କୁଷ୍ଠରୋଗୀଙ୍କ ମଦର ଟେରେସା ପୁଷ୍ପାଞ୍ଜଳି ଦିଦି

ଜଳେଶ୍ୱର (ଅଜିତ୍ ଦାସ): ମାନବ ସେବା ହିଁ ମାଧବ ସେବା। ଏହାକୁ ଜୀବନର ବ୍ରତ ଭାବି ନିଜ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଥାନା ଅନ୍ତର୍ଗତ କୃଷ୍ଣନଗର ଗାଁର ଆଶାକର୍ମୀ ପୁଷ୍ପାଞ୍ଜଳି ଡୁଡୁ। ସେ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାମ କରନ୍ତି। ପୁଷ୍ପାଞ୍ଜଳି ଦିଦି ୨୦୦୭ ମସିହାରେ  ଆଶା କର୍ମୀ ଭାବେ ନିଯୁକ୍ତି ପାଇଥିଲେ। ଆଉ ସେହି ଦିନଠାରୁ  ସେ  ରୋଗୀଙ୍କ ସେବା କରି ଆସୁଛନ୍ତି। ଖରା ହେଉକି ବର୍ଷା  […]

balaswar

balaswar

Jyoshna Pradhan
  • Published: Thursday, 06 February 2020
  • Updated: 06 February 2020, 02:15 PM IST

Sports

Latest News

ଜଳେଶ୍ୱର (ଅଜିତ୍ ଦାସ): ମାନବ ସେବା ହିଁ ମାଧବ ସେବା। ଏହାକୁ ଜୀବନର ବ୍ରତ ଭାବି ନିଜ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଥାନା ଅନ୍ତର୍ଗତ କୃଷ୍ଣନଗର ଗାଁର ଆଶାକର୍ମୀ ପୁଷ୍ପାଞ୍ଜଳି ଡୁଡୁ। ସେ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାମ କରନ୍ତି।

ପୁଷ୍ପାଞ୍ଜଳି ଦିଦି ୨୦୦୭ ମସିହାରେ  ଆଶା କର୍ମୀ ଭାବେ ନିଯୁକ୍ତି ପାଇଥିଲେ। ଆଉ ସେହି ଦିନଠାରୁ  ସେ  ରୋଗୀଙ୍କ ସେବା କରି ଆସୁଛନ୍ତି। ଖରା ହେଉକି ବର୍ଷା  ରୋଗୀଙ୍କୁ ଡାକ୍ତରଖାନା ନେବାରେ ସେ କେବେ ପଛ ଘୁଞ୍ଚା କରନ୍ତି ନାହିଁ। ଗର୍ଭବତୀଙ୍କ ସେବା ଯତ୍ନ କରିବା ସହ ଛୋଟ ପିଲାଙ୍କୁ ଟିକା ମଧ୍ୟ ଦେଇ ଥାଆନ୍ତି। ଏମିତିକି ତାଙ୍କ ଅଞ୍ଚଳରେ କେହି କୁଷ୍ଠ ରୋଗୀ ଥିବା ଖବର ପାଇଲେ ସେ ତୁରନ୍ତ ତାଙ୍କୁ ସାହାଯ୍ୟ କରିବାକୁ ହାତ ବଢ଼ାଇ ଥାଆନ୍ତି।  ବିଶେଷ କରି କୁଷ୍ଠରୋଗୀଙ୍କୁ ସମସ୍ତେ ଘୃଣା କରୁଥିବା ବେଳେ ସେ କୁଷ୍ଠ ରୋଗୀଙ୍କ ଘରକୁ ଯାଇ ତାଙ୍କର ସେବା କରିଥାଆନ୍ତି।  କେବଳ ସେତିକି ନୁହେଁ ପ୍ରତିଦିନ ସେ ଆଦିବାସୀ ଓ ହରିଜନ ସାହିକୁ ଯାଇ କୁଷ୍ଠ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ ମଧ୍ୟ କରିଥାଆନ୍ତି।

ଏନେଇ ରୋଗୀ ଶ୍ୟାମ ବାସ୍କେ କହିଛନ୍ତି, “ପୁଷ୍କାଞ୍ଜଳି ଦିଦି ଆସି ମୋର ସେବା ଓ ଯତ୍ନ କରିଛନ୍ତି। ସେ ଭଲରେ ରୁହନ୍ତୁ। ଆଉ ସମସ୍ତଙ୍କ ସେବା କରୁ।”

ସେହିପରି କୁଷ୍ଠ ରୋଗୀଙ୍କ ସମ୍ପର୍କୀୟ ବାସନ୍ତୀ ମୁର୍ମୁ କହିଛନ୍ତି, “କୁଷ୍ଠ ରୋଗୀକୁ ଲୋକେ  ବହୁତ ଘୃଣା କରନ୍ତି। ହେଲେ ପୁଷ୍କାଞ୍ଜଳି ଦିଦି ମୋ ଭାଇର ବହୁତ ସେବା କରିଛନ୍ତି। ସେ ସବୁଦିନ ଏମିତି ସେବା କରନ୍ତୁ। ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି।”

ପୁଷ୍ପାଞ୍ଜଳି ଦିଦିଙ୍କ ନିଃସ୍ୱାର୍ଥପର ସେବା ପାଇଁ ଜଳେଶ୍ୱର ଅଞ୍ଚଳର ଲୋକେ ତାଙ୍କୁ  ମଦର ଟେରେସା ବୋଲି କୁହି ଥାଆନ୍ତି। ଏଥିସହ ସେ  ୨୦୨୦ ଜାନୁଆରୀ ୩୦ ତାରିଖରେ ତାଙ୍କୁ ରାଜ୍ୟପାଳ ଗଣେଶୀ ଲାଲ୍‌ ‘କୁଷ୍ଠ ସେବିକା ସମ୍ମାନ’ରେ ସମ୍ମାନିତ କରିଛନ୍ତି।

ଗାଁର ମଧୁସୂଦନ ଦେ କହିଛନ୍ତି, “ପୁଷ୍ପାଞ୍ଜଳି ଦିଦି କୁଷ୍ଠରୋଗୀଙ୍କ ସେବା କରି ରାଜ୍ୟପାଳଙ୍କ ଠାରୁ ପୁରସ୍କାର ପାଇଛନ୍ତି। ଏଥିପାଇଁ ଆମ ଜଳେଶ୍ୱର ବାସୀ ଗର୍ବିତ।”

ଏ ସମ୍ପର୍କରେ ଆଶା କର୍ମୀ ପୁଷ୍ପାଞ୍ଜଳି ଟୁଟୁ କହିଛନ୍ତି, “ରୋଗୀଙ୍କୁ ସେବା କଲେ ମୋତେ ଖୁସି ଲାଗିଥାଏ। ହେଲେ ଆଶା କର୍ମୀ ଭାବେ ନିଯୁକ୍ତି ପାଇଲା ପରେ ମୋତେ କୁଷ୍ଠ ରୋଗୀଙ୍କୁ ସେବା କରିବା ପାଇଁ ସୁଯୋଗ ଦିଆଗଲା। ମୁଁ ଜଳେଶ୍ୱର ବ୍ଲକ୍‌ ଅଞ୍ଚଳର କୁଷ୍ଠ ରୋଗୀଙ୍କ ସେବା କରେ। ମୁଁ ରୋଗୀଙ୍କ ଡ୍ରେସିଙ୍ଗ କରେ। ଡାକ୍ତରଙ୍କଠୁ ମେଡିସିନ୍‌ ମଧ୍ୟ ଆଣିଦିଏ। କୃଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ କ’ଣ ମଣିଷ ନୁହେଁ।  କୃଷ୍ଠ ରୋଗୀଙ୍କୁ ମୁଁ ବହୁତ ଭଲ ପାଏ। ତାଙ୍କୁ ଚିକିତ୍ସା କରି ଭଲ କରିବାକୁ ମୁଁ ଚେଷ୍ଟା କରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story