କେବେ ସନ୍ଦୀପଙ୍କ ପାଖରେ ଟ୍ୟୁସନ୍‌ ପାଇଁ ୩୦ ଟଙ୍କା ନଥିଲା...

ମୁମ୍ବାଇ:ଅମିତାଭ ବଚ୍ଚନଙ୍କ ରିୟଲିଟି ଶୋ’ କୌନ୍‌ ବନେଗା କରୋଡ଼ପତି କାର୍ଯ୍ୟକ୍ରମରେ ବୁଧବାର ହଟ୍‌ସିଟ୍‌ରେ  ଗୁଜରାଟର ସନ୍ଦୀପ ସାବରିୟା ବସିଥିଲେ। ସେ ୨୫ ଲକ୍ଷର ପୁରସ୍କାର ଜିତି ଖେଳରୁ ଓହରି ଯାଇଛନ୍ତି। ସନ୍ଦୀପ ହୀରା ପଲିସି କମ୍ପାନୀରେ ଜଣେ କର୍ମଚାରୀ ଅଛନ୍ତି। କେବିସିରେ ସେ ସୁନ୍ଦର ଭାବରେ ନିଜର ଦକ୍ଷତା ପ୍ରଦର୍ଶନ କରି ୨୫ ଲକ୍ଷ ଟଙ୍କା ଜିତି ପାରିଛନ୍ତି। ସନ୍ଦୀପ ୪ଟି ଲାଇଫ୍‌ଲାଇନକୁ ବ୍ୟବହାର କରିସାରିଥିଲେ। ୫୦ ଲକ୍ଷ ଟଙ୍କା ପ୍ରଶ୍ନରେ ତାଙ୍କୁ ଚିତ୍ରସେନ୍‌ ଓ ବୃଷସେନଙ୍କ […]

ccc-1

ccc-1

Tapas Behera
  • Published: Thursday, 13 September 2018
  • Updated: 13 September 2018, 02:43 AM IST

Sports

Latest News

ମୁମ୍ବାଇ:ଅମିତାଭ ବଚ୍ଚନଙ୍କ ରିୟଲିଟି ଶୋ’ କୌନ୍‌ ବନେଗା କରୋଡ଼ପତି କାର୍ଯ୍ୟକ୍ରମରେ ବୁଧବାର ହଟ୍‌ସିଟ୍‌ରେ  ଗୁଜରାଟର ସନ୍ଦୀପ ସାବରିୟା ବସିଥିଲେ। ସେ ୨୫ ଲକ୍ଷର ପୁରସ୍କାର ଜିତି ଖେଳରୁ ଓହରି ଯାଇଛନ୍ତି। ସନ୍ଦୀପ ହୀରା ପଲିସି କମ୍ପାନୀରେ ଜଣେ କର୍ମଚାରୀ ଅଛନ୍ତି। କେବିସିରେ ସେ ସୁନ୍ଦର ଭାବରେ ନିଜର ଦକ୍ଷତା ପ୍ରଦର୍ଶନ କରି ୨୫ ଲକ୍ଷ ଟଙ୍କା ଜିତି ପାରିଛନ୍ତି।

ସନ୍ଦୀପ ୪ଟି ଲାଇଫ୍‌ଲାଇନକୁ ବ୍ୟବହାର କରିସାରିଥିଲେ। ୫୦ ଲକ୍ଷ ଟଙ୍କା ପ୍ରଶ୍ନରେ ତାଙ୍କୁ ଚିତ୍ରସେନ୍‌ ଓ ବୃଷସେନଙ୍କ ପିତା କିଏ ବୋଲି ପଚରାଯାଇଥିଲା। ସଠିକ୍ ଉତ୍ତର ଥିଲା କର୍ଣ୍ଣ। କିନ୍ତୁ ସନ୍ଦୀପଙ୍କୁ ଠିକ୍‌ ଉତ୍ତର ଜଣା ନଥିଲା। ତେଣୁ ସେ ଏହି ଖେଳରୁ ଓହରି ଯିବାକୁ ଉଚିତ୍‌ ମନେ କଲେ। ତେବେ ସେ ନିଜର ସଂଘର୍ଷପୂର୍ଣ୍ଣ ଜୀବନ କାହାଣୀ ବଖାଣିଲା ବେଳେ ସମସ୍ତଙ୍କୁ ଭାବବିହୂଳ କରିଦେଇ ଥିଲା।

ସେ କହିଥିଲେ ଯେ, କେବେ ତାଙ୍କ ପାଖରେ ଟ୍ୟୁସନ୍‌ ଫି ଦେବାକୁ ପାଖରେ ୩୦ ଟଙ୍କା ନଥିଲା। ତାଙ୍କ ପରିବାର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ଭଲ ନଥିଲା। ଗାଁ ଲୋକେ ପଇସା ଯୋଗାଡ଼ କରି ତାଙ୍କୁ ପାଠ ପଢ଼ାଇଥିଲେ। କିନ୍ତୁ ବୁଧବାର ତାଙ୍କ ଭାଗ୍ୟ ଚମକିଥିଲା। ଦିନେ ୩୦ ଟଙ୍କା ପାଇଁ ସଂଘର୍ଷ କରୁଥିବା ସନ୍ଦୀପଙ୍କ ଭାଗ୍ୟରେ ଯେ, ଏକାଥରେ ୨୫ ଲକ୍ଷ ଟଙ୍କା ଜୁଟିପାରେ ତାହା ସେ କେବେ କଳନା କରିପାରି ନଥିଲେ ବୋଲି କହିଛନ୍ତି।

ଏହାର ଶ୍ରେୟ ସେ ନିଜ ଗ୍ରାମବାସୀ ଓ ପରିବାରକୁ ଦେଇଛନ୍ତି। ସନ୍ଦୀପ କହିଛନ୍ତି ଯେ, ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗ ନଥିଲେ ସେ ପାଠ ପଢ଼ିପାରି ନଥାନ୍ତେ। ଖାସ୍‌ ସେହିମାନଙ୍କ ପାଇଁ ମୁଁ ଆଜି ଏହି ହଟ୍‌ସିଟ୍‌ରେ ବସିବାରେ ସୌଭାଗ୍ୟ ପାଇଛି। ତାଙ୍କ ମତରେ କର୍ମ ହିଁ ମହାନ। ବାକି ସବୁର ଅର୍ଥ କିଛି ନାହିଁ। କର୍ମ ଅନୁସାରେ ମଣିଷର ଭାଗ୍ୟ ବଦଳେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story