ଶରୀରକୁ ଆମେ ତଉଲିଆରେ ପୋଛିଥାଉ। ଫଳରେ ତଉଲିଆରେ ବହୁତ ପରିମାଣରେ ବ୍ୟାକ୍ଟେରିଆ ଓ ଫଙ୍ଗସ୍‌ ରହିଥାନ୍ତି। ଆଉ କାହା ସହ ନିଜ ବ୍ୟବହାର ତଉଲିଆ ସେୟାର କଲେ ଏହି ବ୍ୟାକ୍ଟେରିଆ ଓ ଫଙ୍ଗସ୍‌ ଅନ୍ୟ ଦେହକୁ ଯାଇ ରୋଗ ସୃଷ୍ଟିର କାରଣ ପାଲଟି ଥାଏ।

combପାନିଆ: ଅନ୍ୟର ପାନିଆ ବ୍ୟବହାର କରିବାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ। ବ୍ୟକ୍ତିର ଡ୍ୟାଣ୍ଡଡ୍ରପ୍‌, ଚୁଟି ଝଡିବା ସମସ୍ୟା କିମ୍ବା ଅନ୍ୟ କିଛି ଏଲର୍ଜି ଥିଲେ, ଏହା ଆପଣଙ୍କୁ ହୋଇପାରେ ଓ ସମସ୍ୟାରେ ପକାଇ ପାରେ।

Helmetହେଲମେଟ୍‌: ନିଜ ହେଲମେଟ ଅନ୍ୟକୁ ଦେବା ଓ ଅନ୍ୟର ନିଜେ ବ୍ୟବହାର କରିବାରୁ ସବୁବେଳେ ଦୂରେଇ ରୁହନ୍ତୁ। ଏପରି କଲେ ପାନିଆ ବ୍ୟବହାର ପରି ଆପଣ ସମସ୍ୟାରେ ପଡିପାରନ୍ତି।

lipstickଲିପଷ୍ଟିକ୍‌: ଝିଅମାନେ ସାଧାରଣତଃ ଲିପ୍‌ଷ୍ଟିକ ଓ ଲିପ୍‌ ଗ୍ଲସ୍‌ ସାଙ୍ଗମାନଙ୍କ ସହ ସେୟାର କରିଥାନ୍ତି। ହେଲେ ଏପରି କଲେ ହର୍ପସ ଓ ଫଙ୍ଗଲ ସଂକ୍ରମଣ ଭଳି ବେମାରୀ ହେବାର ଆଶଙ୍କା ବଢିଯାଇଥାଏ। ହର୍ପସ୍‌ ଏପରି ଏକ ସଂକ୍ରମଣ, ଯାହାର ଶତ ପ୍ରତିଶତ ପ୍ରତିକାର ଏପର୍ଯ୍ୟନ୍ତ ବାହାରି ନାହିଁ।

SONY DSCମନିକୁଲ: ନେଲ୍‌ କଟର ଓ ରେଜର ଭଳି ଜିନିଷ ଅନ୍ୟ ସହ ସେୟାର କରନ୍ତୁ ନାହିଁ। ଏହାକୁ ଅଧିକ ବ୍ୟବାହାର କଲେ ଏହାର ବ୍ଲେଡରେ ମାଇକ୍ରୋସ୍କୋପିକ ଡ୍ରାପ୍‌ଲେଟ୍ସ ଆସିବାର ଆଶଙ୍କ ରହିଥାଏ। ଏହାକୁ ଅନ୍ୟ ସହ ବ୍ୟବହାର କଲେ ହର୍ପସ ଓ ଅନ୍ୟ ଫଙ୍ଗଲ ଜନିତ ସଂକ୍ରମଣର ଶିକାର ହେବାର ସମ୍ଭାବନା ବଢି ଯାଇଥାଏ।

Brushesସ୍କିନ କେୟାର ଦ୍ରବ୍ୟ: ମେକ୍‌ଅପ୍‌ରେ ବ୍ୟବହାର କରୁଥିବା ଦ୍ରବ୍ୟକୁ ଅନ୍ୟ ସହ ସେୟାର କରନ୍ତୁ ନାହିଁ। ମେକ୍‌ଅପ ବେଳେ ଏଥିରେ ବ୍ୟାକ୍ଟେରିଆ ରହିଯାଇଥାନ୍ତି। ଏହା ମୁହଁରେ ବ୍ରଣ ଓ ଚର୍ମ ଖରାପ ହେବାର ଆଶଙ୍କା ବଢିଯାଇଥାଏ।

gallery-1447185908-shoes-indexଜୋତା: ସାଧାରଣତ ଘରକୁ ଆସିଥିବା ବନ୍ଧୁ ଆମେ ବ୍ୟବହାର କରୁଥିବା ଜୋତା ବ୍ୟବହାର କରିଥାନ୍ତି। ହେଲେ ଏଥିରେ ବ୍ୟାକ୍ଟେରିଆ ଥାନ୍ତି। ଓଦା ଗୋଡରେ ଏହାକୁ ବ୍ୟବହାର କଲେ ବ୍ୟାକ୍ଟେରିଆ ଆହୁରି ବଢିଯାଇଥାନ୍ତି। ତେଣୁ ଏହାକୁ ଅନ୍ୟ ସହ ବ୍ୟବହାର ନ କରିବା ଭଲ।

Hair Clipsହେୟାର କ୍ଲିପ୍ସ ଓ ହେୟାର କର୍ଲର: ହେୟାର କ୍ଲିପ୍ସ ଓ ହେୟାର କର୍ଲରକୁ ଅନ୍ୟ ସହ ସେୟାର କଲେ ଉଙ୍କୁଣି ହେବାର ସମ୍ଭାବନା ଥାଏ। ପ୍ରତିମାସ କର୍ଲର ଓ କ୍ଲିପ୍ସକୁ ଗରମ ପାଣିରେ ଧୋଇବା ଦ୍ୱାରା ସଂକ୍ରମଣ ଆଶଙ୍କା କମ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story