ସାୟାହ୍ନରେ ସେନାପତି ସାଜିଲେ ଜନାର୍ଦ୍ଦନ: ଭାରତୀୟ ସେନାକୁ ଦାନ କଲେ ଜୀବନର ସଂଚିତ ଅର୍ଥ

ନୂଆଦିଲ୍ଲୀ: ଗୁଜରାଟର ଭାବଗରରେ ରହୁଥିବା ୮୪ ବର୍ଷୀୟ ଜନାର୍ଦ୍ଦନ ଭଟ୍ଟ  ନିଜ ଜୀବନ କାଳରେ ଯାହା କିଛି ରୋଜଗାର କରିଥିଲେ ସେନାଙ୍କ ଉଦ୍ଦେଶ୍ୟରେ ସବୁ ଦାନ କରି ଦେଇଛନ୍ତି। ଜନାର୍ଦ୍ଦନ ଏସ୍‌ବିଆଇରେ କ୍ଳକ୍‌ ଭାବେ କାମ କରୁଥିଲେ। ଏବେ ସେ ଏଥିରୁ ଅବସର ନେଇସାରିଛନ୍ତି। ଜନାର୍ଦ୍ଦନ ନିଜ ଦେଶ ପାଇଁ କିଛି କରିବାକୁ ଚାହୁଁଥିଲେ। କିନ୍ତୁ ବୟସର ଅପରାହ୍ନରେ ପହଞ୍ଚି ଯାଇଥିବାରୁ ସେ କିଛି କରିବାର ଆଶା ତାଙ୍କ ମନରେ ହିଁ ମଉଳି ଯାଇଥିଲା। ପାକିସ୍ତାନ ପକ୍ଷରୁ […]

janardan_bhatt

janardan_bhatt

Rakesh Mallick
  • Published: Tuesday, 09 May 2017
  • Updated: 09 May 2017, 03:08 PM IST

Sports

Latest News

ନୂଆଦିଲ୍ଲୀ: ଗୁଜରାଟର ଭାବଗରରେ ରହୁଥିବା ୮୪ ବର୍ଷୀୟ ଜନାର୍ଦ୍ଦନ ଭଟ୍ଟ  ନିଜ ଜୀବନ କାଳରେ ଯାହା କିଛି ରୋଜଗାର କରିଥିଲେ ସେନାଙ୍କ ଉଦ୍ଦେଶ୍ୟରେ ସବୁ ଦାନ କରି ଦେଇଛନ୍ତି। ଜନାର୍ଦ୍ଦନ ଏସ୍‌ବିଆଇରେ କ୍ଳକ୍‌ ଭାବେ କାମ କରୁଥିଲେ। ଏବେ ସେ ଏଥିରୁ ଅବସର ନେଇସାରିଛନ୍ତି।

ଜନାର୍ଦ୍ଦନ ନିଜ ଦେଶ ପାଇଁ କିଛି କରିବାକୁ ଚାହୁଁଥିଲେ। କିନ୍ତୁ ବୟସର ଅପରାହ୍ନରେ ପହଞ୍ଚି ଯାଇଥିବାରୁ ସେ କିଛି କରିବାର ଆଶା ତାଙ୍କ ମନରେ ହିଁ ମଉଳି ଯାଇଥିଲା। ପାକିସ୍ତାନ ପକ୍ଷରୁ ହେଉଥିବା ଆତଙ୍କବାଦୀ ଆକ୍ରମଣରେ ଆମ ସେନା ଶହିଦ୍‌ ହେବା ପରି  କିଛି ଘଟଣା ସମ୍ପର୍କରେ ସେ ଦେଖିବା ଓ ଜାଣିବା ପରେ ନିଷ୍ପତ୍ତି ନେଲେ ଯେ ସେ ବି ଯବାନଙ୍କ ପାଇଁ କିଛି କରିବେ।

ଏହି ଚିନ୍ତାଧାରାକୁ ଆଗକୁ ବଢାଇବା ପାଇଁ ସେ ନ୍ୟାସନାଲ୍‌ ଡିଫେନ୍ସ ଫଣ୍ଡ୍‌କୁ ଏକ କୋଟି ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଦେଶର ସୀମାରେ ଲଢ଼ୁଥିବା ଯବାନଙ୍କ ମନବଳ ବଢ଼ାଇବା ପାଇଁ  ଏପରି କରିଥିବା ସେ କହିଛନ୍ତି।

ସୌଜନ୍ୟ-ଆଜ୍‌ତକ୍‌

ଫଟୋ-ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story