ଆଶ୍ଚର୍ଯ୍ୟ ଧର୍ମପୀଠ: ୭ ଦିନ ଧରି ମନ୍ଦିର ପରିକ୍ରମା କଲେ ଭଲ ହୋଇଯାଉଛି ପାରାଲିସିସ୍

ସାଧାରଣତଃ ଯେଉଁଠି ବିଜ୍ଞାନ ଫେଲ୍ ମାରିଥାଏ, ସେଇଠି ଇଶ୍ୱରଙ୍କ ଚମତ୍କାରିତା ଉପରେ ହିଁ ଆଶା ରଖିଥାଏ ସାଧାରଣ ମଣିଷଟିଏ। ଭଗବାନଙ୍କ ଉପରେ ଭରସା ରଖି ସାଧାରଣ ମଣିଷଟିଏ ଧାଇଁ ଆସିଥାଏ ବିଭିନ୍ନ ମଠ ଓ ମନ୍ଦିରକୁ। ଆଉ ଭଗବାନଙ୍କ କୃପାରୁ ଦୂରାରୋଗରେ ପୀଡ଼ିତ ରୋଗୀ ଭଲ ହୋଇଥିବାର ନଜିର ମଧ୍ୟ ରହିଛି। ସେହି ଧାରାରେ ସାମିଲ ହୋଇଛି ରାଜସ୍ଥାନର ଏକ ମନ୍ଦିର। ଏହି ମନ୍ଦିର ପକ୍ଷାଘାତ ରୋଗୀଙ୍କ ପାଇଁ ସାରା ଦେଶରେ ପ୍ରସିଦ୍ଧ। ପକ୍ଷାଘାତ ବା ପାରାଲିସିସ୍ […]

chatur das

chatur das

Rakesh Mallick
  • Published: Thursday, 29 June 2017
  • Updated: 29 June 2017, 01:34 PM IST

Sports

Latest News

ସାଧାରଣତଃ ଯେଉଁଠି ବିଜ୍ଞାନ ଫେଲ୍ ମାରିଥାଏ, ସେଇଠି ଇଶ୍ୱରଙ୍କ ଚମତ୍କାରିତା ଉପରେ ହିଁ ଆଶା ରଖିଥାଏ ସାଧାରଣ ମଣିଷଟିଏ। ଭଗବାନଙ୍କ ଉପରେ ଭରସା ରଖି ସାଧାରଣ ମଣିଷଟିଏ ଧାଇଁ ଆସିଥାଏ ବିଭିନ୍ନ ମଠ ଓ ମନ୍ଦିରକୁ। ଆଉ ଭଗବାନଙ୍କ କୃପାରୁ ଦୂରାରୋଗରେ ପୀଡ଼ିତ ରୋଗୀ ଭଲ ହୋଇଥିବାର ନଜିର ମଧ୍ୟ ରହିଛି। ସେହି ଧାରାରେ ସାମିଲ ହୋଇଛି ରାଜସ୍ଥାନର ଏକ ମନ୍ଦିର। ଏହି ମନ୍ଦିର ପକ୍ଷାଘାତ ରୋଗୀଙ୍କ ପାଇଁ ସାରା ଦେଶରେ ପ୍ରସିଦ୍ଧ। ପକ୍ଷାଘାତ ବା ପାରାଲିସିସ୍ ରୋଗୀମାନେ ଭଲ ହୋଇଯିବାର ଆଶା ନେଇ ଦୂରଦୂରାନ୍ତରୁ ଚାଲି ଆସିଥାନ୍ତି ଏହି ପୀଠକୁ।

ରାଜସ୍ଥାନର ଆଜମେର୍-ନାଗୋର୍ ରାସ୍ତା ପାର୍ଶ୍ୱରେ ରହିଛି ଚତୁର ଦାସଜୀ ମହାରାଜଙ୍କ ମନ୍ଦିର। ଏହି ମନ୍ଦିର ପାରାଲିସିସ୍ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସିଦ୍ଧ। ତେବେ ଆଶ୍ଚର୍ଯ୍ୟର କଥା ହେଲା ଏଠାକୁ ଆସୁଥିବା ରୋଗୀଙ୍କ ଚିକିତ୍ସା ପଣ୍ଡିତ କିମ୍ୱା ବୈଦ୍ୟ କରି ନଥାନ୍ତି। ଏଠାକୁ ଆସୁଥିବା ପକ୍ଷାଘାତ ରୋଗୀଙ୍କୁ ୭ ଦିନ ପର୍ଯ୍ୟନ୍ତ ମନ୍ଦିରର ପରିକ୍ରମା କରିବାକୁ ପଡ଼ିଥାଏ। ପରେ ଯଜ୍ଞକୁଣ୍ଡର ବିଭୂତି ଲଗାଇବା ଫଳରେ ଚମତ୍କାରିତା ଦେଖିବାକୁ ମିଳେ। ପକ୍ଷାଘାତରେ ପୀଡ଼ିତ ରୋଗୀ ଧୀରେଧୀରେ ଠିକ୍ ହେବା ସହିତ ଯେଉଁ ରୋଗୀ କଥା କହି ପାରୁନଥାଏ, ସେ ମଧ୍ୟ କଥା କହିବା ଆରମ୍ଭ କରେ।

୫ ହଜାର ବର୍ଷ ପୂର୍ବେ ଏହି ସ୍ଥାନରେ ବାସ କରୁଥିଲେ ମହାନ୍ ସନ୍ଥ ଚତୁର ଦାସଜୀ ମହାରାଜ। ଘୋର ତପସ୍ୟା ବଳରେ ବିଭିନ୍ନ ରୋଗରୁ ମୁକ୍ତି କରିବାର କଳା ସିଦ୍ଧି ପ୍ରାପ୍ତ କରିଥିଲେ ସେ। ତେବେ ସେ ମରି ଯାଇଥିଲେ ମଧ୍ୟ ସିଦ୍ଧି ପ୍ରାପ୍ତ କରିଥିବା କଳା ଆଜି ମଧ୍ୟ ମାନବ କଲ୍ୟାଣ କାର୍ଯ୍ୟରେ ଲାଗୁଛି। ଯେଉଁ ରୋଗୀ ତାଙ୍କ ସମାଧିସ୍ଥଳ ପରିକ୍ରମା କରିଥାଏ, ସେ ପକ୍ଷାଘାତ ଭଳି ଦୂରାରୋଗରୁ ମୁକ୍ତି ପାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story