ଡାକ ଟିକେଟ୍‌ରୁ ଆସିବ କଫି ବାସ୍ନା

ଲକ୍ଷ୍ମୌ: ଡାକ ଟିକେଟ୍‌ ସଂଗ୍ରହ କରୁଥିବା ଲୋକଙ୍କ ପାଇଁ ଡାକ ବିଭାଗ ଏକ ନୂଆ  ଟିକେଟ୍‌ ଜାରି କରିଛି। ଏହି ଟିକେଟ୍‌ରୁ କଫିର ବାସ୍ନା ଆସିବ। କଫି ଓ ବିନ୍ସ ପ୍ରିଣ୍ଟର ଡାକ ଟିକେଟ୍‌ ଏବେ ବଜାରରେ ଉପଲବ୍ଧ ହୋଇଛି। ଏହା ପ୍ରଥମ ଘଟଣା  ଯେ ଡାକ ବିଭାଗ କିଛି ପାନୀୟ ପଦାର୍ଥ ଉପରେ ଡାକ ଟିକଟ୍‌ ଜାରି କରିଛି। ଏହାପୂର୍ବରୁ ଡାକ ବିଭାଗ ଗୋଲାପ, ଜୁହି ଓ ଚନ୍ଦନ ଉପରେ ଡାକ ଟିକେଟ୍‌ ଜାରି କରି […]

coffee

coffee

Rakesh Mallick
  • Published: Tuesday, 09 May 2017
  • Updated: 09 May 2017, 11:24 AM IST

Sports

Latest News

ଲକ୍ଷ୍ମୌ: ଡାକ ଟିକେଟ୍‌ ସଂଗ୍ରହ କରୁଥିବା ଲୋକଙ୍କ ପାଇଁ ଡାକ ବିଭାଗ ଏକ ନୂଆ  ଟିକେଟ୍‌ ଜାରି କରିଛି। ଏହି ଟିକେଟ୍‌ରୁ କଫିର ବାସ୍ନା ଆସିବ। କଫି ଓ ବିନ୍ସ ପ୍ରିଣ୍ଟର ଡାକ ଟିକେଟ୍‌ ଏବେ ବଜାରରେ ଉପଲବ୍ଧ ହୋଇଛି। ଏହା ପ୍ରଥମ ଘଟଣା  ଯେ ଡାକ ବିଭାଗ କିଛି ପାନୀୟ ପଦାର୍ଥ ଉପରେ ଡାକ ଟିକଟ୍‌ ଜାରି କରିଛି। ଏହାପୂର୍ବରୁ ଡାକ ବିଭାଗ ଗୋଲାପ, ଜୁହି ଓ ଚନ୍ଦନ ଉପରେ ଡାକ ଟିକେଟ୍‌ ଜାରି କରି ସାରିଛନ୍ତି।

ଡାକ ଟିକେଟ୍‌ ସଂଗ୍ରହ କରୁଥିବା ଲୋକେ ୧୦୦ ଟଙ୍କାରେ ଏହି ଟିକେଟ୍‌ କିଣି ପାରିବେ। ଦେଶର ୬୯ ବ୍ୟୁରୋରେ ଏହି ଟିକେଟ୍‌ ଉପଲବ୍ଧ ହେଉଛି।

ବେଙ୍ଗାଲୁରୁରେ ପ୍ରଥମେ ଏହି ଟିକେଟ୍‌ ଜାରି କରାଯାଇଛି। ପ୍ରାୟ ୨ଲକ୍ଷ ଟିକେଟ୍‌ ଛପା ହୋଇଛି।

ସୌଜନ୍ୟ- ନବଭାରତ ଟାଇମ୍ସ

ଫଟୋ-ନବଭାରତ ଟାଇମ୍ସ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story