ପିଲାଦିନର ଏକ ବିଶେଷ କାରଣରୁ ଯୋଗ ପ୍ରତି ଆକୃଷ୍ଟ ହେଲେ ରାମଦେବ

ଯୋଗଗୁରୁ ବାବା ରାମଦେବଙ୍କୁ ତ ସମସ୍ତେ ଜାଣନ୍ତି। ଯୋଗକୁ ସାରା ବିଶ୍ୱରେ ପରିଚିତ କରାଇବାରେ ତାଙ୍କର ଅବଦାନ ବହୁତ ରହିଛି। ଆଜି ବିଶ୍ୱ ଯୋଗ ଦିବସ ଅବସରରେ ରାମଦେବଙ୍କ ସମ୍ପର୍କରେ ଆମେ ଏମିତି ଏକ କଥା କହିବାକୁ ଯାଉଛି ଯାହା ବହୁତ କମ୍‌ ଲୋକ ଜାଣିଛନ୍ତି। ଆମେ ବାବାଙ୍କ ପିଲାଦିନର କଥା କହୁଛୁ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯୋଗ ଦ୍ୱାରା ସବୁ ପ୍ରକାର ରୋଗ ଭଲ କରିବାର ଦାବି କରୁଥିବା ରାମଦେବ ଏକ ବିଶେଷ କାରଣରୁ ଯୋଗ […]

baba ramdev

baba ramdev

Rakesh Mallick
  • Published: Wednesday, 21 June 2017
  • Updated: 21 June 2017, 09:26 AM IST

Sports

Latest News

ଯୋଗଗୁରୁ ବାବା ରାମଦେବଙ୍କୁ ତ ସମସ୍ତେ ଜାଣନ୍ତି। ଯୋଗକୁ ସାରା ବିଶ୍ୱରେ ପରିଚିତ କରାଇବାରେ ତାଙ୍କର ଅବଦାନ ବହୁତ ରହିଛି। ଆଜି ବିଶ୍ୱ ଯୋଗ ଦିବସ ଅବସରରେ ରାମଦେବଙ୍କ ସମ୍ପର୍କରେ ଆମେ ଏମିତି ଏକ କଥା କହିବାକୁ ଯାଉଛି ଯାହା ବହୁତ କମ୍‌ ଲୋକ ଜାଣିଛନ୍ତି। ଆମେ ବାବାଙ୍କ ପିଲାଦିନର କଥା କହୁଛୁ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯୋଗ ଦ୍ୱାରା ସବୁ ପ୍ରକାର ରୋଗ ଭଲ କରିବାର ଦାବି କରୁଥିବା ରାମଦେବ ଏକ ବିଶେଷ କାରଣରୁ ଯୋଗ ପ୍ରତି ଆକୃଷ୍ଟ ହୋଇଥିଲେ। ଆସନ୍ତୁ ଜାଣିବା ସେହି କାରଣ, ଯାହା ରାମଦେବଙ୍କୁ ଯୋଗଗୁରୁ ହେବାରେ ସହାୟକ ହୋଇଥିଲା।

୧୯୬୫ରେ ରାମଦେବ ହରିୟାଣର ମହେନ୍ଦ୍ରଗଡ଼ରେ ଜନ୍ମ ଗ୍ରହଣ କରିଥିଲେ। ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ଶାବସପୁରରେ ଥିବା ସରକାରୀ ବିଦ୍ୟାଳୟକୁ ପଢ଼ିବାକୁ ଯାଇଥିଲେ। ସେଠାରେ ୮ ବର୍ଷ ବୟସରେ ସେ ପକ୍ଷାଘାତର ଶିକାର ହୋଇଥିଲେ। ଫଳରେ ତାଙ୍କ ଶରୀରର ଅଧା ଅଚଳ ହୋଇଯାଇଥିଲା। ସବୁଠାରୁ ଅଧିକ ପ୍ରଭାବ ତାଙ୍କ ବାମ ଆଖିରେ ପଡିଥିଲା ଓ ସେ ଆଖିକୁ ଆଉ ଦେଖାଯାଇ ନ ଥିଲା।

ପକ୍ଷାଘାତର ଶିକାର ହେବା ପରେ ରାମଦେବ ଚଲାବୁଲା କରିପାରି ନ ଥିଲେ। ବିଛଣାରେ ପଡି ପଡି ସେ ବିଭିନ୍ନ ପ୍ରକାର ବହି ପଢିବାର ଆରମ୍ଭ କରିଦେଇଥିଲେ। ଏପରି ପଢୁ ପଢୁ ଦିନେ ସେ ଏକ ଯୋଗ ବହି ପାଇଥିଲେ। ଏହି ବହିର ପ୍ରଥମ ପୃଷ୍ଠାରେ ଲେଖା ଥିଲା ଯୋଗ କଲେ ମନ ଓ ଶରୀର ଉପରେ ନିୟନ୍ତ୍ରଣ ଆସିଯାଇଥାଏ। ବହି ପଢ଼ିବା ପରେ ରାମଦେବ ନିୟମିତ ଯୋଗ କରିବା ଆରମ୍ଭ କରି ଦେଇଥିଲେ। ଏହାଦ୍ୱାରା ତାଙ୍କ ପକ୍ଷାଘାତ ଭଲ ହେବାକୁ ଲାଗିଲା ଓ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ। ହେଲେ ପକ୍ଷାଘାତ ଯୋଗୁଁ ଅଧିକ ପ୍ରଭାବିତ ହୋଇଥିବା ତାଙ୍କ ବାମ ଆଖି ସେତେବେଳକୁ ପୂରା ଖରାପ ହୋଇଯାଇଥିଲା। ସେବେଠାରୁ ସେ ଏହି ଆଖିରେ ଦେଖିପାରୁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story