ଶ୍ରୀଲଙ୍କାରେ ଆଜିବି ଦେଖିବାକୁ ମିଳେ ରାମାୟଣର କିଛି ଚିହ୍ନବର୍ଣ୍ଣ

ରାମାୟଣର କଥାବସ୍ତୁ ଲୋକଙ୍କ ହୃଦୟରେ ଆଜି ବି ଘର କରି ରହିଛି । ତିନି ଯୁଗରେ କଥା ହେଲେ ମଧ୍ୟ ରାମାୟଣ ବିଷୟରେ ମିଳୁଥିବା ନୂଆ ନୂଆ ତଥ୍ୟ ଏହାକୁ ଆହୁରି ରୋଚକ କରୁଛି । ଏ ବିଷୟରେ ଅଧିକ ଜାଣିବାକୁ ଲୋକଙ୍କ ମନରେ ସବୁବେଳେ ଉତ୍କଣ୍ଠା ଭରି ରହିଛି। ତେବେ ଶ୍ରୀଲଙ୍କାରେ ଏମିତି କିଛି ସଙ୍କେତ ଅଛି ଯାହା ରାମାୟଣର ସମୟର ବୋଲି କୁହାଯାଉଛି।  ତେବେ ଆସନ୍ତୁ ଜାଣିବା ଶ୍ରୀଲଙ୍କାରେ ମିଳିଥିବା ଏମିତି କିଛି  ପ୍ରମାଣ […]

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 06:38 PM IST

Sports

Latest News

ରାମାୟଣର କଥାବସ୍ତୁ ଲୋକଙ୍କ ହୃଦୟରେ ଆଜି ବି ଘର କରି ରହିଛି । ତିନି ଯୁଗରେ କଥା ହେଲେ ମଧ୍ୟ ରାମାୟଣ ବିଷୟରେ ମିଳୁଥିବା ନୂଆ ନୂଆ ତଥ୍ୟ ଏହାକୁ ଆହୁରି ରୋଚକ କରୁଛି । ଏ ବିଷୟରେ ଅଧିକ ଜାଣିବାକୁ ଲୋକଙ୍କ ମନରେ ସବୁବେଳେ ଉତ୍କଣ୍ଠା ଭରି ରହିଛି। ତେବେ ଶ୍ରୀଲଙ୍କାରେ ଏମିତି କିଛି ସଙ୍କେତ ଅଛି ଯାହା ରାମାୟଣର ସମୟର ବୋଲି କୁହାଯାଉଛି।  ତେବେ ଆସନ୍ତୁ ଜାଣିବା ଶ୍ରୀଲଙ୍କାରେ ମିଳିଥିବା ଏମିତି କିଛି  ପ୍ରମାଣ  ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

[caption id="attachment_165209" align="aligncenter" width="500"]ଗୁମ୍ଫା ଗୁମ୍ଫା[/caption]

ରାବଣ ସୀତାମାତାଙ୍କୁ ହରଣ କରି ପ୍ରଥମେ ଲଙ୍କାର ଏହି (ଫଟୋ) ଗୁମ୍ଫାରେ ଲୁଚାଇ ରଖିଥିଲା । ଗୁମ୍ଫାର ଆଖପାଖର ରୂପରେଖ ଦେଖିଲେ ପୂର୍ବରୁ ଏହା ଏକ ତମ୍ପ ଶାପର ଫଣା ପରି ଦେଖାଯାଉଥିଲା ବୋଲି ଅନୁମାନ କରାଯାଏ । ରାଜମହଲରେ ରହିବାକୁ ରାଜି ନ ହେବାରୁ ରାବଣ ମାତା ସୀତାଙ୍କୁ ନେଇ ଅଶୋକ ବାଟିକା ରେ ରଖିଥିଲେ। । ଏହି ସ୍ଥାନଟି ଆଜି ଶ୍ରୀଲଙ୍କାରେ ସୀତା ଏଲ୍ୟା ନାମରେ ପ୍ରସିଦ୍ଧ ।ଏହାକୁ ନେଇ ଶ୍ରାଲଙ୍କା ସରକାର ଏକ ଗବେଷଣା କରିଥିଲେ । ସେଥିରେ ଜଣା ପଡ଼ିଥିଲା ଯେ ସୀତା ଏଲ୍ୟା ହିଁ ରାମାୟଣର ଅଶୋକ ବାଟିକା । ଶ୍ରୀଲଙ୍କା ସରକାର ଏହାକୁ ସ୍ପଷ୍ଟ ମଧ୍ୟ କରିଥିଲେ । ସେହିପରି  ହନୁମାନ ଅଶୋକ ବାଟିକା ନଷ୍ଟ କରିଦେବା ପରେ ଭୟଭୀତ ହୋଇ ରାବଣ ସୀତାଙ୍କୁ ନେଇ କୋଣ୍ଡା କାଟ୍ଟୁରେ ରଖିଥିଲେ। ଯେଉଁଠି ଅନେକ ଗୁଡ଼ିଏ ଗୁମ୍ଫା ରାବଣର ରାଜମହଲ ପର୍ଯ୍ୟନ୍ତ ଲମ୍ବିଥିଲା। ଶ୍ରୀଲଙ୍କା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ହୋଇଥିବା ଖନନ ଏବଂ ଗବେଷଣାରୁ ଏଭଳି  କିଛି ଗୁମ୍ଫାର ସନ୍ଧାନ ମିଳିଥିଲା।

[caption id="attachment_165211" align="aligncenter" width="500"]ହନୁମାନଙ୍କ ପାଦ ଚିହ୍ନ ହନୁମାନଙ୍କ ପାଦ ଚିହ୍ନ[/caption]

ହନୁମାନଙ୍କ ପାଦ ଚିହ୍ନ: ରାମାୟଣ ଅନୁସାରେ ହନୁମାନ ବିଶାଳ ରୂପ ଧାରଣ କରି ମାତା ସୀତାଙ୍କୁ ଖୋଜି ଖୋଜି ଲଙ୍କାରେ ପହଞ୍ଚିଥିଲେ । ହନୁମାନ ଯେଉଁ ସ୍ଥାନକୁ ଯାଇଥିଲେ ସେଠାରେ ତାଙ୍କର ପାଦ ଚିହ୍ନ ଆଜିବି ଦେଖିବାକୁ ମିଳିଛି ।

[caption id="attachment_165212" align="aligncenter" width="500"]ସଞ୍ଜିବନୀ ସଞ୍ଜିବନୀ[/caption]

ସଞ୍ଜିବନୀ: ରାମ:ରାବଣ ଯୁଦ୍ଧରେ ବିଭିଷଣଙ୍କ ଶକ୍ତି ଭେଦରେ ଲକ୍ଷ୍ମଣ ମୁର୍ଚ୍ଛିତ ହୋଇଥିଲେ । ହନୁମାନ ଲକ୍ଷ୍ମଣଙ୍କୁ ବଞ୍ଚାଇବା ପାଇଁ ହିମାଳୟରୁ ସଞ୍ଜିବନୀ ବୁଟି ଆଣିଥିଲେ । ଆଉ ତା’ର ପ୍ରମାଣ ସୂରୁପ ଶ୍ରୀଲଙ୍କାରେ ଆଜିବି ସେମିତି କିଛି ଔଷଧ୍ୟୟ ବୃକ୍ଷ ଦେଖିବାକୁ ମିଳେ । ଯାହା ରାମୟଣ କଥାର ସ୍ପଷ୍ଟ ପ୍ରମାଣ ଦେଉଛି ।

ବିଶାଳକାୟ ହାତୀ : ରାମୟଣରେ ରାବଣ ତା’ ରାଜ ମହଲ ସୁରକ୍ଷା ଦେବା ପାଇଁ ଏକ ବିଶାଳକାୟ ହାତୀକୁ ଜଗୁଆଳି କରି ରଖିଥିଲା। ହନୁମାନ ସେଇ ବିଶାଳକାୟ ହାତୀ ଉପରେ  ଗଦାରେ  ପ୍ରହାର କରି ଧରାସାୟୀ କରିଥିଲେ ।  ଶ୍ରୀଲଙ୍କାରେ ଏପରି ଏକ ହାତୀର ଦେହାବଶେଷ ମିଳିଛି ଯାହାର ଆକାର ସାଧାରଣ ହାତୀର ଉଚ୍ଚତାଠାରୁ ଖୁବ ବଡ଼ ।

ରାଜମହଲ: ଶ୍ରୀଲଙ୍କା ପ୍ରତ୍ନତ୍ତ୍ୱ ବିଭାଗକୁ ଏପରି ଏକ ରାଜ ମହଲ ମିଳିଛି ଯାହା ରାମାୟଣ ସମୟର ବୋଲି ସନ୍ଦେହ କରାଯାଉଛି । ରାମାୟଣର ଅନ୍ତିମ ଯୁଦ୍ଧ ପରେ ରାବଣକୁ ନିହତ କରି ଭଗବାନ ଶ୍ରୀରାମ ବିଭିଷଣଙ୍କୁ ଲଙ୍କାର ରାଜା କରାଇଥିଲେ । ରାଜା ହେବା ପରେ ବିଭିଷଣ କୈଲାନୀ ନଦୀ କୂଳରେ ନୂଆ ରାଜମହଲ ନିର୍ମାଣ କରିଥିଲେ । ଏହି ନଦୀ କୂଳରେ ଏକ ରାଜ ମହଲର ଭଗ୍ନାବଶେଷ ପ୍ରତ୍ନତତ୍ୱବିଭାଗ ପକ୍ଷରୁ ହସ୍ତଗତ ହୋଇଛି । ଏହି ମହଲ ବିଭିଷଣଙ୍କ ରାଜ ମହଲ ବୋଲି ସନ୍ଦେହ କରାଯାଉଛି। ସେହିପରି ହନୁମାନ ସମ୍ପୂର୍ଣ୍ଣ ଲଙ୍କା ଜାଳିଦେବା ପରେ ସେଠାକାର ମାଟି ପୁରା କଳା ପଡ଼ିଯାଇଥିଲା । ଆଜିବି ଏଠାରେ କଳାର ଚିହ୍ନ ଦେଖିବାକୁ ମିଳେ । ଶ୍ରୀଲଙ୍କାରେ ମିଳୁଥିବା ଏହି ସବୁ ତଥ୍ୟ ଲୋକଙ୍କ ମନରେ ରାମାୟଣକୁ ଆହୁରି ଉଦ୍‌ଜୀବିତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story