ନୂଆ ଭୋଟରଙ୍କ ମୁଡ଼ :  ‘ନିଜ ନେତା ନିଜେ ବାଛିବୁ’

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):   ଏଥର ଆମ ନେତା, ଆମେ ବାଛିବୁ। ଦେଶର ଭବିଷ୍ୟତ ସୁରକ୍ଷିତ ରଖିବୁ। ଏଥିନିମନ୍ତେ ଖରାକୁ ଖାତିର ନ କରି କେନ୍ଦୁଝରର ଏକ ମତଦାନ କେନ୍ଦ୍ରରେ ନୂଆ ଭୋଟରମାନେ ଲାଇନରେ ଛିଡ଼ା ହୋଇଥିଲେ। ପ୍ରଥମ ଥର ଲାଗି ଭୋଟ ଦେବାକୁ ସେମାନଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦିପନା ସ୍ପଷ୍ଟ ଭାବେ ବାରି ହୋଇ ପଡୁଥିଲା। ପ୍ରଥମ ଥର ଦୁନିଆର ସର୍ବବୃହf ଗଣତନ୍ତ୍ରର ନିର୍ବଚନୀ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିଥିବାରୁ ନିଜକୁ ସୌଭାଗ୍ୟଶାଳୀ ମଧ୍ୟ ଭାବୁଥିଲେ।  ନିଜ ହିସାବରେ […]

vote...

vote...

Niharika Rout
  • Published: Tuesday, 23 April 2019
  • Updated: 25 April 2019, 07:34 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):   ଏଥର ଆମ ନେତା, ଆମେ ବାଛିବୁ। ଦେଶର ଭବିଷ୍ୟତ ସୁରକ୍ଷିତ ରଖିବୁ। ଏଥିନିମନ୍ତେ ଖରାକୁ ଖାତିର ନ କରି କେନ୍ଦୁଝରର ଏକ ମତଦାନ କେନ୍ଦ୍ରରେ ନୂଆ ଭୋଟରମାନେ ଲାଇନରେ ଛିଡ଼ା ହୋଇଥିଲେ। ପ୍ରଥମ ଥର ଲାଗି ଭୋଟ ଦେବାକୁ ସେମାନଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦିପନା ସ୍ପଷ୍ଟ ଭାବେ ବାରି ହୋଇ ପଡୁଥିଲା।

ପ୍ରଥମ ଥର ଦୁନିଆର ସର୍ବବୃହf ଗଣତନ୍ତ୍ରର ନିର୍ବଚନୀ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିଥିବାରୁ ନିଜକୁ ସୌଭାଗ୍ୟଶାଳୀ ମଧ୍ୟ ଭାବୁଥିଲେ।  ନିଜ ହିସାବରେ ଭୋଟଦାନ କରୁଥିବାରୁ ସେମାନେ ବହୁ ଉତ୍ସାହିତ ଅଛନ୍ତି। ମତ ସାବ୍ୟସ୍ତ କରି ସେମାନେ ନିଜ ଖୁସି ବ୍ୟକ୍ତ କରିଛନ୍ତି। ଏହାବ୍ୟତୀତ ଗଣତନ୍ତ୍ରର ମହାପର୍ବ ଭୋଟଦାନରୁ ନିଜକୁ ବଞ୍ଚିତ ନ କରିବାକୁ ଓ ବହୁ ସଂଖ୍ୟାରେ ଏଥିରେ ସାମିଲ ହେବାକୁ ଅନ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos