“ଓମ୍‌” ଉଚ୍ଚାରଣ ଭୁଲ୍‌ !

ଦୁଇଟି ଶବ୍ବରୁ ସୃଷ୍ଟି ସେ ମନ୍ତ୍ର । କେବଳ ହିନ୍ଦୁ ନୁହଁ ବୌଦ୍ଧ ଏବଂ  ଜୈନ ଧର୍ମୀୟ ଭାବନା ସହ ଯୋଡ଼ି ହୋଇଛି ଏହି ଶବ୍ଦ। ସେ ଘରେ ହେଉକି ବାହାରେ ଅବା ମନ୍ଦିରରେ  କେଉଁ ଆବାହମାନ କାଳରୁ ଝଙ୍କୃତ ହୋଇ ଆସୁଛି ଏହି ଶବ୍ଦ। ଏହି ମନ୍ତ୍ରରେ ରହିଛି ଆଧ୍ୟାତ୍ମିକ ଶକ୍ତି ପୁଣି  ଅଲୌକିକତାର ମହାତ୍ମ୍ୟ । ଶରୀର ଆଉ ମନର ସୁଦ୍ଧତା ପାଇଁ ଏହିମନ୍ତ୍ରକୁ ଉଚ୍ଚାରଣ କରାଯାଏ।  ହେଲେ ବର୍ଷ ବର୍ଷ ଧରି ଲୋକେ […]

Man-Meditating-1

Man-Meditating-1

Rakesh Mallick
  • Published: Tuesday, 09 May 2017
  • Updated: 09 May 2017, 10:53 PM IST

Sports

Latest News

ଦୁଇଟି ଶବ୍ବରୁ ସୃଷ୍ଟି ସେ ମନ୍ତ୍ର । କେବଳ ହିନ୍ଦୁ ନୁହଁ ବୌଦ୍ଧ ଏବଂ  ଜୈନ ଧର୍ମୀୟ ଭାବନା ସହ ଯୋଡ଼ି ହୋଇଛି ଏହି ଶବ୍ଦ। ସେ ଘରେ ହେଉକି ବାହାରେ ଅବା ମନ୍ଦିରରେ  କେଉଁ ଆବାହମାନ କାଳରୁ ଝଙ୍କୃତ ହୋଇ ଆସୁଛି ଏହି ଶବ୍ଦ। ଏହି ମନ୍ତ୍ରରେ ରହିଛି ଆଧ୍ୟାତ୍ମିକ ଶକ୍ତି ପୁଣି  ଅଲୌକିକତାର ମହାତ୍ମ୍ୟ । ଶରୀର ଆଉ ମନର ସୁଦ୍ଧତା ପାଇଁ ଏହିମନ୍ତ୍ରକୁ ଉଚ୍ଚାରଣ କରାଯାଏ।  ହେଲେ ବର୍ଷ ବର୍ଷ ଧରି ଲୋକେ ଜପି ଆସୁଥିବା ଏହି ଶବ୍ଦର ଉଚ୍ଚାରଣକୁ ନେଇ ଏବେ ପ୍ରଶ୍ନବାଚୀ  ସୃଷ୍ଟି ହୋଇଛି। ନୂଆ ଗବେଷଣା କହୁଛି ଏହି “ଓମ୍‌” ଶବ୍ଦର ଉଚ୍ଚାରଣ ଭୁଲ୍‌।  ଏହାର ପ୍ରକୃତ ଉଚ୍ଚାରଣ ହେଉଛି “ଅଉମ୍‌”।  

ସଂସ୍କୃତି ଗବେଷକଙ୍କ କହିବା ଅନୁଯାୟୀ  ଏହି ଶବ୍ଦର ସୃଷ୍ଟିର ଆରମ୍ଭରୁ ‘ଅଉମ୍‌’ ହିଁ ଥିଲା।  ଯାହାକୁ ଇଂଲିସରେ “aum” କୁହାଯାଉଛି। ହେଲେ ସମୟ ସ୍ରୋତରେ  ଅପଭ୍ରଂଶ ହୋଇ ତାହା “ଓମ୍‌” ହୋଇଗଲା।  ଏହି ଉଚ୍ଚାରଣ ପରିବର୍ତ୍ତନ ପଛରେ ମଧ୍ୟ କାରଣ ରହିଛି। “ଓମ” ଶବ୍ଦ ଏକପଦୀୟ ହୋଇଥିବା ବେଳେ “ଅଉମ୍‌” ତିନିପଦରେ ମିଶ୍ରଣ। ‘ଅଉମ୍‌’ ଶବ୍ଦର ଉଚ୍ଚାରଣ ଶ୍ରୁତିମଧୁର ନ ହେବାରୁ ଏହା “ଓମ”ରେ ବଦଳିଗଲା। କେବଳ ଉଚ୍ଚାରଣ ହେଲାନି ଲେଖା ମଧ୍ୟ ହେଲା। ପ୍ରକୃତରେ “ଅଉମ୍‌” ଶବ୍ଦର ଉଚ୍ଚାରଣ ହେଉଛି ଅ-ଉ-ଇମ୍‌ (ଇଂଲିସରେ aa-uu-eemm) । “ଓ” ହେଉଛି ଏକ ସଂସ୍କୃତ ସ୍ୱର। ଏହାର ଆକ୍ଷରିକ ଅର୍ଥ କହିଲେ “ଅ” ଏବଂ “ଉ”ର ସମାହାରରେ ଏହି ଶବ୍ଦର ସୃଷ୍ଟି। “ଅଉମ୍‌” ଶବ୍ଦର ଉଚ୍ଚାରଣ ପଛରେ ରହିଛି ବୈଜ୍ଞାନିକ କାରଣ  ।  ଏହାକୁ ଉଚ୍ଚାରଣ କଲେ ଆମ ଶରୀରରେ ଭିନ୍ନ ଭିନ୍ନ ସମୟରେ କମ୍ପନ ସୃଷ୍ଟି ହୋଇଥାଏ। ଏପରିକି ଏହି ଶବ୍ଦର ଧ୍ୱନିପ୍ରତିଧ୍ୱନି  ସହ ପୃଥିବୀର ଚଳନ ସହ ସମ୍ପର୍କ ରହିଛି। କାରଣ ପୃଥିବୀର ଚଳନ ଯୋଗୁ ଯେଉଁ ଧ୍ୱନି ସୃଷ୍ଟି ହୋଇଥାଏ ତାହା ଆମେ ଅନୁଭବ କରିପାରୁ ନାହିଁ। ତେଣୁ ଏହାକୁ ଉଚ୍ଚାରଣ କଲେ ଶରୀରରେ ମଧ୍ୟ ଶକ୍ତି ସଞ୍ଚୟ ହୋଇଥାଏ।

“ଅଉମ୍‌’’ଶବ୍ଦର ମହାତ୍ମ୍ୟ

ଏହି “ଅଉମ୍‌” ଉଚ୍ଚାରଣ କଲେ ଥରକରେ ଆମ ଶରୀରରେ ୩ ଥର କମ୍ପନ ସୃଷ୍ଟି ହୋଇଥାଏ। “ଅ” ଶବ୍ଦ ଉଚ୍ଚାରଣ କଲେ ନାଭି ଏବଂ ପେଟ ପାଖରେ କମ୍ପନ ସୃଷ୍ଟି ହୋଇଥାଏ। “ଉ” ଶବ୍ଦ ଉଚ୍ଚାରଣ କଲେ ହୃଦୟ ଭିତରେ କମ୍ପନ ସୃଷ୍ଟି ହୋଇଥାଏ। ଆଉ “ଇମ୍‌” ଶବ୍ଦର ଉଚ୍ଚାରଣ କଲେ ଗଳାରେ ପ୍ରକମ୍ପିତ ହୋଇଥାଏ। ଆଧ୍ୟାତ୍ମିକ ଗୁରୁଙ୍କ କହିବା ଅନୁଯାଇ ଏହି ୩ଟି ଶବ୍ଦ ଉଚ୍ଚାରଣ କଲେ ଶରୀରର ଅନେକ ହିତ ସାଧନ ହୋଇଥାଏ। ବହୁ ଅନୁଧ୍ୟାନ ଏବଂ ଗବେଷଣା ପରେ ଏମିତି କିଛି ନୂଆ ତଥ୍ୟକୁ ନେଇ ଖୋଲାସ  କରିଛି ଦିଲ୍ଲୀର ‘ଲେଡି ଇରଉଇନ୍‌ କଲେଜ’। ଆଉ ଏଥିରେ ସହଯୋଗ କରିଥିଲେ ଆଧ୍ୟାତ୍ମିକ ସଂଗଠନ ଇଶା ଫାଉଣ୍ଡେସନ।

ସୌଜନ୍ୟ ଟାଇମ୍‌ସ୍‌ ଅଫ ଇଣ୍ଡିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story