ଭାରତୀୟ ହକି ଦଳ ପାଇଁ ନୂଆ ସମ୍ଭାବନା ନୀଲମ

ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): ଜୁନିୟର ଏସିଆ କପ୍ ପାଇଁ ଆସିଥିଲା ଡାକରା। ଫଳରେ ଜାତୀୟ ଦଳରେ ସାମିଲ ହେବା ନେଇ ବେଶ ଆଶାବାଦୀ ହୋଇପଡ଼ିଥିଲେ ସେ। ହେଲେ ନିରାଶ ହେବାକୁ ପଡ଼ିଥିଲା ତାଙ୍କୁ। ଏଥର  ସିନିୟର କ୍ୟାମ୍ପ୍ ଲାଗି ମନୋନୀତ ହେଲେ। ସୁଲତାନ ଆଜଲାନ ଶାହ ହକି ଚାମ୍ପିୟନସିପ୍ ଲାଗି ହେଉଥିଲା ଏହି କ୍ୟାମ୍ପ୍। ଏଥର ନିଶ୍ଚିତ ଜାତୀୟ ଦଳରେ ସ୍ଥାନ ପାଇବାକୁ ଆଶା ରଖିଥିଲେ। କିନ୍ତୁ ମିଳି ନ ଥିଲା। ମନ ଦୁଃଖ ହୋଇଥିଲା ହେଲେ ଭାଙ୍ଗି […]

neelamkhes

neelamkhes

Rakesh Mallick
  • Published: Monday, 07 March 2016
  • Updated: 07 March 2016, 10:13 AM IST

Sports

Latest News

[caption id="attachment_72503" align="alignleft" width="287"]ନୀଲମ ସଞ୍ଜୀବ ଖେସ୍ ନୀଲମ ସଞ୍ଜୀବ ଖେସ୍[/caption]

ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): ଜୁନିୟର ଏସିଆ କପ୍ ପାଇଁ ଆସିଥିଲା ଡାକରା। ଫଳରେ ଜାତୀୟ ଦଳରେ ସାମିଲ ହେବା ନେଇ ବେଶ ଆଶାବାଦୀ ହୋଇପଡ଼ିଥିଲେ ସେ। ହେଲେ ନିରାଶ ହେବାକୁ ପଡ଼ିଥିଲା ତାଙ୍କୁ। ଏଥର  ସିନିୟର କ୍ୟାମ୍ପ୍ ଲାଗି ମନୋନୀତ ହେଲେ। ସୁଲତାନ ଆଜଲାନ ଶାହ ହକି ଚାମ୍ପିୟନସିପ୍ ଲାଗି ହେଉଥିଲା ଏହି କ୍ୟାମ୍ପ୍। ଏଥର ନିଶ୍ଚିତ ଜାତୀୟ ଦଳରେ ସ୍ଥାନ ପାଇବାକୁ ଆଶା ରଖିଥିଲେ। କିନ୍ତୁ ମିଳି ନ ଥିଲା। ମନ ଦୁଃଖ ହୋଇଥିଲା ହେଲେ ଭାଙ୍ଗି ପଡ଼ି ନ ଥିଲେ। ପରିଶ୍ରମ ଜାରି ରଖିଥିଲେ। ଆଉ ଫଳସ୍ୱରୂପ ସିଧାସଳଖ ସ୍ଥାନ ପାଇଲେ ସିନିୟର ହକି ଟିମ୍‌ରେ। ସାଉଥ୍ ଏସିଆ ଗେମ୍ ଲାଗି ଭାରତୀୟ ହକି ଦଳରେ ସାମିଲ ହେଲେ। ଆଉ ପ୍ରଥମ ଟୁର୍ଣ୍ଣାମେଣ୍ଟରେ ହିଁ ପୋଡିୟମ୍ ଫିନିସ୍ କରିବାରେ ସକ୍ଷମ ହୋଇଥିଲେ।

ବିଶ୍ୱସ୍ତରୀୟ ଡିଫେଣ୍ଡର୍ ତଥା ଡ୍ରାଗ୍ ଫ୍ଲିକର୍ ଭାବେ ନିଜକୁ ପରିଚିତ କରିବାକୁ ଚାହୁଁଥିବା ଏହି ଯୁବ ଖେଳାଳି ହେଲେ ନୀଲମ ସଞ୍ଜୀବ ଖେସ୍।  ଭାରତୀୟ ହକି ଦଳ ପାଇଁ ଆଉ ଏକ ନୂଆ ସମ୍ଭାବନା। ନିକଟରେ ଗୁଆହାଟୀରେ ଶେଷ ହୋଇଥିବା ଦକ୍ଷିଣ ଏସୀୟ କ୍ରୀଡ଼ାରେ ନିଜ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ୧୮ ବର୍ଷୀୟ ନୀଲମ। ଆଉ ପ୍ରଥମ ଟୁର୍ଣ୍ଣାମେଣ୍ଟରେ ହିଁ ସେ ରୌପ୍ୟ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି।

ରାଜ୍ୟର ଅନ୍ୟ ଅନେକ ହକି ଖେଳାଳିଙ୍କ ଭଳି ନୀଲମଙ୍କ ଘର ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାରେ।ବୀରମିତ୍ରପୁର ରାଇବଗା ଗାଁର ଏକ ଚାଷୀ ପରିବାରରେ ତାଙ୍କର ଜନ୍ମ। ଛୋଟ ବେଳୁ ଘର ପାଖରେ ହକି ଖେଳ ଦେଖି ଏଥିପ୍ରତି ଆକୃଷ୍ଟ ହୋଇଥିଲେ। ଆଉ ସ୍କୁଲରେ ପଢ଼ିଲା ବେଳେ ହକି ଖେଳିବା ଆରମ୍ଭ କରିଥିଲେ। ତାଙ୍କର ଟ୍ୟାଲେଣ୍ଟ ଦେଖି ୨୦୦୯ରେ ସୁନ୍ଦରଗଡ଼ରେ ଥିବା ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର କ୍ରୀଡ଼ା ଛାତ୍ରାବାସରେ ତାଙ୍କୁ ସାମିଲ କରାଯାଇଥିଲା। ୩ବର୍ଷ ଧରି ସେଠାରେ ପ୍ରଶିକ୍ଷଣ ନେବା ପରେ ୨୦୧୨ରେ ପାନପୋଷ ସେଣ୍ଟର ଅଫ୍ ଏକ୍ସଲେନ୍ସିକୁ ଆସିଥିଲେ ନୀଲମ। ଆଉ ସେହି ସମୟରେ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରି ନିଜର ଚମତ୍କାରିତା ଦେଖାଇ ପାରିଥିଲେ। ନୀଲମଙ୍କ ଖେଳ ଦେଖି ତାଙ୍କୁ  ଅନେକ ଥର ଜାତୀୟ କ୍ୟାମ୍ପକୁ ଡକରା ଆସୁଥିଲା। ହେଲେ ଦଳରେ ସ୍ଥାନ ମିଳୁ ନ ଥିଲା। ଶେଷରେ ତାଙ୍କୁ ସାଗ୍ କ୍ରୀଡ଼ା ପାଇଁ ସିନିୟର ଇଣ୍ଡିଆ ଟିମରେ ସ୍ଥାନ ମିଳିଥିଲା।  ଏବେ ତାଙ୍କୁ ବେଙ୍ଗ।ଳୁରୁରେ ହେବାକୁ ଥିବା ଜୁନିୟର କ୍ୟାମ୍ପ୍ ପାଇଁ ପୁଣି ଡକରା ଆସିଛି। ଭାରତୀୟ ଦଳରେ ଦୀର୍ଘ ଦିନରୁ ଓଡିଆ ଖେଳାଳିଙ୍କ ଆଧିପତ୍ୟ ରହିଆସିଛି। ଆଉ ଧାରାକୁ ବଜାୟ ରଖିବା ଲକ୍ଷ୍ୟରେ ରହିଛନ୍ତି ନୀଲମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story