ଆମେରିକାକୁ ହାଇଡ୍ରୋଜେନ୍‌ ବୋମା ଧମକ ଦେଇଛି ଉତ୍ତରକୋରିଆ: କେତେ ଶକ୍ତିଶାଳୀ ଏହି ବୋମା ?

ନୂଆଦିଲ୍ଲୀ: ହାଇଡ୍ରୋଜେନ୍‌ ବୋମାକୁ ନେଇ ଧମକ ଦେଇଥିବା ଉତ୍ତରକୋରିଆ ଏବେ ଚର୍ଚ୍ଚାରେ। କିନ୍ତୁ ସାମରିକ ଶକ୍ତିରେ ସବୁଠାରୁ ମଜଭୁତ ଦେଶ କୁହାଯାଉଥିବା ଆମେରିକା ଉପରେ ଏହି ବୋମା ପକାଇବା ସହଜ ନୁହଁ। ପ୍ରଶ୍ନ ଉଠୁଛି ଯଦି ଉତ୍ତରକୋରିଆ ଏମିତି ଏକ ଚରମ ପଦକ୍ଷେପ ନିଏ ତେବେ ପରିସ୍ଥିତି କ’ଣ ହେବ ? ଆସନ୍ତୁ ଜାଣିବା ହାଇଡ୍ରୋଜେନ୍ ବୋମାର ପରିଣାମ କେତେ ଭୟଙ୍କର। ଏକ ଆକଳନ ଅନୁଯାୟୀ ଯଦି ଉତ୍ତରକୋରିଆ ନିୟୁର୍କ ସିଟି ହଲରେ  ୧୫୦ କେଟି ବିଶିଷ୍ଟ […]

bomb-1

bomb-1

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 07:58 PM IST

Sports

Latest News

ନୂଆଦିଲ୍ଲୀ: ହାଇଡ୍ରୋଜେନ୍‌ ବୋମାକୁ ନେଇ ଧମକ ଦେଇଥିବା ଉତ୍ତରକୋରିଆ ଏବେ ଚର୍ଚ୍ଚାରେ। କିନ୍ତୁ ସାମରିକ ଶକ୍ତିରେ ସବୁଠାରୁ ମଜଭୁତ ଦେଶ କୁହାଯାଉଥିବା ଆମେରିକା ଉପରେ ଏହି ବୋମା ପକାଇବା ସହଜ ନୁହଁ। ପ୍ରଶ୍ନ ଉଠୁଛି ଯଦି ଉତ୍ତରକୋରିଆ ଏମିତି ଏକ ଚରମ ପଦକ୍ଷେପ ନିଏ ତେବେ ପରିସ୍ଥିତି କ’ଣ ହେବ ? ଆସନ୍ତୁ ଜାଣିବା ହାଇଡ୍ରୋଜେନ୍ ବୋମାର ପରିଣାମ କେତେ ଭୟଙ୍କର।

ଏକ ଆକଳନ ଅନୁଯାୟୀ ଯଦି ଉତ୍ତରକୋରିଆ ନିୟୁର୍କ ସିଟି ହଲରେ  ୧୫୦ କେଟି ବିଶିଷ୍ଟ ହାଇଡ୍ରୋଜେନ୍ ବୋମା  ନିକ୍ଷେପ କରେ ତେବେ ୧.୦୯ ସ୍କୟାର କିଲୋମିଟର ପର୍ଯ୍ୟନ୍ତ ସ୍ମଶାନ ପାଲଟିଯିବ। ଅର୍ଥାତ ସମ୍ପୃକ୍ତ ଅଞ୍ଚଳ ବୋମାର ପ୍ରକୋପରେ ଜଳିପୋଡ଼ି ପାଉଁଶ ହୋଇଯିବ। ଏହି ବୋମା ଥରେ ବିସ୍ଫୋରଣ ହେଲେ ୬୬୦ ଲକ୍ଷ ସେଲସିୟସ ତାପମାତ୍ରାର ଉତ୍ତାପ ନିର୍ଗତ ହୋଇଥାଏ। ଯାହାର ପ୍ରଭାବରେ ଯେକୌଣସି ଧାତୁ, ପଥର ଏବଂ ମଣିଷ ସବୁକିଛି ଭସ୍ମ ହୋଇଯିବ। ଏହା ୩.୮ ଲକ୍ଷରୁ ୬.୨ ଲକ୍ଷ ଲୋକଙ୍କୁ  ମାରିଦେବାର କ୍ଷମତା ରହିଛି।  ଏହି ବୋମା ଏତେ ଶକ୍ତିଶାଳୀ ଯେ, ୧୧.୮ ସ୍କୟାର କିମି ପରିଧି ମଧ୍ୟରେ  ମୃତ୍ୟୁହାର ୫୦ରୁ ୯୦ ପ୍ରତିଶତ ରହିବ। ଏହାର ପ୍ରଭାବରେ  ବିସ୍ଫୋରଣସ୍ଥଳ ଏବଂ ଏହାର ଆଖପାଖର ଲୋକେ ମାସ ମାସ ପର୍ଯ୍ୟନ୍ତ ଯାବତୀୟ ରୋଗରେ ଶିକାର ହେବେ। କାରଣ ଏହାର ବିକିରଣର ପ୍ରଭାବ ଦୀର୍ଘଦିନ ଧରି ବଳବତ୍ତର ରହିଥାଏ।

ଯେମିତି ଜାପାନର ହିରୋସୀମା ନାଗାସାକୀରେ ପରମାଣୁ ବୋମା ପଡ଼ିବା ପରେ ପରିସ୍ଥିତି ଉପୁଜି ଥିଲା। ଉତ୍ତରକୋରିଆରେ ଇଣ୍ଟରକଣ୍ଟିନେଟାଲ ବାଲାଷ୍ଟିକ ମିଶାଇଲ ସିଷ୍ଟମରେ ଏହି ହାଇଡ୍ରୋଜେନ୍‌ ବୋମାର ପରୀକ୍ଷଣ ହୋଇଥିଲା।  ଗତ କିଛିଦିନ ପୂର୍ବେ ଏହି ହାଇଡ୍ରୋଜେନ୍‌ ବୋମାକୁ ପରୀକ୍ଷଣ କରିଥିଲା ଉତ୍ତରକୋରିଆ। ଯାହାର କ୍ଷମତା ପୂର୍ବରୁ ପରୀକ୍ଷା ହୋଇଥିବା ପରମାଣୁ ବୋମାଠାରୁ ଢେର ଶକ୍ତିଶାଳୀ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story