‘ରବର୍‌’ ବୟ: ୧୮ ବର୍ଷରେ ଦେହକୁ ମୋଡି ଦେଉଛନ୍ତି ୧୮୦ ଡିଗ୍ରୀ ପର୍ଯ୍ୟନ୍ତ

ଅହମ୍ମଦାବାଦ: ଗୁଜରାଟର ୧୮ ବର୍ଷୀୟ ୟଶ୍ ଶାହା ନିଜ ବେକକୁ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ମୋଡ଼ି ଦେଇ ପାରନ୍ତି। କେବଳ ସେତିକି ନୁହେଁ ନିଜ ହାତ ଓ ପାଦକୁ ୩୬୦ ଡିଗ୍ରୀ ଯାଏଁ  ମୋଡ଼ିବା ସହ ଟେନିସ୍‌ ରାକେଟ୍‌ରୁ ନିଜ ଶରୀରକୁ ବାହାର କରି ଦିଅନ୍ତି। ‘ଏହି ଅଜବ ହରକତ ଯୋଗୁଁ ସେ ‘ରବର୍‌’ ବୟ ନାମରେ ପରିଚିତ। ଦେଶର ସବୁଠାରୁ ଫ୍ଲେକ୍ସିବୁଲ୍ ମଣିଷ ହେବାକୁ ୟସ୍‌ଙ୍କ ଇଚ୍ଛା ରହିଛି। ଗିନିଜ୍‌ ବୁକ୍‌ ଅଫ୍ ୱାର୍ଲ୍ଡ ରେକର୍ଡ […]

rubber boy

rubber boy

Rakesh Mallick
  • Published: Monday, 15 May 2017
  • Updated: 15 May 2017, 05:00 PM IST

Sports

Latest News

ଅହମ୍ମଦାବାଦ: ଗୁଜରାଟର ୧୮ ବର୍ଷୀୟ ୟଶ୍ ଶାହା ନିଜ ବେକକୁ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ମୋଡ଼ି ଦେଇ ପାରନ୍ତି। କେବଳ ସେତିକି ନୁହେଁ ନିଜ ହାତ ଓ ପାଦକୁ ୩୬୦ ଡିଗ୍ରୀ ଯାଏଁ  ମୋଡ଼ିବା ସହ ଟେନିସ୍‌ ରାକେଟ୍‌ରୁ ନିଜ ଶରୀରକୁ ବାହାର କରି ଦିଅନ୍ତି। ‘ଏହି ଅଜବ ହରକତ ଯୋଗୁଁ ସେ ‘ରବର୍‌’ ବୟ ନାମରେ ପରିଚିତ। ଦେଶର ସବୁଠାରୁ ଫ୍ଲେକ୍ସିବୁଲ୍ ମଣିଷ ହେବାକୁ ୟସ୍‌ଙ୍କ ଇଚ୍ଛା ରହିଛି। ଗିନିଜ୍‌ ବୁକ୍‌ ଅଫ୍ ୱାର୍ଲ୍ଡ ରେକର୍ଡ ଓ ଲିମ୍‌କା ବୁକ୍‌ରେ ତାଙ୍କ ନାଁ ସାମିଲ କରିବାକୁ ଚାହାଁନ୍ତି।

ସେ ଆମେରିକାର ଡୋନିୟଲ୍‌ ବ୍ରାଉନିଂ ସ୍ମିଥ୍‌ଙ୍କଠାରୁ ଏପରି କରିବାକୁ ପ୍ରେରଣା ପାଇଛନ୍ତି। ୟଶ୍‌ କହିଛନ୍ତି,“ଗତ ୩ ବର୍ଷ ହେବ ମୁଁ ଏପରି କରି ଆସୁଛି। ଏପରି କରିବା ସମୟରେ ଦାଦା ମୋତେ ସାହାଯ୍ୟ କରୁଛନ୍ତି।”

ୟଶଙ୍କ ପାଇଁ ତାଙ୍କ ବାପା ଓ ମା’ ଜଣେ ପ୍ରଶିକ୍ଷକ ଖୋଜୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story